/odishatv-khabar/media/media_files/2025/11/03/amar-patnaik-2025-11-03-08-52-26.jpg)
Amar Patnaik Photograph: (OTV)
ବିଜେଡିର ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା । ଆଜି ବିଜୁ ଜନତା ଦଳ ଛାଡ଼ି ସେ ବିଜେପିରେ ସାମିଲ ହୋଇପାରନ୍ତି । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ସେ ପଦ୍ମ ଧରି ପାରନ୍ତି । ରାଜ୍ୟ ସଭାପତି ଏବଂ ପ୍ରଭାରୀଙ୍କ ଉପସ୍ଥିତିରେ ଅମର ପଦ୍ମ ଧରିବେ ବୋଲି ଚର୍ଚ୍ଚା ହେଉଛି । ତାଙ୍କ ସହ କିଛି ନୂଆପଡାର ବିଜେଡି ବି ନେତା ବି ବିଜେପିରେ ସାମିଲ ହୋଇପାରନ୍ତି ବୋଲି କୁହାଯାଉଛି ।
• ପଦ୍ମ ଧରିବେ ବିଜେଡିର ବଡ଼ ନେତା
• ଚର୍ଚ୍ଚାରେ ବିଜେଡି ନେତା ଅମର ପଟ୍ଟନାୟକ
• ଆଜି ବିଜେପିରେ ସାମିଲ ହୋଇପାରନ୍ତି ଅମର
• ରାଜ୍ୟ ବିଜେପି କାର୍ଯ୍ୟାଳୟରେ ମିଶ୍ରଣ ପର୍ବ
• ଦଳୀୟ ସଭାପତିଙ୍କ ଉପସ୍ଥିତିରେ ପଦ୍ମ ଧରିପାରନ୍ତି ଅମର
• ନୂଆପଡ଼ାର କିଛି ବିଜେଡି ନେତା ବି ପଦ୍ମ ଧରୁଥିବା ଚର୍ଚ୍ଚା
Advertisment
Advertisment



Related Articles
India Clebrates: ବିଶ୍ବବିଜୟୀ ମହିଳା କ୍ରିକେଟ୍ ଟିମ୍କୁ ଶୁଭେଚ୍ଛାର ସୁଅ: ସାରା ଦେଶରେ ସେଲିବ୍ରେସନ
POSTED

World Cup Champion: ଇତିହାସ ରଚିଲା ଭାରତୀୟ ମହିଳା କ୍ରିକେଟ୍ ଟିମ୍: ବିଶ୍ବକପ ଚାଂପିଅନ୍ ଟାଇଟଲ ହାତେଇଲା
POSTED

Weekly Horoscope From 3rd November 2025 To 9th November 2025: କେମିତି କଟିବ ଏହି ସପ୍ତାହ ? ଜାଣନ୍ତୁ ଆପଣଙ୍କର ରାଶିଫଳ...
POSTED

Daily Horoscope 3rd November 2025: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)