/odishatv-khabar/media/media_files/2026/01/03/polluted-odisha-2026-01-03-13-15-43.jpg)
Polluted Odisha Photograph: (OTV)
ପ୍ରଦୂଷଣରେ ରେକର୍ଡ ଭାଙ୍ଗିଲା ଓଡ଼ିଶା। ତାଳଚେର ଓ ଅନୁଗୁଳ ଦେଶର ସବୁଠୁ ପ୍ରଦୂଷିତ ସହର। ଦେଶର ୬ ସହରର ଏକ୍ୟୁଆଇ ସକାଳ ୯ଟା ସୁଦ୍ଧା ୩୦୦ ପାର କରି ଅତି ଖରପ ସ୍ତରରେ ପହଂଚିଛି। ଏହି ୬ ସହର ମଧ୍ୟରେ ଓଡି଼ଶାର ୪ ସହର ରହିଛି।
Advertisment
୩୫୫ ଏକ୍ୟୁଆଇ ସହ ତାଳଚେର ଦେଶର ସବୁଠୁ ପ୍ରଦୂଷିତ ସହର ହୋଇଥିବା ବେଳେ ୩୨୯ ଏକ୍ୟୁଆଇ ସହ ଅନୁଗୁଳ ଦ୍ୱିତୀୟ ସ୍ଥାନରେ ରହିଛି। ୩୨୪ ଏକ୍ୟୁଆଇ ସହ ବାରିପଦା ଦେଶର ତୃତୀୟ ପ୍ରଦୂଷିତ ସହର ରହିଛି। ସେହିପରି କଟକ ୩୦୪ ଓ ଭୁବନେଶ୍ବରରେ ଏକ୍ୟୁଆଇ ୩୦୨ ରହିଛି।
ପ୍ରଦୂଷଣରେ ରେକର୍ଡ ଭାଙ୍ଗିଲା ଓଡ଼ିଶା
ଦେଶରେ ପ୍ରଥମ ସ୍ଥାନରେ ରହିଛି ତାଳଚେର
ତାଳଚେର ଏକ୍ୟୁଆଇ ରହିଛି ୩୫୫
୩୨୯ ଏକ୍ୟୁଆଇ ସହ ଅନୁଗୁଳ ଦ୍ୱିତୀୟ ସ୍ଥାନରେ
ତୃତୀୟ ସ୍ଥାନରେ ରହିଛି ବାରିପଦା
ବାରିପଦାର ଏକ୍ୟୁଆଇ ରହିଛି ୩୨୪
କଟକ ୩୦୪ ଓ ଭୁବନେଶ୍ବରରେ ୩୦୨ ଏକ୍ୟୁଆଇ
ଦେଶର ୬ ସହରର ଏକ୍ୟୁଆଇ ୩୦୦ ପାର
Advertisment
Advertisment



Related Articles
Ama Bus Accident: ପୁଣି ଜୀବନ ନେଲା ଆମ ବସ୍, ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା
POSTED

State Govt to Install Smart Meters: ସ୍ମାର୍ଟ ମିଟର ଲଗାଇବେ ସରକାର, ଖର୍ଚ୍ଚ ହେବ ୩୪୦ କୋଟି ଟଙ୍କା
POSTED

Odisha Enters Top 10 States List: ଓଡ଼ିଶା ମୁହାଁ ବିଦେଶୀ ଛାତ୍ରଛାତ୍ରୀ, ଅନେକ ଖ୍ୟାତନାମା ଶିକ୍ଷାନୁଷ୍ଠାନକୁ ପଛରେ ପକାଇଲା ଭୁବନେଶ୍ବର
POSTED

Dense Fog Engulfs Bhubaneswar: ରାଜଧାନୀରେ ଜିରୋ ଭିଜିବିଲିଟି, ରାସ୍ତାରେ ଗାଡ଼ି ଚଳାଚଳରେ ଅଚଳାବସ୍ଥା
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)