Advertisment

Obscene Dance Row: ନିଶାଙ୍କ ସହ ନାଚିବା ନିଶା ଉତୁରିଗଲା, ସସପେଣ୍ଡ ହେଲେ ଉପଜିଲ୍ଲାପାଳ

ପ୍ରଥମେ ବଦଳି, ତା’ପରେ ସସପେଣ୍ଡ। ନିଶାଙ୍କ ଅଶ୍ଳୀଳ ଆଇଟମ୍ ଡ୍ୟାନ୍ସକୁ ବସି ଦେଖୁଥିବା ଗରିଆବନ୍ଦ ଜିଲ୍ଲା ମେନପୁର ଉପଜିଲ୍ଲାପାଳ ତୁଳସୀଦାସ ମାରକାମାଙ୍କୁ ସସପେଣ୍ଡ କରିଛନ୍ତି ଜିଲ୍ଲାପାଳ।

author-image
Madhupriya Mistry
Nish

Nish Photograph: (OTV)

ଛତିଶଗଡ଼ରେ ବାବୁଙ୍କୁ ମହଙ୍ଗା ପଡ଼ିଲା ନିଶାଙ୍କ ଅଶ୍ଳୀଳ ନାଚ ଦେଖିବା। ପ୍ରଥମେ ବଦଳି, ତା’ପରେ ସସପେଣ୍ଡ। ନିଶାଙ୍କ ଅଶ୍ଳୀଳ ଆଇଟମ୍ ଡ୍ୟାନ୍ସକୁ ବସି ଦେଖୁଥିବା ଗରିଆବନ୍ଦ ଜିଲ୍ଲା ମେନପୁର ଉପଜିଲ୍ଲାପାଳ ତୁଳସୀଦାସ ମାରକାମାଙ୍କୁ ସସପେଣ୍ଡ କରିଛନ୍ତି ଜିଲ୍ଲାପାଳ।

Advertisment

ସେଦିନ ମଞ୍ଚ ତଳେ ଆଗଧାଡ଼ିରେ ବସି ନିଶା ମହାରଣାଙ୍କ ଖୋଲା ଅଙ୍ଗ ପ୍ରଦର୍ଶନକୁ ବସି ଦେଖୁଥିଲେ ମେନପୁର ଉପଜିଲ୍ଲାପାଳ। ଏହାର ଭିଡ଼ିଓ ଭାଇରାଲ୍ ହେବା ପରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଥିଲେ ଗରିଆବନ୍ଦ ଜିଲ୍ଲାପାଳ।

ଏହି ଘଟଣାରେ ପୂର୍ବରୁ ୧୪ ଆୟୋଜକଙ୍କୁ ଗିରଫ ସହ ୩ ପୋଲିସ କର୍ମଚାରୀଙ୍କୁ ସସପେଣ୍ଡ କରାଯାଇଥିଲା। ଗତ ୯ ତାରିଖରେ ଛତିଶଗଡ଼ରେ ବନଦୁର୍ଗା ଗଣନାଟ୍ୟରେ ଅଶ୍ଳୀଳ ନୃତ୍ୟ ପରିବେଷଣ କରିଥିଲେ ନିଶା ମହାରଣା। 

Advertisment
Chhattisgarh Deputy Collector Suspended Sub Collector Nisha Maharana
Advertisment
Related Articles
Advertisment