/odishatv-khabar/media/media_files/2025/12/28/homeguard-exam-2025-12-28-10-41-45.jpg)
Homeguard Exam Photograph: (OTV)
ପଦବୀ ୧୦୨, ହେଲେ ୪ ହଜାରରୁ ଅଧିକ ଆଶାୟୀ। ଝାରସୁଗୁଡା ଜିଲ୍ଲାରେ ଖାଲି ପଡ଼ିଥିବା ୧୦୨ଟି ହୋମଗାର୍ଡ ପଦ ପାଇଁ ଆଜି ଲିଖିତ ପରୀକ୍ଷା ଅନୁଷ୍ଠିତ ହେଉଛି। ପରୀକ୍ଷାରେ ମୋଟ ୪୦୪୦ ଜଣ ପରୀକ୍ଷାର୍ଥୀ ଭାଗ ନେଇଛନ୍ତି। ଓଏସ୍ଏପି ବାଟାଲିୟନ ପଡିଆରେ ଏହି ପରୀକ୍ଷା ଆୟୋଜନ କରାଯାଉଛି।
Advertisment
ଏହି ପରୀକ୍ଷାରୁ ୧୦୧୦ ଜଣ ପ୍ରାର୍ଥୀ ମନୋନୀତ ହୋଇ ପରବର୍ତ୍ତୀ ଶାରୀରିକ ପରୀକ୍ଷାକୁ ଯିବେ। ପରୀକ୍ଷା କିଭଳି ଶାନ୍ତି ଶୃଙ୍ଖଳାର ସହ ଶେଷ ହେବ ତାକୁ ଆଖି ଆଗରେ ରଖି ପରୀକ୍ଷାସ୍ଥଳରେ ପର୍ଯ୍ୟାପ୍ତ ପୁଲିସ ମୁତୟନ କରାଯାଇଛି।
ପଦବୀ ୧୦୨, ହେଲେ ୪ ହଜାରରୁ ଅଧିକ ଆଶାୟୀ
ହୋମଗାର୍ଡ ପଦ ପାଇଁ ହେଉଛି ଲିଖିତ ପରୀକ୍ଷା
୪୦୪୦ ପରୀକ୍ଷାର୍ଥୀ ଅଂଶଗ୍ରହଣ କରିବାକୁ ମନୋନୀତ
ଓଏସ୍ଏପି ବାଟାଲିୟନ ପଡିଆରେ ପରୀକ୍ଷା ଆୟୋଜିତ
୧୦୧୦ ପ୍ରାର୍ଥୀ ମନୋନୀତ ହୋଇ ଶାରୀରିକ ପରୀକ୍ଷାକୁ ଯିବେ
Advertisment
Advertisment
Related Articles
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)





/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)