/odishatv-khabar/media/media_files/2026/02/07/mao-surrender-2026-02-07-09-20-44.jpg)
Mao Surrender Photograph: (OTV)
ଓଡ଼ିଶାରେ ମାଓବାଦ ଇତିହାସରେ ପଡ଼ିବାକୁ ଯାଉଛି ଯବନିକା। ପୋଲିସ ହାତରେ ଧରାଦେଲେ ଟପ୍ ମାଓ ଦମ୍ପତ୍ତି ନିଖିଲ ଓ ଇନ୍ଦୁ। ରାୟଗଡ଼ା ଜିଲ୍ଲାର ଘଞ୍ଚ ଜଙ୍ଗଲରୁ ପତ୍ନୀ ଇନ୍ଦୁ, ୭ ମହିଳା କ୍ୟାଡର ସହ ମୋଟ ୧୫ ମାଓବାଦୀଙ୍କ ସହ ଆତ୍ମସମର୍ପଣ କରିଛି ବାସଧାରା ଘୁମୁସର ନାଗାବଳୀ ଡିଭିଜନର ପୂର୍ବି ବ୍ୟୁରୋ ସମ୍ପାଦକ ନିଖିଲ ଓରଫ୍ ନିରଞ୍ଜନ ରାଉତ।
Advertisment
ଉଭୟ ନିଖିଲ ଓ ତା ପତ୍ନୀ ଇନ୍ଦୁ ମୁଣ୍ଡ ପାଇଁ ପୋଲିସ ଘୋଷଣା କରିଥିଲା ୫୫ ଲକ୍ଷ ଲେଖାଏଁ ଇନାମ। ଆଜି ଓଟିଭି ରାୟଗଡ଼ା ପ୍ରତିନିଧିଙ୍କ ଉପସ୍ଥିତିରେ ସମାଜର ମୁଖ୍ୟସ୍ରୋତକୁ ନିଖିଲ ଫେରିବା ପରେ ରାଜ୍ୟରେ ସକ୍ରିୟ ଥିବା ଆଉ କିଛି ହାତ ଗଣତି ମାଓବାଦୀଙ୍କୁ ସରେଣ୍ଡର ପାଇଁ ଅପିଲ କରିଛନ୍ତି ପୋଲିସ ଡିଜି।
Advertisment



Related Articles
T20 World Cup Begins Today: ଆଜିଠୁ ପୁରୁଷ ଟି-୨୦ ବିଶ୍ବକପ୍ ଟକ୍କର, ଭାରତ ଓ ଶ୍ରୀଲଙ୍କାରେ ଖେଳାଯିବ ସମସ୍ତ ମ୍ୟାଚ୍
POSTED

Missing Girls Cases: ରାଜଧାନୀରୁ ନିଖୋଜ ହେଉଛନ୍ତି ଝିଅ! ସାଂଘାତିକ ରିପୋର୍ଟକୁ ନେଇ ବଡ଼ ଖୁଲାସା
POSTED

Gold, Silver Prices Crash: ବଜାରରେ ଭାଙ୍ଗିଲା ରୁପା ଫୁଟାଣି, ତଳ ମୁହାଁ ବି ସୁନା ଗ୍ରାଫ୍
POSTED

Tulasi Gananatya Row: ପୁଣି ନୂଆ ବିବାଦରେ ଛନ୍ଦି ହେଲେ ନାଣ୍ଡୁ ବାବୁ, ଖଳନାୟକ ସାଇଙ୍କ ମା’ଙ୍କ ସଙ୍ଗୀନ ଅଭିଯୋଗ
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)