Advertisment

Bhubaneswar Shivers: ହାଡ଼ ଭଙ୍ଗା ଜାଡ଼, ଭୁବନେଶ୍ୱରରେ ୯ ଡିଗ୍ରୀ ଛୁଇଁଲା ତାପମାତ୍ରା

୧୩ ବର୍ଷ ପରେ ପୁଣି ଥରେ ଏକ ଅଙ୍କକୁ ଖସିଛି ରାଜଧାନୀର ପାରଦ। ପୂର୍ବରୁ ୧୯୫୨ ମସିହାରେ ୯.୪ ଡିଗ୍ରୀ ତାପମାତ୍ର ହୋଇଥିଲା । ୧୯୯୨ରେ ୮.୬, ୨୦୦୩ରେ ୯ ଡିଗ୍ରୀ ରେକର୍ଡ କରାଯାଇଥିଲା।

author-image
Madhupriya Mistry
thBhubaneswar Coldum-win

Bhubaneswar Cold Photograph: (OTV)

ରାଜଧାନୀ ଭୁବନେଶ୍ୱରରେ ରେକର୍ଡ କଲା ଶୀତ । ୯ ଡିଗ୍ରୀ ଛୁଇଁଛି ରାଜଧାନୀର ରାତି ତାପମାତ୍ରା। ଭୁବନେଶ୍ବରରେ ତାପମାତ୍ର ୯.୪ ରେକର୍ଡ କରାଯାଇଛି। ଏହାପୂର୍ବରୁ ୨୦୧୨ରେ ୯.୩ ଡିଗ୍ରୀ ଥିଲା।

Advertisment

୧୩ ବର୍ଷ ପରେ ପୁଣି ଥରେ ଏକ ଅଙ୍କକୁ ଖସିଛି ରାଜଧାନୀର ପାରଦ। ପୂର୍ବରୁ ୧୯୫୨ ମସିହାରେ ୯.୪ ଡିଗ୍ରୀ ତାପମାତ୍ର ହୋଇଥିଲା । ୧୯୯୨ରେ ୮.୬, ୨୦୦୩ରେ ୯ ଡିଗ୍ରୀ ରେକର୍ଡ କରାଯାଇଥିଲା। ସେପଟେ ଝାରସୁଗୁଡା ୮.୮ ଡିଗ୍ରୀ, କେନ୍ଦୁଝର ୯.୮ ଡିଗ୍ରୀ, ବାଲେଶ୍ୱର ୧୨ ଡିଗ୍ରୀ, ପାରାଦୀପ ୧୩.୪ ଡିଗ୍ରୀ, ଚାନ୍ଦବାଲି ୧୩.୬ ଡିଗ୍ରୀ, ଗୋପାଳପୁର ୧୪.୬ ଡିଗ୍ରୀ, ପୁରୀ ୧୫.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

ଗତକାଲି ଶିମିଳିପାଳରେ ଶୂନ ଡିଗ୍ରୀକୁ ଚାଲିଯାଇଥିଲା ପାରଦ। ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ରାଜ୍ୟକୁ ଶୁଷ୍କ ଥଣ୍ଡା ବାୟୁ ପ୍ରବେଶ କରୁଥିବାରୁ ଆହୁରି ବଢ଼ିବ ଜାଡ଼। ରାଜ୍ୟରେ ଆହୁରି ୩ ଦିନ ଯାଏଁ ଲାଗି ରହିବ ଶୀତ ଲହରୀ।

Advertisment

Latest Weather Alert Cold Wave Alert Cold In Odisha Bone Chilling Cold
Advertisment
Related Articles
Advertisment