/odishatv-khabar/media/media_files/2026/02/26/wedding-procession-chaos-2026-02-26-12-53-26.jpg)
Wedding Procession Chaos Photograph: (OTV)
ବିବାହ ଶୋଭାଯାତ୍ରା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ। ବରଯାତ୍ରୀ ଗାଡି଼ ଭଙ୍ଗାରୁଜା। ଦୁଇ ଗୋଷ୍ଠୀର ୬ ଜଣ ଆହତ। ଢେଙ୍କାନାଳ ସଦର ଥାନା ସାନନଡ଼ବ ଗାଁରୁ ଏକ ବରଯାତ୍ରୀ ହିନ୍ଦୋଳ ରାସୋଳ ଥାନା ଈଶ୍ୱରାପାଳ ଗାଁକୁ ଯାଉଥିଲା।
Advertisment
ବରଯାତ୍ରୀ ମାନେ ରାସ୍ତାକୁ ସମ୍ପୂର୍ଣ୍ଣ ଅବରୋଧ କରି ନାଚୁଥିବା ବେଳେ ସାଧାରଣ ଲୋକଙ୍କ ଯାତାୟାତରେ ଅସୁବିଧା ସୃଷ୍ଟି ହୋଇଥିଲା। ଏହାକୁ ନେଇ ବରଯାତ୍ରୀ ଏବଂ ସ୍ଥାନୀୟ ଗ୍ରାମବାସୀଙ୍କ ମଧ୍ୟରେ ବଚସା ହୋଇଥିଲା।
ପରେ ଏହି ଗଣ୍ଡଗୋଳ ତିବ୍ର ରୂପ ନେଇଥିଲା। ସ୍ଥାନୀୟ ଲୋକେ ବରଯାତ୍ରୀ ବସ୍ ର କାଚ ଭାଙ୍ଗିଥିଲେ। ଖବର ପାଇ ଘଟଣା ସ୍ଥଳରେ ରାସୋଳ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।
Advertisment
Advertisment



Related Articles
Rajya Sabha Election Notification: ବାଜିଲା ରାଜ୍ୟସଭା ନିର୍ବାଚନ ବିଗୁଲ୍, ପ୍ରକାଶ ପାଇଲା ବିଜ୍ଞପ୍ତି
POSTED

ED Raids: ବ୍ୟାପକ ଅର୍ଥ ହେରଫେର, ମୁମ୍ବାଇ ଲିଙ୍କ ନେଇ ଚାଲିଛି ଖୋଳତାଡ଼
POSTED

New Odisha Bhavan in Delhi: ଓଡ଼ିଶା ଭବନର ଶିଳାନ୍ୟାସ, ରହିବ ଆଧୁନିକ ସମ୍ମିଳନୀ କକ୍ଷ ଓ ୪୫ଟି କୋଠରୀ
POSTED

India-Israel Relations: ପିଏମ୍ ମୋଦିଙ୍କ ଗସ୍ତର ଦ୍ୱିତୀୟ ଦିନ; ଭାରତ-ଇସ୍ରାଏଲ୍ ଭିତରେ ହୋଇପାରେ ବଡ଼ ଡିଲ୍
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)