/odishatv-khabar/media/media_files/2026/03/10/mohan-charan-majhi-2026-03-10-09-10-16.jpg)
Mohan Charan Majhi Photograph: (OTV)
ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ଜୋର୍ ଧରିଲାଣି ରାଜନୀତି। ଆଜି ପଶ୍ଚିମବଙ୍ଗ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବିଜେପିର ପରିବର୍ତ୍ତନ ଯାତ୍ରା ସମାବେଶ ଓ ଜନସଭାରେ ମୁଖ୍ୟମନ୍ତ୍ରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ମେଦିନୀପୁର ମୋୟନା ନିର୍ବାଚନ ମଣ୍ଡଳୀରେ ଏକ ଜନସଭାକୁ ସମ୍ବୋଧନ କରିବେ ମୋହନ।
Advertisment
ବଙ୍ଗ ଦଖଲ୍ ପାଇଁ ସବୁଦଳରେ ଆରମ୍ଭ ହୋଇଛି ଜୋରଦାର କସରତ। କଳ, ବଳ, କୌଶଳ ଖଟାଇ ଏଥର ଯେମିତି ଟିଏମସି ହାତରୁ ପଶ୍ଚିମବଙ୍ଗକୁ ଛଡ଼ାଇ ଆଣି ନିଜେ କେମିତି କବଜା କରିବ, ଏଥିପାଇଁ ବିଜେପି ତିଆରି କରିଛି ସ୍ବତନ୍ତ୍ର ରଣନୀତି। ଏହି ଲକ୍ଷ୍ୟରେ ବିଜେପି ଆରମ୍ଭ କରିଛି ବଡ଼ ଅଭିଯାନ।
ଆଇନ ଶୃଙ୍ଖଳା ପରିସ୍ଥିତି, ଦୁର୍ନୀତି ଏବଂ ବିକାଶକୁ ପ୍ରସଙ୍ଗ କରିବା ସହ ରାଜ୍ୟର ବିଭିନ୍ନ ପରିବର୍ତ୍ତନ ଯାତ୍ରା ଏବଂ ବଡ଼ ଜନସଭା କରିବ ବିଜେପି।
Advertisment
Advertisment



Related Articles
How Pillow Height Affects Blood Pressure: ଆପଣ ଭୁଲ୍ ତକିଆରେ ଶୋଉଛନ୍ତି କି… ବଢିବ କୋଲେଷ୍ଟ୍ରଲ-ମଧୁମେହ-ଉଚ୍ଚ ରକ୍ତଚାପ
POSTED

Budget Session Day 2: ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇବେ ଉଭୟ ଶାସକ ଓ ବିରୋଧୀ, ଆଜି ସରଗରମ ରହିବ ଗୃହ
POSTED

India Set to Sell Indigenous BrahMos Missile: ଭାରତ ବିକିବ ବ୍ରହ୍ମୋସ୍, ମିସାଇଲ୍ କିଣିବା ପାଇଁ ପ୍ରତିରକ୍ଷା ଚୁକ୍ତି ସ୍ୱାକ୍ଷରିତ
POSTED

LPG Crisis May Force Hotel Shutdowns: ଘୋର ସଙ୍କଟ; LPG ସିଲିଣ୍ଡର ଯୋଗାଣ ଠପ୍, ହୋଟେଲ୍ ବନ୍ଦ
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)