/odishatv-khabar/media/media_files/2026/01/29/bmc-warning-2026-01-29-09-31-36.jpg)
BMC Warning Photograph: (OTV)
ଓମଫେଡ୍ ବୁଥ୍ ରେ ଗୁଟଖା ବିକିଲେ ହେବ କଡ଼ା ଆକ୍ସନ୍। କେବଳ ଓମଫେଡ୍ ବୁଥ୍ ନୁହେଁ, ଭେଣ୍ଡିଂ ଜୋନ୍ ଗୁଡ଼ିକରେ ବି ଗୁଟଖା ବିକିଲେ ଆକ୍ସନ ହେବ। ଏନେଇ ସିଧା ଚେତାବନା ଶୁଣାଇଛି ଭୁବନେଶ୍ବର ମହାନଗର ନିଗମ। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାମା ପରେ ବିଏମସି ଏହି ନିଷେଧାଦେଶ ଜାରି କରିଛି।
Advertisment
ଯେଉଁଥିରେ ଦର୍ଶାଇଛି ଓମଫେଡ୍ ବୁଥ୍ ଏବଂ ଭେଣ୍ଡିଂ ଜୋନ୍ ଗୁଡ଼ିକରେ ଗୁଟଖା ବିକୁଥିଲେ ସଂପୃକ୍ତ ବ୍ୟବସାୟୀଙ୍କ ଲାଇସେନ୍ସ ବାତିଲ କରାଯିବ। ଏଥିପାଇଁ ଆଗକୁ ଗୁଟଖା ଏନଫୋର୍ସମେଣ୍ଟ ଡ୍ରାଇଭ୍ ଜୋରଦାର କରିବାକୁ ବିଏମସି ସାଧାରଣ ପରିଷଦ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଯଦି କୌଣସି ଏଜେନ୍ସି ଗୁଟଖା ସଂପର୍କିତ ହୋର୍ଡିଂ ମାରନ୍ତି, ତେବେ ସେମାନଙ୍କଠାରୁ ଜୋରିମାନା ଆଦାୟ ପାଇଁ ନିଷ୍ପତ୍ତି ନେଇଛି ବିଏମସି।
Advertisment



Related Articles
New Contractor Management System Launched: ଠିକାଦାର ଡାଟାବେସ୍ ବ୍ୟବସ୍ଥାର ଶୁଭାରମ୍ଭ, ପରିଚାଳନା ବ୍ୟବସ୍ଥା ଆହୁରି ସ୍ବଚ୍ଛ ଓ ସରଳ ହେବ
POSTED

Major Plane Crash: ପୁଣି ବଡ଼ ବିମାନ ଦୁର୍ଘଟଣା, ସାଂସଦଙ୍କ ସମେତ ୧୫ ଯାତ୍ରୀ ମୃତ
POSTED

Ajit Pawar's Final Rites Today: କାନ୍ଦୁଛି ମହାରାଷ୍ଟ୍ର, ଆଜି ଅଜିତ ଦାଦାଙ୍କ ଶେଷକୃତ୍ୟ
POSTED

Daily Horoscope 29th January 2026: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)