/odishatv-khabar/media/media_files/2026/01/30/gun-recovered-from-student-2026-01-30-09-37-52.jpg)
Gun Recovered from Student Photograph: (OTV)
ଛାତ୍ରଙ୍କ ନିକଟରୁ ମିଳିଲା ବନ୍ଧୁକ। ବାଲେଶ୍ୱର ଖନ୍ତାପଡ଼ା ଥାନା ଦାସମହାପାତ୍ର ବାଞ୍ଛାନିଧି ସରକାରୀ ଉଚ୍ଚ ବିଦ୍ୟାଳୟରେ ଜଣେ ଛାତ୍ରଙ୍କ ନିକଟରୁ ବନ୍ଧୁକ ଉଦ୍ଧାର ହୋଇଛି। ଗତକାଲି ସ୍କୁଲ ଛୁଟି ହେବାର କିଛି ସମୟ ପୂର୍ବରୁ ଛାତ୍ରଛାତ୍ରୀମାନେ ବନ୍ଧୁକ ଦେଖିବାକୁ ପାଇଥିଲେ।
Advertisment
ସେମାନେ ବିଦ୍ୟାଳୟର ଶିକ୍ଷକଙ୍କୁ ଅବଗତ କରାଇଥିଲେ ପରେ ସ୍କୁଲ କମିଟି ପହଞ୍ଚି ଖନ୍ତାପଡ଼ା ପୋଲିସକୁ ଖବର ଦେଇଥିଲେ । ପୋଲିସ ସାଧା ପୋଷାକରେ ଆସିଥିବା ବେଳେ ତାଙ୍କୁ ଅଟକ ରଖିଥିଲେ। ପରେ ଅନ୍ୟ ପୋଲିସ କର୍ମଚାରୀ ଆସି ବିରକ୍ତି ପ୍ରକାଶ କରିବାରୁ ସେମାନଙ୍କୁ ମଧ୍ୟ ଅଟକ ରଖିଥିଲେ ଗ୍ରାମବାସୀ ତେବେ ଛାତ୍ର ଜଣକ ବନ୍ଧୁକ କେଉଁଠୁ ଆଣିଲା ତାହା ସନ୍ଦେହ ସୃଷ୍ଟି କରିଛି।
Advertisment



Related Articles
Education Issues: ରାଜ୍ୟ ଘରୋଇ ଅଧ୍ୟାପକ କର୍ମଚାରୀ ସଂଘର ବୈଠକ, ପ୍ରତିଶ୍ରୁତି ଶୀଘ୍ର କାର୍ଯ୍ୟକାରୀ କରିବାକୁ ଦାବି
POSTED

BJP State Meet: ରାଜ୍ୟ ବିଜେପିର ପଦାଧିକାରୀ ବୈଠକ, ନିର୍ବାଚନ ପାଇଁ ପ୍ରସ୍ତୁତି
POSTED

Dipali's Remarks Spark Debate: ନବଦାସଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକ, ସଭାରେ ଦୀପାଳିଙ୍କ ଭାଷଣକୁ ନେଇ ଚର୍ଚ୍ଚା
POSTED

Elephant Herd Panic: ହାତୀ ଉପଦ୍ରବ, ଘର ଭାଙ୍ଗି ଧାନବସ୍ତା ଟେକି ନେଉଛନ୍ତି
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)