Advertisment

Donation hundi counting: ହୁଣ୍ଡିରୁ ବାହାରୁଛି ପୁଳାପୁଳା ଟଙ୍କା, ଗଣତିରେ ଲାଗିଛନ୍ତି ୨୫୦ ମହିଳା

ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମାଆ ମଝିଘରିଆଣୀ ମନ୍ଦିରର ଦାନ ହୁଣ୍ଡିର ଅର୍ଥ ଗଣତି ଆରମ୍ଭ ହୋଇଛି। ଗତ ଜୁଲାଇ ମାସରେ ହୋଇଥିବା ଗଣତିରେ ବାହାରିଥିଲା ୧ କୋଟି ୪ ଲକ୍ଷରୁ ଅଧିକ।

author-image
Madhupriya Mistry
MAJHIGHARIANI HUNDI

MAJHIGHARIANI HUNDI Photograph: (OTV)

ମାଆ ମଝିଘରିଆଣୀଙ୍କ ମନ୍ଦିର ହୁଣ୍ଡି ଗଣତି। ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମାଆ ମଝିଘରିଆଣୀ ମନ୍ଦିରର ଦାନ ହୁଣ୍ଡିର ଅର୍ଥ ଗଣତି ଆରମ୍ଭ ହୋଇଛି। ଗତ ଜୁଲାଇ ମାସରେ ହୋଇଥିବା ଗଣତିରେ ବାହାରିଥିଲା ୧ କୋଟି ୪ ଲକ୍ଷରୁ ଅଧିକ।

Advertisment

ଆଜିର ଗଣତି ପାଇଁ ସ୍ବେଚ୍ଛାସେବୀ ଅନୁଷ୍ଠାନର ପ୍ରାୟ ୨୫୦ ମହିଳା ସାମିଲ ହୋଇଛନ୍ତି। ତହସିଲଦାର ଙ୍କ ତତ୍ତ୍ବବଧାନ, ପରିଚାଳନା କମିଟି ସଦସ୍ୟ ଉପସ୍ଥିତିରେ ପୋଲିସର କଡା ସୁରକ୍ଷା ବଳୟ ମଧ୍ୟରେ ଦାନ ହୁଣ୍ଡି ଖୋଲା ଯାଇ ଗଣତି ଚାଲିଛି।

ମାଆଙ୍କ ୯ଟି ହୁଣ୍ଡିର ଦାନ ଅର୍ଥ ଗଣତି ସରିବା ବେଳକୁ  ସଂଧ୍ୟା ୭ଟା ହେଇପାରେ।

Maa Majhighariani Temple Maa Majhighariani Temple Rayagada
Advertisment
Related Articles
Advertisment