/odishatv-khabar/media/media_files/2026/02/26/razed-2026-02-26-17-56-11.jpg)
Razed Photograph: (OTV)
ମାଲକାନଗିରି ସ୍ବାଭିମାନ ଅଞ୍ଚଳରେ ଲୋକ ଭାଙ୍ଗିଲେ ମାଓବାଦୀଙ୍କ ଦ୍ବାରା ନିର୍ମିତ ସହିଦ ସ୍ତମ୍ଭ। ୨୦ରୁ ଉର୍ଦ୍ଧ୍ବ ସହିଦ ସ୍ତମ୍ଭ ଭାଙ୍ଗିଲେ ଗାଁ ଲୋକେ। ସ୍ୱାଭିମାନ ଅଂଚଳ, ମାଥିଲି, କାଲିମେଳା, ଖଇରପୁଟରେ ଭାଙ୍ଗିଲେ ସହିଦ ସ୍ତମ୍ଭ।
Advertisment
ମାଓବାଦୀଙ୍କ ଦ୍ବାରା ମୃତ କମ୍ରେଡମାନଙ୍କ ସ୍ମୃତିରେ ନିର୍ମାଣ ସ୍ତମ୍ଭକୁ ଭାଙ୍ଗିଛନ୍ତି ସ୍ଥାନୀୟ ଗ୍ରାମବାସୀ। ଏହି ଅଂଚଳମାନଙ୍କରେ ନକ୍ସଲ ଗତିବିଧି କମିଥିବା ବେଳେ ଶାନ୍ତି ଫେରିଛି। ସରକାରଙ୍କ ତରଫରୁ ବିକାଶମୂଳକ କାର୍ଯ୍ୟ ତ୍ୱରାନ୍ୱିତ ହେଉଛି।
ମାଲକାନଗିରିରେ ସହିଦ ସ୍ତମ୍ଭ ଭାଙ୍ଗିଲେ ଗ୍ରାମବାସୀ
୨୦ରୁ ଅଧିକ ସହିଦ ସ୍ତମ୍ଭଗୁଡିକୁ ଭାଙ୍ଗିଲେ ସ୍ଥାନୀୟ ଗ୍ରାମବାସୀ
ସ୍ୱାଭିମାନ ଅଂଚଳ, ମାଥିଲି, କାଲିମେଳା, ଖଇରପୁଟରେ ଭାଙ୍ଗିଲେ
ମାଓବାଦୀଙ୍କ ଦ୍ଵାରା ମୃତ କମ୍ରେଡମାନଙ୍କ ସ୍ମୃତିରେ ହୋଇଥିବା ନିର୍ମାଣ ସ୍ତମ୍ଭ ଭାଙ୍ଗିଲେ
ଏହି ଅଂଚଳମାନଙ୍କରେ ନକ୍ସଲ ଗତିବିଧି କମିଥିବା ବେଳେ ଶାନ୍ତି ଫେରିଛି
ସରକାରଙ୍କ ତରଫରୁ ବିକାଶମୂଳକ କାର୍ଯ୍ୟ ତ୍ୱରାନ୍ୱିତ ହେଉଛି
Advertisment
Advertisment



Related Articles
‘Modi Hug’ Goes Global: ୱାର୍ଲଡ ଫେମସ୍ 'ମୋଦି ହଗ୍', ପ୍ରତି ଦେଶରେ ମୋଦିଙ୍କ ଅଭିବାଦନ ଶୈଳୀ ଭିନ୍ନ ଭିନ୍ନ
POSTED

Padma Shri Utsav Charan Das No More: ପଦ୍ମଶ୍ରୀ ଉତ୍ସବ ଚରଣ ଦାସଙ୍କ ପରଲୋକ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
POSTED

Odisha Bhavan in Delhi Gets Foundation Stone: ଦିଲ୍ଲୀରେ ଓଡ଼ିଶା ଭବନର ହେଲା ଶିଳାନ୍ୟାସ, ୪୫ଟି କୋଠରୀ ସହିତ ରହିବ ସୁଇଟ୍ ଏବଂ ଏକ ଆଧୁନିକ ସମ୍ମିଳନୀ କକ୍ଷ
POSTED

Berhampur Bridge Accident Under Scanner: ବ୍ରହ୍ମପୁର ହଳଦିଆପଦର ବ୍ରିଜରୁ ଦୁର୍ଘଟଣା ମାମଲା, ସ୍ପଟରେ ୫ ଜଣିଆ ବୈଷୟିକ ଟିମର ଅନୁଧ୍ୟାନ
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)