• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Saturday, 10 May 2025

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Pragyan Paramita Behera
  • 2 weeks ago

Sah Nawaz Khan's Patriotism: ଜଣେ ସଚ୍ଚା ଦେଶପ୍ରେମୀଙ୍କ କାହାଣୀ, ପୂରା ପରିବାରକୁ ପାକିସ୍ତାନରେ ଛାଡ଼ି ଭାରତ ଚାଲି ଆସିଥିଲେ ଶାହନୱାଜ ଖାନ

ସେ ଥିଲେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜଣେ ଘନିଷ୍ଠ ସହଯୋଗୀ । ଦେଶ ବିଭାଜନ ପରେ ତାଙ୍କ ପରିବାର ପାକିସ୍ତାନରେ ଥିଲା ବେଳେ ସେ କିନ୍ତୁ ଭାରତରେ ରହିବାକୁ ପସନ୍ଦ କଲେ । କେନ୍ଦ୍ରରେ ମନ୍ତ୍ରୀ ହେଲେ । ତାଙ୍କର ସଚ୍ଚୋଟପଣିଆ ପାଇଁ ସେ ଜଣାଶୁଣା ଥିଲେ । ଭାରତ-ପାକ୍ ଯୁଦ୍ଧ ବେଳେ ତାଙ୍କୁ ନେଇ ସୃଷ୍ଟି ହୋଇଥିଲା ବିବାଦ । More
  • Deepak Acharya
  • 2 weeks ago

Panchang Today 10th May 2025: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ମେଷ ମାସ ବୈଶାଖ ଶୁକ୍ଳପକ୍ଷ । ଇଂରାଜୀରେ ୧୦ ତାରିଖ ଶନିବାର ।  ଚନ୍ଦ୍ର- କନ୍ୟା ଦିବା ୦୧.୪୨ ଗତେ ତୁଳା ତିଥି-୧୩ଶୀ  ସନ୍ଧ୍ୟା ୦୫.୩୦ ଗତେ ୧୪ଶୀ। ଘାତଚନ୍ଦ୍ର- ବୃଷ ରାଶିର ,ଦିବା ୦୧.୪୨ ପର୍ଯ୍ୟନ୍ତ। ଘାତବାର- ବୃଷ,ସିଂହ ଓ କନ୍ୟା ରାଶିର। ପୁଷ୍କର ଦୋଷ – ୧ପାଦ-କୃଷିହାନି-ଭୂମିଦାନ। More
  • Ramakanta Samantaray
  • 2 weeks ago

Mahabharat Story: ସାପ କବଳରୁ ମୁକ୍ତି ଓ ହିମାଳୟରୁ ପାଣ୍ଡବମାନଙ୍କ ପ୍ରସ୍ଥାନ ବୃତ୍ତାନ୍ତ

ଭୀମସେନଙ୍କ ଦେହରେ ଗୁଡେଇ ହୋଇଥିବା ସାପ ତାଙ୍କୁ ଛାଡିଲା କେମିତି? ସାପକୁ କ'ଣ ସବୁ କହିଲେ ଯୁଧିଷ୍ଠିର? କାହିଁକି ଅର୍ଜୁନଙ୍କୁ ଦିବ୍ୟ ଅସ୍ତ୍ରର ପ୍ରଦର୍ଶନ କରିବାକୁ ମନା କଲା ଦୈବବାଣୀ? କେଉଁ ଯୋଜନାରେ ପାଣ୍ଡବମାନେ ହିମାଳୟରୁ ବନବାସର ଶେଷ ଦୁଇ ବର୍ଷ କାଟିବାକୁ ହସ୍ତିନାପୁର ପାଖ ଜଙ୍ଗଲକୁ ଫେରିଲେ? ସବୁ ପ୍ରଶ୍ନର ଉତ୍ତର ଜାଣିବାକୁ ପଢନ୍ତୁ ମହାଭାରତର ଆଜିର ଅଧ୍ୟାୟ । More
  • Dilip Sabat
  • 2 weeks ago

Operation Sindhur India Unites Against Terrorism: ଯୁଦ୍ଧ ପରିସ୍ଥିତି ସମୟରେ ଦେଶରେ ଅଦ୍ଭୁତପୂର୍ବ ରାଜନୈତିକ ଏକତା, ଦେଶ ସହ ଆମେ

ମେ' ୬ ମଧ୍ୟରାତ୍ରି ଠାରୁ ଭାରତ ଆରମ୍ଭ କରିଥିବା ‘ଅପରେସନ ସିନ୍ଦୂର’ ରେ ପାକିସ୍ତାନ ଧ୍ୱସ୍ତ ବିଧ୍ୱସ୍ତ ହେବାରେ ଲାଗିଛି l ଆତଙ୍କବାଦର ଫାକ୍ଟ୍ରି ଚଳାଇଥିବା ପାକିସ୍ତାନକୁ ପରିଣାମ ଭୋଗିବାକୁ ପଡିଛି l ତେବେ ଏହି ଉତ୍ତେଜନାମୂଳକ ପରିସ୍ଥିତିରେ ଭାରତ ଏକ ଅଦ୍ଭୁତପୂର୍ବ ରାଜନୈତିକ ଏକତା ଦେଖିଛି । More
  • Saroj Kumar Maharana
  • 2 weeks ago

Vastu Principles for a Happy Life: ଏହି ନିୟମ ମାନି କଲେ ଘର; ଜୀବନ କଟିବ ହସଖୁସିରେ

ଏହି ଶାସ୍ତ୍ରକୁ ବର୍ତ୍ତମାନ ଯୁଗରେ ରିସର୍ଚ୍ଚ କରି କି ଆଉ ଭଙ୍ଗାରୁଜା ନକରି ବିଭିନ୍ନ ଉପାୟରେ ବାସ୍ତୁଦୋଷର ନିବାରଣ କରାଯାଇପାରୁଛି । କିନ୍ତୁ ସବୁଠାରୁ ଭଲ ହେବ ଯଦି ଗୃହ ନିର୍ମାଣ ପୂର୍ବରୁ ବାସ୍ତୁ ନିୟମକୁ ଜାଣି ଠିକ ଭାବରେ ପାଳନ କରାଯାଏ । More
  • Tapaswini Nayak
  • 2 weeks ago

India Pakistan Airport Security: ଭୁବନେଶ୍ୱର ଏୟାରପୋର୍ଟରେ ହାଇଆଲର୍ଟ; ଚାଲିଛି କଡ଼ାକଡ଼ି ଯାଞ୍ଚ

ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ତୀବ୍ର ରୂପ ନେଉଥିବାରୁ ଦେଶର ବିଭିନ୍ନ ରାଜ୍ୟର ଏୟାରପୋର୍ଟକୁ ହାଇଆଲର୍ଟ ଜାରି କରାଯାଇଛି। ସେହିପରି ଭୁବନେଶ୍ୱର ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ବି ହାଇ ଆଲର୍ଟ ଜାରି କରାଯାଇଛି। More
  • Tapaswini Nayak
  • 2 weeks ago

India's Military Response to Pakistan: ଆତଙ୍କୀ ଭୟ; ସାରା ରାତି ପୁରୀରେ ଚେକିଂ, ବ୍ଲକିଂ

ଅପରେସନ ସିନ୍ଦୂର ୨.୦ ଜରିଆରେ ପାକିସ୍ତାନକୁ ଭାରତ ଦୃଢ ଜବାବ ଦେଉଛି। ଅନ୍ୟପକ୍ଷରେ ପୁରୀରେ ଶ୍ରୀମନ୍ଦିର ସ୍ୱତନ୍ତ୍ର ବାହିନୀ ଶ୍ରୀମନ୍ଦିର ସୁରକ୍ଷାରେ ଲାଗିଛନ୍ତି। ପ୍ରାୟ ୧୫୦ରୁ ‌ଊର୍ଦ୍ଧ୍ବ ପୋଲିସ ମୁତୟନ ହୋଇଥିବା ବେଳେ ସେମାନଙ୍କୁ ଟ୍ରେନିଂ ଦିଆଯାଇଛି। More