Advertisment

SI Exam SCAM: ପୋଲିସ SI ପରୀକ୍ଷା ସ୍କାମ, SSB ଯବାନ ସମେତ ୨ ଜଣ ଗିରଫ

ପୋଲିସ SI ପରୀକ୍ଷା ସ୍କାମରେ ଜଣେ SSB ଯବାନ ସମେତ ୨ ଜଣ ଗିରଫ ହୋଇଛନ୍ତି। ସମସ୍ତଙ୍କର ମେଡିକାଲ ଯାଞ୍ଚ ପରେ ସିବିଆଇ ଅଫିସକୁ ନିଆଯାଇଛି।

author-image
Chinmayee Sahoo
SI SCAM

SI SCAM Photograph: (OTV)

ପୋଲିସ SI ପରୀକ୍ଷା ସ୍କାମ ଆଉ ଜଣେ SSB ଯବାନ ସମେତ 2 ଜଣ ଗିରଫ। ୨ ଦିନ ଜେରା ପରେ SSB ଯବାନ ଅର୍ଜୁନ ନାୟକକୁ ଗିରଫ କଲା CBI। ଅର୍ଜୁନ ସହ ଅନ୍ୟଜଣେ ଅଭିଯୁକ୍ତ ନିମାଇଁ ଚରଣ ସାହୁ ମଧ୍ୟ ଗିରଫ।

Advertisment

ନିମାଇଁ ହେଉଛି ଗିରଫ ଅଭିଯୁକ୍ତ ବିରଞ୍ଚି ନାୟକର ଘନିଷ୍ଠ ସହଯୋଗୀ। ସମସ୍ତଙ୍କର ମେଡିକାଲ ଯାଞ୍ଚ ପରେ ସିବିଆଇ ଅଫିସକୁ ନିଆଯାଇଥିଲା। ସେପଟେ ଗିରଫ ବିରଞ୍ଚି ଏବେ CBI ରିମାଣ୍ଡରେ ରହିଛି।

•    ପୋଲିସ SI ପରୀକ୍ଷା ସ୍କାମ, ୨ ଜଣ ଗିରଫ
•    ଜଣେ SSB ଯବାନ ସମେତ ୨ ଜଣ ଗିରଫ
•    ୨ ଦିନ ଜେରା ପରେ SSB ଯାବନ ଅର୍ଜୁନ ନାୟକ ଗିରଫ
•    ଅର୍ଜୁନ ସହ ଅନ୍ୟଜଣେ ଅଭିଯୁକ୍ତ ନିମାଇଁ ସାହୁ ଗିରଫ
•    ନିମାଇଁ ହେଉଛି ଗିରଫ ଅଭିଯୁକ୍ତ ବିରଞ୍ଚି ନାୟକର ଘନିଷ୍ଠ 
•    ସମସ୍ତଙ୍କର ମେଡିକାଲ ଯାଞ୍ଚ ପରେ ସିବିଆଇ ଅଫିସକୁ ନିଆଯାଇଛି
•    ସେପଟେ ଗିରଫ ବିରଞ୍ଚି ଏବେ CBI ରିମାଣ୍ଡରେ ରହିଛି।

Advertisment
Odisha Police SI Exam
Advertisment
Related Articles
Advertisment