/odishatv-khabar/media/media_files/2026/02/26/odisha-bhavan-2026-02-26-16-39-10.jpg)
Odisha Bhavan Photograph: (OTV)
ନୂଆଦିଲ୍ଲୀର ଚାଣକ୍ୟପୁରୀସ୍ଥିତ କୌଟିଲ୍ୟ ମାର୍ଗରେ ଓଡ଼ିଶା ଭବନର ଶିଳାନ୍ୟାସ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶିଳାନ୍ୟାସ କରିଛନ୍ତି। ଏହି ନୂଆ ଓଡ଼ିଶା ଭବନ ଓଡ଼ିଶାର ସାଂସ୍କୃତିକ ଓ ପ୍ରଶାସନିକ କେନ୍ଦ୍ର ଭାବରେ କାମ କରିବ। ନୂଆ ଭବନ ସାତ-ମହଲା ବିଶିଷ୍ଟ ହେବ। 45ଟି କୋଠରୀ ସହିତ ସୁଇଟ୍ ଏବଂ ଏକ ଆଧୁନିକ ସମ୍ମିଳନୀ କକ୍ଷ ରହିବ।
ଆଗରୁ ଥିବା ଓଡ଼ିଶା ଭବନ କିଛି ବର୍ଷ ହେଲା ଅସୁରକ୍ଷିତ ଥିବାରୁ ଏହାର ପୁନର୍ନିର୍ମାଣ ଆବଶ୍ୟକ ଥିଲା। ୨୦୨୫ରେ ପୁରୁଣା ଓଡ଼ିଶା ଭବନକୁ ଭଙ୍ଗଯାଇଥିଲା। ଭଙ୍ଗାଯିବାକୁ ବର୍ଷେ ବିତିଯାଇଥିଲେ ମଧ୍ୟ ଓଡିଶା ଭବନ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରିନଥିଲା। ଫଳରେ ଓଡିଶାରୁ ଯାଉଥିବା ନେତା, ମନ୍ତ୍ରୀ ଓ ଭିଆଇପି ଅଶୋକା ହୋଟେଲରେ ଯାଇ ରହୁଥିଲେ।
ଦିଲ୍ଲୀରେ ଓଡ଼ିଶା ଭବନର ହେଲା ଶିଳାନ୍ୟାସ
ଚାଣକ୍ୟପୁରୀସ୍ଥିତ କୌଟିଲ୍ୟ ମାର୍ଗରେ ନିର୍ମାଣ ହେବ ଓଡ଼ିଶା ଭବନ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଲେ ଶିଳାନ୍ୟାସ
୨୦୨୫ରେ ପୁରୁଣା ଓଡ଼ିଶା ଭବନକୁ ଭଙ୍ଗାଯାଇଥିଲା
ନୂଆ ଓଡ଼ିଶା ଭବନ ୭ ମହଲା ବିଶିଷ୍ଟ ହେବ
ଭବନରେ ରହିବ ୪୫ଟି କୋଠରୀ
ରହିବ ଆଧୁନିକ ସମ୍ମିଳନୀ କକ୍ଷ
Berhampur Bridge Accident Under Scanner: ବ୍ରହ୍ମପୁର ହଳଦିଆପଦର ବ୍ରିଜରୁ ଦୁର୍ଘଟଣା ମାମଲା, ସ୍ପଟରେ ୫ ଜଣିଆ ବୈଷୟିକ ଟିମର ଅନୁଧ୍ୟାନ

Shocking Incident: ଆଖି ବୁଜିଲେ ଚାଷୀ, ମିଲର୍ ଓ ସମ୍ପାଦକକୁ ଦାୟୀ କଲେ ପରିବାର ଲୋକ

BJD’s Bhupinder Singh Speaks Out: ରାଜ୍ୟସଭା ଆସନକୁ ନେଇ ବିଜେଡି ନେତା ଭୂପିନ୍ଦର ସିଂହଙ୍କ ପ୍ରତିକ୍ରିୟା, ମୋତେ ଦିଆଯାଇଥିଲା ପ୍ରତିଶ୍ରୁତି

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)