/odishatv-khabar/media/media_files/2025/11/11/presiding-officer-2025-11-11-12-22-21.jpg)
Presiding Officer Photograph: (OTV)
ନୂଆପଡ଼ା ଉପନିର୍ବାଚନରେ ନିୟୋଜିତ ଜଣେ ପ୍ରିଜାଇଡିଂ ଅଫିସର୍ ସସପେଣ୍ଡ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର.ଏସ. ଗୋପାଳନ। କୁଳିଆବନ୍ଧ ୩୬ ନଂ ବୁଥର ଧନଞ୍ଜୟ ମଲ୍ଲିକ ସସପେଣ୍ଡ ହୋଇଛନ୍ତି।
Advertisment
ଭୋଟର ଗୋପନୀୟତା ଉଲ୍ଲଙ୍ଘନ କରିଥିବାରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସବୁ ମତଦାନ କେନ୍ଦ୍ର ଉପରେ ନଜର ସହ ମନିଟରିଂ କରାଯାଉଛି ବୋଲି କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ।
• ନୂଆପଡ଼ା ଉପନିର୍ବାଚନ: ପ୍ରିଜାଇଡିଂ ଅଫିସର୍ ସସପେଣ୍ଡ
• ସୂଚନା ଦେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ
• କୁଳିଆବନ୍ଧ ୩୬ ନଂ ବୁଥ୍ ର ଧନଞ୍ଜୟ ମଲ୍ଲିକ ସସ୍ ପେଣ୍ଡ
• ଭୋଟ୍ ର ଗୋପନୀୟତା ଉଲ୍ଲଙ୍ଘନ କରିଥିବାରୁ କାର୍ଯ୍ୟାନୁଷ୍ଠାନ
Advertisment
Advertisment



Related Articles
Dharmendra’s Death Rumours: ଅଭିନେତା ଧର୍ମେନ୍ଦ୍ରଙ୍କ ମିଛ ନିଧନ ଖବର ପ୍ରସାରଣ: ହେମାମାଳିନୀ କ୍ଷୁବ୍ଧ
POSTED

Nuapada Bypoll: ଭୋଟ୍ ଦେଉଛି ନୂଆପଡ଼ା: ସବୁ ସ୍ଥାନରେ ସୁରୁଖୁରୁରେ ଚାଲିଛି ଭୋଟିଂ
POSTED

Delhi Blast Case Update: ଲାଲକିଲ୍ଲା ବିସ୍ଫୋରଣ: ସାମ୍ନାକୁ ଆସିଲା ବଡ ତଥ୍ୟ; ରେଡ୍ ପରେ ହଡ଼ବଡ଼େଇ ଯାଇଥିଲା ଆତଙ୍କୀ!
POSTED

Nationwide High Alert: ଦିଲ୍ଲୀ ବିସ୍ଫୋରଣ ପରେ ସାରା ଦେଶରେ ହାଇଆଲର୍ଟ, ଓଡିଶାରେ ବି ବଢିଲା ସୁରକ୍ଷା
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)