/odishatv-khabar/media/media_files/2026/01/29/plane-crash-2026-01-29-09-08-27.jpg)
Plane Crash Photograph: (OTV)
ଭେନେଜୁଏଲା ସୀମାରେ ବଡଧରଣର ବିମାନ ଦୁର୍ଘଟଣା । ବିମାନ ଦୁର୍ଘଟଣାରେ ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ମୃତକଙ୍କ ମଧ୍ୟରେ ଅଛନ୍ତି ୨ କ୍ର୍ୟୁ ମେମ୍ବର ସହ ୧୩ ଜଣ ବିମାନ ଯାତ୍ରୀ । ଏହି ବିମାନଟି ଷ୍ଟେଟ ଏୟାରଲାଇନ ସତେନା ଦ୍ବାରା ପରିଚାଳନା ହେଉଥିଲା। କଲମ୍ବିଆ ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ ଏନେଇ ସୂଚନା ଦେଇଛନ୍ତି ।
Advertisment
ଓକୋନାରେ କ୍ରାସ୍ ପୂର୍ବରୁ ପାଇଲଟଙ୍କ ସହ ଯୋଗାଯୋଗ ହୋଇପାରିନଥିଲା। ଓକାନା ର କୁକୁଟାରୁ ବିମାନଟି ଉଡ଼ାଣ ଭରିବାର କିଛି ସମୟ ପରେ ଏୟାର ଟ୍ରାଫିକ କଣ୍ଟ୍ରୋଲରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ଦୁର୍ଘଟଣା ପରେ ଉଦ୍ଧାରକାରୀ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।
Advertisment



Related Articles
Ajit Pawar's Final Rites Today: କାନ୍ଦୁଛି ମହାରାଷ୍ଟ୍ର, ଆଜି ଅଜିତ ଦାଦାଙ୍କ ଶେଷକୃତ୍ୟ
POSTED

Daily Horoscope 29th January 2026: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ
POSTED

Today Panchang 29th January 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...
POSTED

New Tax Regime Updates: ଟାକ୍ସ ପେୟରସଙ୍କୁ କେଉଁ ଉପହାର ଦେବେ ନିର୍ମଳା ? ନ୍ୟୁ ରିଜିମରେ ସାମିଲ୍ ହେବ କି ହୋମ୍ ଲୋନ୍ ?
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)