/odishatv-khabar/media/media_files/2025/12/30/vigilance-raid-2025-12-30-10-09-29.jpg)
Vigilance Raid Photograph: (OTV)
କେନ୍ଦୁଝର ହାଟଡ଼ିହି ବ୍ଲକ PEO ଜିତେନ୍ଦ୍ର ଜେନାଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ କରିଛି ଭିଜିଲାନ୍ସ ଟିମ । ଏକକାଳୀନ ୬ଟି ସ୍ଥାନରେ ରେଡ୍ ଚାଲିଛି । ଏହି ଚଢ଼ାଉରେ ୪ ଜଣ ଡିଏସପି, ୮ ଜଣ ଇନ୍ସପେକ୍ଟର ସାମିଲ ହୋଇଛନ୍ତି ।
Advertisment
ହାଟଡିହି ସ୍ଥିତ ତିନି ମହଲା କୋଠା, ବସନ୍ତିଆରେ ୨ ମହଲା ବିଶିଷ୍ଟ ମାର୍କେଟ କଂପ୍ଲେକ୍ସ, ହାଟଡିହିରେ ୨ଟି ଗୋଦାମ, ବୈଦ୍ୟନାଥପୁରରେ ଥିବା ଇଲେକ୍ଟ୍ରୋନିକ୍ସ ଦୋକାନ, ପୈତୃକ ଘର ଓ ପଞ୍ଚାୟତ ଅଫିସରେ ଥବା ଚ୍ୟାମ୍ବରରେ ରେଡ୍ କରିଛି ଭିଜିଲାନ୍ସ ।
• PEOଙ୍କ ଘରେ ଭିଜିଲାନ୍ସ ରେଡ୍
• କେନ୍ଦୁଝର ହାଟଡ଼ିହି ବ୍ଲକ PEO ଜିତେନ୍ଦ୍ର ଜେନାଙ୍କ ଘରେ ଭିଜିଲାନ୍ସ
• ବସନ୍ତିଆ ଘର ସମେତ ପତ୍ନୀଙ୍କ ବ୍ୟବସାୟ ପ୍ରତିଷ୍ଠାନ ଉପରେ ରେଡ୍
• ଆୟଠାରୁ ଅଧିକ ସମ୍ପତ୍ତି ରଖିଥିବା ଅଭିଯୋଗରେ ଚଢାଉ ଜାରି
Advertisment
Advertisment



Related Articles
Vigilance Raid: ଭିଜିଲାନ୍ସ ଜାଲରେ ଅତିରିକ୍ତ ତହସିଲଦାର, ଏକାଧିକ ସ୍ଥାନରେ ରେଡ୍
POSTED

Bangladesh former PM Khaleda Zia dies: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କ ପରଲୋକ
POSTED

Russia Claims Ukraine Fired Drones At Putin's Home: ପୁଟିନଙ୍କ ବାସଭବନ ଉପରେ ହମଲା! ରୁଷର ବୈଦେଶିକ ମନ୍ତ୍ରୀଙ୍କ ଅଭିଯୋଗ
POSTED

Zero Night Celebration Guidelines: ଜିରୋ ନାଇଟରେ ପୋଲିସର ଜିରୋ ଟଲେରାନ୍ସ, ରୋଡ଼ ରୋମିଓଙ୍କୁ ଜଗିବେ କ୍ବିକ୍ ରିଏକ୍ସନ୍ ଟିମ୍
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)