/odishatv-khabar/media/media_files/2025/10/04/si-exam-ad-2025-10-04-12-50-09.jpg)
SI-EXAM Photograph: (OTV)
ସବଇନ୍ସପେକ୍ଟରପରୀକ୍ଷାଦୁର୍ନୀତି ମାମଲାର ତଦନ୍ତ କରିବେ DSP ରତ୍ନପ୍ରଭା ଶତପଥୀ । ନିଯୁକ୍ତି ମହା ଘୋଟାଲା ମାମଲା ଖୋଳତାଡ଼ ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ DSP ରତ୍ନପ୍ରଭା ଶତପଥୀଙ୍କୁ ଦାୟିତ୍ବ ଦିଆଯାଇଛି । ଗଂଜାମ ଗୋଳନ୍ଥରା ଥାନାରେ ରୁଜୁ ହୋଇଥିବା ମାମଲାର ତନ୍ତ କ୍ରାଇମବ୍ରାଞ୍ଚ କରିବା ନେଇ ବିଧିବଦ୍ଧ ନୋଟିସ ଜାରି ହୋଇଛି । ମାମଲାର ତଦନ୍ତରେ DSP ରତ୍ନପ୍ରଭାଙ୍କୁ ସୁପରଭାଇଜ କରିବେ କ୍ରାଇମବ୍ରାଞ୍ଚ SP ଅନୀଲ କୁମାର ବେହୁରିଆ ।
କିଙ୍ଗପିନ୍ ଶଙ୍କର ପୃଷ୍ଟି ଓ ମୁନା ମହାନ୍ତିଙ୍କୁ ଧରିବାକୁ ତନାଘନା ଚଳାଇଥିଲେ ବି ଦୁହେଁ ଫେରାର୍ ଅଛନ୍ତି। ତେଣେ ପରୀକ୍ଷା ପରିଚାଳନା ଦାୟିତ୍ବରେ ଥିବା OPRBଠୁ କାମ ନେଇଥିବା ସଂସ୍ଥା ସିଲିକନ୍ ମାଲିକକୁ ଚାଲିଛି ଘଣ୍ଟାଚକଟା।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)





/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)