Advertisment

BDO assaulted by youths: ବିଡ଼ିଓଙ୍କୁ ସର୍ବସମ୍ମୁଖରେ ପିଟିଲେ, ପଞ୍ଚାୟତ ଗୃହ ନିର୍ମାଣକୁ ନେଇ ବିବାଦ

ଭଇସାଟାଲ ପଞ୍ଚାୟତ ଗୃହ ନିର୍ମାଣକୁ ନେଇ ବିବାଦ ଲାଗି ରହିଥିଲା। ଭାଇସାଟାଲ ପଞ୍ଚାୟତ ମୁଖ୍ୟାଳୟରେ ହେବାକୁ ଥିବା ପଞ୍ଚାୟତ ଗୃହ ବାଲୋଦା ଠାରେ ନିର୍ମାଣକୁ ବିରୋଧ କରୁଥିଲେ କିଛି ଗ୍ରାମବାସୀ।

author-image
Madhupriya Mistry
ATTACK ON BDO

ATTACK ON BDO Photograph: (OTV)

ନୂଆପଡା ବିଡିଓଙ୍କୁ ମାଡ଼। ଥାନାର ଦ୍ୱାରସ୍ଥ ହେଲେ BDO ରୋହିତ ଭୋଇ। ଭଇସାଟାଲ ପଞ୍ଚାୟତ ଗୃହ ନିର୍ମାଣକୁ ନେଇ ବିବାଦ ଲାଗି ରହିଥିଲା। ଭାଇସାଟାଲ ପଞ୍ଚାୟତ ମୁଖ୍ୟାଳୟରେ ହେବାକୁ ଥିବା ପଞ୍ଚାୟତ ଗୃହ ବାଲୋଦା ଠାରେ ନିର୍ମାଣକୁ ବିରୋଧ କରୁଥିଲେ କିଛି ଗ୍ରାମବାସୀ।

Advertisment

ତେବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ  ନିର୍ମାଣ ଚାଲୁଥିଲା। ଆଜି କିଛି ଯୁବକ ବ୍ଲକ କାର୍ଯ୍ୟାଳୟକୁ ଆସି ତାଙ୍କୁ ମାଡ ମାରିଥିବା ଜଣାପଡିଛି। ନୂଆପଡ଼ା ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ବ୍ଲକ କର୍ମଚାରୀ କଲମ ଛାଡ ଆନ୍ଦୋଳନ କରୁଛନ୍ତି।

ନୂଆପଡ଼ା ବିଡିଓ ରୋହିତ ଭୋଇଙ୍କୁ ଆକ୍ରମଣ
ଥାନାର ଦ୍ୱାରସ୍ଥ ହେଲେ ବିଡିଓ ରୋହିତ ଭୋଇ
ଭଇସାଟାଲ ପଞ୍ଚାୟତ ଗୃହ ନିର୍ମାଣକୁ ନେଇ ବିବାଦ ଥିଲା
ଆଜି କିଛି ଯୁବକ ବ୍ଲକ କାର୍ଯ୍ୟାଳୟକୁ ଆସି ଯୁକ୍ତିତର୍କ କରି ଆକ୍ରମଣ କଲେ
ବ୍ଲକ କର୍ମଚାରୀଙ୍କ କଲମ ଛାଡ଼ ଆନ୍ଦୋଳନ; ପୋଲିସର ତଦନ୍ତ

Advertisment
Nuapada Attack Assault Case BDO
Advertisment
Related Articles
Advertisment