/odishatv-khabar/media/media_files/2026/02/26/ed-raid-2026-02-26-12-23-27.jpg)
ED Raid Photograph: (OTV)
ଭାରତୀୟ ବିଜ୍ଞାନ ବିକାଶ ଚାରିଟେବୁଲ ଟ୍ରଷ୍ଟ ଉପରେ ED ରେଡ୍। ଭୁବନେଶ୍ବର ସହିଦନଗର କାର୍ଯ୍ୟାଳୟ ଉପରେ କୋଲକାତା ED ପକ୍ଷରୁ ରେଡ୍ କରାଯାଇଛି। ବ୍ୟାପକ ଅର୍ଥ ହେରଫେର ନେଇ ଚାଲିଛି ରେଡ୍। ଭୁବନେଶ୍ୱରରେ ମୁମ୍ବାଇ ଲିଙ୍କ ନେଇ ଚାଲିଛି ଖୋଳତାଡ଼।
Advertisment
ଜମି ଜାଲିଆତି ନେଇ ଚାଲିଛି ରେଡ୍ । ବ୍ରହ୍ମପୁରରେ ସାହାରା ଇଣ୍ଡିଆ ଜମି ଜାଲିଆତି କରି କିଣିଥବା ନେଇ ଅଭିଯୋଗ ପରେ ED ପକ୍ଷରୁ ରେଡ୍ କରାଯାଉଛି। ଭାରତୀୟ ବିଜ୍ଞାନ ବିକାଶ ଚାରିଟେବୁଲ ଟ୍ରଷ୍ଟର ମୁଖ୍ୟଙ୍କ ଉପରେ ରେଡ୍ କରାଯାଉଛି।
ଚାରିଟେବୁଲ ଟ୍ରଷ୍ଟର ସହିଦନଗର କାର୍ଯ୍ୟାଳୟ, ହାଇଟେକ୍ ମେଡିକାଲ କଲେଜ ସମେତ ୫ଟି ସ୍ଥାନରେ ରେଡ୍ କରାଯାଉଛି। ତେବେ ରେଡ୍ ସମ୍ପର୍କରେ ହାଇଟେକ୍ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।
Advertisment
Advertisment



Related Articles
New Odisha Bhavan in Delhi: ଓଡ଼ିଶା ଭବନର ଶିଳାନ୍ୟାସ, ରହିବ ଆଧୁନିକ ସମ୍ମିଳନୀ କକ୍ଷ ଓ ୪୫ଟି କୋଠରୀ
POSTED

India-Israel Relations: ପିଏମ୍ ମୋଦିଙ୍କ ଗସ୍ତର ଦ୍ୱିତୀୟ ଦିନ; ଭାରତ-ଇସ୍ରାଏଲ୍ ଭିତରେ ହୋଇପାରେ ବଡ଼ ଡିଲ୍
POSTED

Mob Assault on West Bengal Officials: ୨ ବଙ୍ଗ ଅଧିକାରୀଙ୍କୁ ମାଡ଼: ଶତାଧିକ ଲୋକଙ୍କୁ ଉଠାଇ ନେଲା ପୋଲିସ
POSTED

Nilagiri NAC Row: ଏନଏସି ଅଫିସରେ ହାଇଡ୍ରାମା, ଅଳିଆ ଗାଡି ଆଗରେ ଶୋଇପଡିଲେ କାଉନସିଲର
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)