/odishatv-khabar/media/media_files/2026/01/30/elephant-herd-panic-2026-01-30-09-09-43.jpg)
Elephant Herd Panic Photograph: (OTV)
୧୨ ଟିକିଆ ହାତୀ ପଲଙ୍କ ଉତ୍ପାତ। ଦିନରେ ଘଞ୍ଚ ଜଙ୍ଗଲରେ, ଆଉ ରାତି ହେଲେ ଗାଁ ମୁହାଁ ହେଉଛନ୍ତି ହାତୀ। ସୁନ୍ଦରଗଡ଼ ବଣାଇଁ ବନଖଣ୍ଡ ତାମରା ରେଞ୍ଜର ବଡ଼ଗାଁ, ଡୁମେର ମୁଣ୍ଡା, ନୁନିଆ ପାଲି, କଣ୍ଟା ପାଲି ଅଞ୍ଚଳରେ ରାତିରେ ନିଦ ହଜାଇ ଦେଇଛନ୍ତି ହାତୀ ପଲ। ଏବେ ଧାନ ଅମଳ ସରିଛି।
Advertisment
କିନ୍ତୁ ଅମଳ ରଖାଯାଉଥିବା ଘରକୁ ଆସି ଘର ଭାଙ୍ଗି ଧାନବସ୍ତା ଶୁଣ୍ଢରେ ଟେକି ନେଉଛନ୍ତି ହାତୀ। ଫଳରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ସମସ୍ତଙ୍କ ନିଦ ହଜାଇ ଦେଇଛନ୍ତି ହାତୀପଲ। ହାତୀ ପଲଙ୍କ ଉତ୍ପାତ ଯୋଗୁ ଅତିଷ୍ଠ ୬ଟି ଗାଁର ଗ୍ରାମବାସୀ।
ଏ ନେଇ ବନବିଭାଗ କହିଛି, ହାତୀକୁ ଟ୍ରାକ କରି ଆମର ଦୁଇ ସେକ୍ସନର କର୍ମଚାରୀ ତାଙ୍କୁ ଘଉଡ଼ାଇକୁ ଚେଷ୍ଟା ଜାରି ରଖିଛନ୍ତି। ରାଜ୍ୟ ସରକାରଙ୍କ ଗାଇଡନାଇନ୍ ଅନୁଯାୟୀ କ୍ଷତିପୁରଣ ଦେବାର ବ୍ୟାବସ୍ଥା କରାଯାଉଛି।
Advertisment
Advertisment



Related Articles
High MSP Lures Bengal Middlemen: ପଡିଶା ରାଜ୍ୟକୁ ଧାନ ଚୋରାଚାଲାଣ, ତିନି ଟ୍ରକ୍ ଡ୍ରାଇଭର ଅଟକ
POSTED

Daily Horoscope 30th January 2026: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ
POSTED

Today Panchang 30th January 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...
POSTED

List of Professions Covered Under Scheme: ପ୍ରଧାନମନ୍ତ୍ରୀଙ୍କ ଦିନକୁ ୫୦୦ ଓ ୧୫ ହଜାର ଟଙ୍କାର ଯୋଜନା; ଜାଣନ୍ତୁ କେଉଁମାନେ ପାଇବେ ନାହିଁ
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)