Advertisment

SI Recruitment Scam: ପୋଲିସ SI ନିଯୁକ୍ତି କେଳେଙ୍କାରୀ ମାମଲା: କ୍ରାଇମବ୍ରାଞ୍ଚ ଓଗାଳିବ ସ୍କାମ୍‌ର ସତ

ପୋଲିସ SI ନିଯୁକ୍ତି କେଳେଙ୍କାରୀ ମାମଲା। ବ୍ରହ୍ମପୁର କୋର୍ଟରେ ହାଜର ହେବ ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି। କୋର୍ଟରେ ହାଜର ପାଇଁ ଶଙ୍କରଙ୍କୁ କଟକରୁ ନିଆଯିବ ବ୍ରହ୍ମପୁର।

author-image
Chinmayee Sahoo
SI_ SCAM

SI_ SCAM Photograph: (OTV)

ସତ କହିବ ଶଙ୍କର, ଓଗାଳିବ ‘ରିଙ୍ଗ ମାଷ୍ଟର’ଙ୍କ ନାଁ। ଆଜି କୋର୍ଟରେ ହାଜର ହେବ ପୋଲିସ SI ନିଯୁକ୍ତି କେଳେଙ୍କାରୀର ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି। ଗତକାଲି ଦିଲ୍ଲୀରୁ କଟକ ଆଣି କ୍ରାଇମବ୍ରାଞ୍ଚ ପଚରାଉଚରା କରିଛି। ସ୍କାମର ମୁଖ୍ୟ ଦଲାଲ ତଥା ଶଙ୍କରଙ୍କ ଘନିଷ୍ଠ ମୁନା ମହାନ୍ତିଙ୍କ ସାମ୍ନାରେ ତାଙ୍କୁ ପଚରାଉଚରା କରିଛି। 
କିଛି ସମୟ ମଧ୍ୟରେ ବ୍ରହ୍ମପୁର JMFC-ରୁରାଲ୍ କୋର୍ଟରେ ହାଜର କରି ବିସ୍ତୃତ ତଥ୍ୟ ହାତେଇବା ପାଇଁ ରିମାଣ୍ଡରେ ନେବାକୁ ଆବେଦନ କରିପାରେ କ୍ରାଇମବ୍ରାଞ୍ଚ। ଗିରଫ ସମସ୍ତ ୧୨୪ ଜଣଙ୍କ ଜନ୍ମ କୁଣ୍ଡଳୀ ବାହାର କରିବା ସହ ପୂର୍ବ ସରକାର ଆଡ଼କୁ ଇଙ୍ଗିତ କରିଛି ଶଙ୍କର। ତେଣୁ ଏସବୁ ଦିଗକୁ ନେଇ ପଚରାଉଚରା ହେବ।

Advertisment


•    ଶଙ୍କର ପଛରେ କିଏ? 
•    ପୋଲିସ SI ନିଯୁକ୍ତି କେଳେଙ୍କାରୀ ମାମଲା
•    ବ୍ରହ୍ମପୁର କୋର୍ଟରେ ହାଜର ହେବ ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି
•    କୋର୍ଟରେ ହାଜର ପାଇଁ ଶଙ୍କରଙ୍କୁ କଟକରୁ ନିଆଯିବ ବ୍ରହ୍ମପୁର
•    ରିମାଣ୍ଡରେ ନେବାକୁ ଆବେଦନ କରିପାରେ କ୍ରାଇମବ୍ରାଞ୍ଚ
•    କ୍ରାଇମବ୍ରାଞ୍ଚ ଓଗାଳିବ ସ୍କାମର ସତ
•    ସ୍କାମରେ ପୂର୍ବ ସରକାରରେ କିଏ ଥିଲା?
•    କାହା ନାଁ କହିବାକୁ ଚାହୁଁଥିଲେ ଶଙ୍କର ?
•    ସ୍କାମ୍ ନେଟୱର୍କ ପଛର ରିଙ୍ଗମାଷ୍ଟର୍ କିଏ?

SI Exam
Advertisment
Related Articles
Advertisment