/odishatv-khabar/media/media_files/2026/02/26/nac-office-highdrama-2026-02-26-10-50-27.jpg)
NAC Office Highdrama Photograph: (OTV)
ନୀଳଗିରି ଏନଏସି ଅଫିସରେ ହାଇଡ୍ରାମା। କାଉନସିଲର ଚେୟାରମ୍ୟାନ କଥା କଟାକଟି। ଅଳିଆ ଗାଡି ଆଗରେ ଶୋଇ ପଡିଲେ କାଉନ୍ସିଲର। ବିନା ଟେଣ୍ଡରରେ ନୂଆ ଅଳିଆ ଗାଡି ଆଣିଥିବା ଅଭିଯୋଗ କରି ଏନଏସି କାର୍ଯ୍ୟାଳୟରେ ଆମରଣ ଅନଶନରେ ବସିଛନ୍ତି କାଉନ୍ସିଲର।
Advertisment
ନୂଆ ଅଳିଆ ଗାଡି ପୂଜା ବେଳେ ଏନଏସି ଚେୟାରମ୍ୟାନ ଓ ଅଧିକାରୀଙ୍କ ସହ ୧୦ ନମ୍ବର ୱାର୍ଡ କାଉନସିଲର ଗୌରାଙ୍ଗ ବିନ୍ଧାଣିଙ୍କ ଯୁକ୍ତିତର୍କ ହୋଇଥିଲା। ଏନଏସିରେ ପୂର୍ବ ବ୍ୟବହୃତ ବ୍ୟାଟେରୀ ଚାଳିତ ଅଳିଆ ଗାଡି ଖରାପ ହେଉଥିବାରୁ ଡିଜେଲ ଗାଡି ଆଣିବା ପାଇଁ ଦାବି କରିଥିଲେ କାଉନ୍ସିଲର।
ବୈଠକରେ ଏ ନେଇ ଆଲୋଚନା ହୋଇଥିଲା, କିନ୍ତୁ ନିଷ୍ପତ୍ତିକୁ ସ୍ଥଗିତ ରଖାଯାଇଥିଲା। ହେଲେ ଚେୟାରମ୍ୟାନ ଓ ଅଫିସର କାଉନ୍ସିଲରଙ୍କୁ ନଜଣାଇ ପୁଣି ବ୍ୟାଟେରୀ ଗାଡି ଆଣିଥିବା ଅଭିଯୋଗ କରିଛନ୍ତି ଗୌରାଙ୍ଗ ବିନ୍ଧାଣି।
Advertisment
Advertisment



Related Articles
Hundreds of Vehicles Stranded: ରାତି ୧୧ରୁ ରାସ୍ତା ଜାମ୍; ଯିଏ ଯେଉଁଠି ସିଏ ସେଇଠି, ଇଞ୍ଚେ ବି ଗଡୁନି ଗାଡି
POSTED

Ammonia Gas Leak Triggers Panic: ଭୁବନେଶ୍ବରରେ ବିଷାକ୍ତ ଗ୍ୟାସ୍ ଲିକ୍, ପ୍ରବଳ ଦୁର୍ଗନ୍ଧ ସହ ଆଖି ନାକ ପୋଡିଲା
POSTED

Speaker of the Knesset Medal: ସ୍ପିକର ଅଫ୍ ଦି କନେସେଟ୍ ମେଡାଲ୍'ରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ
POSTED

Lathmar Holi: ବିଭିନ୍ନ ସ୍ଥାନରେ ପ୍ରାକ୍ ହୋଲି ଉତ୍ସବ, ବର୍ଷାନାରେ ଲାଠ୍ ମାର ହୋଲି
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)