/odishatv-khabar/media/media_files/2025/12/30/vigilance-raid-2025-12-30-09-26-20.jpg)
Vigilance Raid Photograph: (OTV)
ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍ । କଟକ ବାରଙ୍ଗ ତହସିଲର ଅତିରିକ୍ତ ତହସିଲଦାର ଜିତେନ୍ଦ୍ର କୁମାର ପଣ୍ଡାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି । ଜିତେନ୍ଦ୍ର ପଣ୍ଡାଙ୍କ ୪ଟି ସ୍ଥାନରେ ରେଡ କରୁଛି ଭିଜିଲାନ୍ସ ।
Advertisment
ଭୁବନେଶ୍ବର ବଡ଼ଗଡ଼ ଗୋପାଳୁଣି ନଗର, ବ୍ରିଟ କଲୋନୀ, ଖୋର୍ଦ୍ଧା ଓ ବାରଙ୍ଗ ତହସିଲ କାର୍ଯ୍ୟାଳୟରେ ଥିବା ଜିତେନ୍ଦ୍ରଙ୍କ ଚ୍ୟାମ୍ବରରେ ରେଡ୍ ହେଉଛି । ଏହି ଚଢ଼ାଉରେ ୪ ଜଣ ଡିଏସପି, ୭ ଇନ୍ସପେକ୍ଟର ନିୟୋଜିତ ହୋଇଛନ୍ତି ।
ଭିଜିଲାନ୍ସ ଜାଲରେ ଅତିରିକ୍ତ ତହସିଲଦାର
ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢାଉ
କଟକ ବାରଙ୍ଗର ଅତିରିକ୍ତ ତହସିଲଦାରଙ୍କ ଘରେ ଚଢ଼ାଉ
ଅତିରିକ୍ତ ତହସିଲଦାର ଜିତେନ୍ଦ୍ର କୁମାର ପଣ୍ଡା
୪ଟି ସ୍ଥାନରେ ରେଡ କରୁଛି ଭିଜିଲାନ୍ସ ଟିମ୍
ଭୁବନେଶ୍ବରର ବଡ଼ଗଡ଼ ଓ ବ୍ରିଟ କଲୋନୀ
ଖୋର୍ଦ୍ଧା ଓ ବାରଙ୍ଗରେ ଚାଲିଛି ରେଡ୍
Advertisment
Advertisment



Related Articles
Bangladesh former PM Khaleda Zia dies: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କ ପରଲୋକ
POSTED

Russia Claims Ukraine Fired Drones At Putin's Home: ପୁଟିନଙ୍କ ବାସଭବନ ଉପରେ ହମଲା! ରୁଷର ବୈଦେଶିକ ମନ୍ତ୍ରୀଙ୍କ ଅଭିଯୋଗ
POSTED

Zero Night Celebration Guidelines: ଜିରୋ ନାଇଟରେ ପୋଲିସର ଜିରୋ ଟଲେରାନ୍ସ, ରୋଡ଼ ରୋମିଓଙ୍କୁ ଜଗିବେ କ୍ବିକ୍ ରିଏକ୍ସନ୍ ଟିମ୍
POSTED

Severe Cold Wave Hits Odisha: ଶୀତ ସାଙ୍ଗକୁ କଲବଲ କରୁଛି ଘନ କୁହୁଡ଼ି, ୧୦ ଡିଗ୍ରୀ ତଳେ ୧୦ରୁ ଅଧିକ ସହର
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)