/odishatv-khabar/media/media_files/2026/02/26/technical-team-2026-02-26-16-11-28.jpg)
Technical Team Photograph: (OTV)
ବ୍ରହ୍ମପୁର ହଳଦିଆପଦର ଓଭରବ୍ରିଜର ଢାଞ୍ଚାଗତ ତ୍ରୁଟି ପ୍ରସଙ୍ଗ। ହଳଦିଆପଦର ବ୍ରିଜକୁ ଯାଇ ଅନୁଧ୍ୟାନ କରିଛନ୍ତି ଟେକ୍ନିକାଲ୍ ଟିମ୍। ହଳଦିଆପଦରରେ ୫ ଜଣିଆ ବୈଷୟିକ ଟିମ ଅନୁଧ୍ୟାନ କରିଛନ୍ତି। ଗତ ୩୧ ତାରିଖ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ପରେ ଅନୁଧ୍ୟାନ ଚାଲିଛି। ବ୍ରିଜର ଢାଞ୍ଚାଗତ ତ୍ରୁଟି ପରଖିଛନ୍ତି ବୈଷୟିକ ଟିମ୍ ।
ବ୍ରିଜ ନିର୍ମାଣ ବେଳେ ଢାଞ୍ଚା ବଦଳାଇବା ନେଇ ଅଭିଯୋଗ ହୋଇଥିଲା। ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର, ସାନଖେମୁଣ୍ଡି ବିଧାୟକ ରମେଶ ଜେନା ବିଧାନସଭାରେ ପ୍ରଶ୍ନ ଉଠାଇଥିଲେ। ସାଂସଦ ପ୍ରଦୀପ ପାଣିଗ୍ରାହୀ ମଧ୍ୟ ଏହି ପ୍ରସଙ୍ଗ ଉଠାଇଥିଲେ । ଗତ 16 ତାରିଖରେ ଟେକ୍ନିକାଲ ଟିମ୍ ଆସିବା ନେଇ ତାରିଖ ସ୍ଥିର ହୋଇଥିଲା। କିନ୍ତୁ ଟିମ୍ ନଯିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା । ଆଜି ଟିମ୍ ପହଞ୍ଚି ଅନୁଧ୍ୟାନ କରିଛନ୍ତି ।
ହଳଦିଆପଦରରେ ଟେକ୍ନିକାଲ୍ ଟିମ୍
ବ୍ରହ୍ମପୁର ହଳଦିଆପଦର ବ୍ରିଜରୁ ଦୁର୍ଘଟଣା ମାମଲା
ସ୍ପଟରେ ୫ ଜଣିଆ ବୈଷୟିକ ଟିମ୍ ର ଅନୁଧ୍ୟାନ
୩୧ ତାରିଖ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ପରେ ଅନୁଧ୍ୟାନ
ବ୍ରିଜ୍ ର ଢାଞ୍ଚାଗତ ତ୍ରୁଟି ପରଖୁଛନ୍ତି ବୈଷୟିକ ଟିମ୍
Shocking Incident: ଆଖି ବୁଜିଲେ ଚାଷୀ, ମିଲର୍ ଓ ସମ୍ପାଦକକୁ ଦାୟୀ କଲେ ପରିବାର ଲୋକ

BJD’s Bhupinder Singh Speaks Out: ରାଜ୍ୟସଭା ଆସନକୁ ନେଇ ବିଜେଡି ନେତା ଭୂପିନ୍ଦର ସିଂହଙ୍କ ପ୍ରତିକ୍ରିୟା, ମୋତେ ଦିଆଯାଇଥିଲା ପ୍ରତିଶ୍ରୁତି

Rajya Sabha Polls: ରାଜ୍ୟସଭା ନିର୍ବାଚନ ପାଇଁ ଖୁବଶୀଘ୍ର ବିଜେପିର ପ୍ରାର୍ଥୀ ଘୋଷଣା, ସୂଚନା ଦେଲେ ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)