/odishatv-khabar/media/media_files/2026/03/10/plus-two-student-2026-03-10-09-20-50.jpg)
Plus Two Student Photograph: (OTV)
ସିବିଏସଇ ଢାଞ୍ଚାରେ ଓଡିଶାରେ ହେବ ପ୍ଲସଟୁ ପାଇଁ ଇମ୍ପ୍ରୁଭମେଣ୍ଟ ଏକ୍ସାମିନେସନ। ଚଳିତବର୍ଷ ପ୍ରଥମଥର ପାଇଁ କୌଣସି ଜଣେ ପରୀକ୍ଷାର୍ଥି ଚାହିଁଲେ ନିଜ ମାର୍କ ବଢାଇବା ପାଇଁ ଗୋଟିଏ ବିଷୟରେ ଆଉ ଥରେ ପରୀକ୍ଷା ଦେଇପାରିବେ। ପରୀକ୍ଷା ସରିବାର ୨ ମାସ ଭିତରେ ଇମ୍ପ୍ରୁଭମେଣ୍ଟ ଏକ୍ସାମିନେସନ ସହ ରେଜଲ୍ଟ ପ୍ରକାଶ କରିବ ସିଏଚଏସଇ।
Advertisment
ଫଳରେ ଆଇଆଇଟି ଭଳି କିଛି ଗୁରୁତ୍ବପୂର୍ଣ୍ଣ ପରୀକ୍ଷା ଦେଇପାରିବେ କୃତୀ ଛାତ୍ରଛାତ୍ରୀ। ଓଟିଭିକୁ ଏକ୍ସକ୍ଲୁସିଭ ସାକ୍ଷାତକାରରେ ଏହା କହିଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ନିୟନ୍ତ୍ରକ। କହିଛନ୍ତି, ତେବେ ପୂର୍ବରୁ ଦେଇଥିବା ପରୀକ୍ଷା ଅପେକ୍ଷା ଇମ୍ପ୍ରୁଭମେଣ୍ଟ ଏକ୍ସାମିନେସନରେ କୌଣସି ପରୀକ୍ଷାର୍ଥୀ କମ୍ ନମ୍ବର ରଖିଥିବେ, ତେବେ କେବଳ ଅଧିକ ନମ୍ବର ହିଁ କାଏମ୍ ରହିବ।
କିନ୍ତୁ ପରୀକ୍ଷାରେ ଫେଲ୍ ହୋଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏହି ସୁଯୋଗ ମିଳିବ ନାହିଁ ବୋଲି ସିଏଚଏସଇ ପରୀକ୍ଷା ନିୟନ୍ତ୍ରକ କହିଛନ୍ତି।
Advertisment
Advertisment



Related Articles
CM Mohan Majhi to Attend Parivartan Yatra: ଆଜି ପଶ୍ଚିମବଙ୍ଗ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଜୋର ଧରିଲାଣି ରାଜନୀତି
POSTED

How Pillow Height Affects Blood Pressure: ଆପଣ ଭୁଲ୍ ତକିଆରେ ଶୋଉଛନ୍ତି କି… ବଢିବ କୋଲେଷ୍ଟ୍ରଲ-ମଧୁମେହ-ଉଚ୍ଚ ରକ୍ତଚାପ
POSTED

Budget Session Day 2: ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇବେ ଉଭୟ ଶାସକ ଓ ବିରୋଧୀ, ଆଜି ସରଗରମ ରହିବ ଗୃହ
POSTED

India Set to Sell Indigenous BrahMos Missile: ଭାରତ ବିକିବ ବ୍ରହ୍ମୋସ୍, ମିସାଇଲ୍ କିଣିବା ପାଇଁ ପ୍ରତିରକ୍ଷା ଚୁକ୍ତି ସ୍ୱାକ୍ଷରିତ
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)