/odishatv-khabar/media/media_files/2026/02/28/newlywed-woman-taken-away-by-lover-2026-02-28-09-27-03.jpg)
Newlywed Woman Taken Away by Lover Photograph: (OTV)
ନବ ବିବାହିତାକୁ ମହିଳାଙ୍କୁ ଶାଶୂ ଘରୁ ଉଠାଇନେଲା ପ୍ରେମିକ। ତନାଘନା କରି ପ୍ରେମିକଙ୍କୁ ଧରିଲା ପୋଲିସ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା କଣ୍ଟାମାଳ ଅଂଚଳରେ। ବାହାଘରର ଦୁଇ ଦିନ ପରେ ପ୍ରେମିକାକୁ ତା ଶାଶୁ ଘରୁ ଉଠେଇ ଆଣିଥିଲା ପ୍ରେମିକ।
Advertisment
ଅଭିଯୋଗ ପରେ ନବବଧୂ ଓ ତାର ପ୍ରେମିକକୁ ଧରି ଥାନାରେ ଅଟକ ରଖିଛି ବୌଦ୍ଧ କଣ୍ଟାମାଳ ଥାନା ପୋଲିସ। ଗତ ୨୨ ତାରିଖରେ ବଲାଙ୍ଗୀର ଜିଲ୍ଲା ଦେଗାଁ ଥାନା ମୁର୍ସିଙ୍ଗ ଗାଁର ତିଲୁ ଭୋଇଙ୍କ ସହ ମହିଳାଙ୍କ ବିବାହ ହୋଇଥିଲା। ତେବେ ବାହାଘରର ଦୁଇ ଦିନ ପରେ ନବବଧୂ କଣ୍ଟାମାଳର ପ୍ରେମିକ ସୁବାସ ଚନ୍ଦ୍ର ସାହୁ ସହ ଫେରାର ମାରିଥିଲା।
ଏନେଇ ସ୍ୱାମୀ ତିଲୁ ଭୋଇ ଦେଗାଁ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ କଣ୍ଟାମାଳ ପୋଲିସ ପ୍ରେମିକ ସୁବାସ ଏବଂ ନବ ବଧୂକୁ ଥାନାକୁ ଆଣିବା ସହ ଦେଗାଁ ପୋଲିସକୁ ହସ୍ତାନ୍ତର କରିଥିବା ଜଣାଯାଇଛି।
Advertisment
Advertisment



Related Articles
Ganja Seized: ନିଶା କାରବାର ରୋକିବାକୁ ବଡ଼ ଅପରେସନ, ଦୁଇ ଦିନରେ ୨୧ ଟନରୁ ଅଧିକ ଗଂଜେଇ ଜବତ
POSTED

Food Poisoning Suspected: ଭୋଜି ଖାଇ ଫୁଡ ପଏଜନିଂ! ୨୫ରୁ ଅଧିକ ଅସୁସ୍ଥ
POSTED

Illegal Child Transfer at Ashram: ଆଶ୍ରମରୁ ବେଆଇନ ଶିଶୁ ହସ୍ତାନ୍ତର! ପୋଲିସର ତନାଘନା ଆରମ୍ଭ
POSTED

Why People Go Toilet After Meals: ଆପଣ ଖାଇସାରିବା ପରେ ଲାଟିନ୍ ଦୌଡୁଛନ୍ତି କି… ହୋଇପାରେ ସାଙ୍ଘାତିକ…
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)