Advertisment

Today Panchang 8th January 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

ସୈାର ଧନୁ ମାସ ମାଘ କୃଷ୍ଣପକ୍ଷ । ଇଂରାଜୀ ୦୮ ତାରିଖ ଗୁରୁବାର । ଚନ୍ଦ୍ର  -  ସିଂହ ସନ୍ଧ୍ୟା ୦୬.୩୯  ଗତେ କନ୍ୟା। ତିଥି – ୫ମୀ ପ୍ରାତଃ ୦୬.୩୩ ଗତେ ୬ଷ୍ଠୀ। ଘାତଚନ୍ଦ୍ର –   କର୍କଟ ଓ ମକର ରାଶିର,ସନ୍ଧ୍ୟା ୦୬.୩୯ ଗତେ ବୃଷ ରାଶିର

author-image
Madhupriya Mistry
Panchanga

Panchanga Photograph: (OTV)


ସୈାର ଧନୁ ମାସ ମାଘ କୃଷ୍ଣପକ୍ଷ । ଇଂରାଜୀ ୦୮ ତାରିଖ ଗୁରୁବାର ।
ଚନ୍ଦ୍ର  -  ସିଂହ ସନ୍ଧ୍ୟା ୦୬.୩୯  ଗତେ କନ୍ୟା
ତିଥି – ୫ମୀ ପ୍ରାତଃ ୦୬.୩୩ ଗତେ ୬ଷ୍ଠୀ
ଘାତଚନ୍ଦ୍ର –   କର୍କଟ ଓ ମକର ରାଶିର,ସନ୍ଧ୍ୟା ୦୬.୩୯ ଗତେ ବୃଷ ରାଶିର
ଘାତବାର –  ତୁଳା ଓ କୁମ୍ଭ ରାଶିର
ପୁଷ୍କର ଦୋଷ – ୧୨.୨୫ ଗତେ ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ

Advertisment

ଶୁଭ ସମୟ-
ପ୍ରାତଃ – ୦୬.୨୭ ରୁ ୦୭.୫୪
ସନ୍ଧ୍ୟା -୦୬.୧୨ ରୁ ୦୯.୪୨
ରାତ୍ରି – ୦୧.୩୧ ରୁ ୦୩.୪୯
ନିଶାନ୍ତ -୦୪.୪୨ ରୁ ୦୬.୨୭ 

ଅଶୁଭ ସମୟ - 
ରାହୁକାଳ – ଦିବା ୦୧.୧୪ ରୁ ୦୨.୩୬
କାଳବେଳା –ଦିବା ୦୨.୩୬ ରୁ ୦୩.୫୭
ବାରବେଳା – ଦିବା ୦୩.୫୭ ରୁ ୦୫.୧୯
କାଳରାତ୍ରି – ରାତ୍ରୀ  ୧୧.୫୩ ରୁ ୦୧.୩୧

Advertisment
Advertisment
Related Articles
Advertisment