/odishatv-khabar/media/post_attachments/uploadimage/library/16_9/16_9_0/Panchang_1740452604.jpg)
Panchang
ମେଷ ମାସ ବୈଶାଖ ଶୁକ୍ଳପକ୍ଷ । ଇଂରାଜୀରେ ୧୦ ତାରିଖ ଶନିବାର । ଚନ୍ଦ୍ର- କନ୍ୟା ଦିବା ୦୧.୪୨ ଗତେ ତୁଳା ତିଥି-୧୩ଶୀ ସନ୍ଧ୍ୟା ୦୫.୩୦ ଗତେ ୧୪ଶୀ। ଘାତଚନ୍ଦ୍ର- ବୃଷ ରାଶିର ,ଦିବା ୦୧.୪୨ ପର୍ଯ୍ୟନ୍ତ। ଘାତବାର- ବୃଷ,ସିଂହ ଓ କନ୍ୟା ରାଶିର। ପୁଷ୍କର ଦୋଷ – ୧ପାଦ-କୃଷିହାନି-ଭୂମିଦାନ।
Advertisment
ଶୁଭସମୟ-
ଦିବା-୧୦.୦୬ ରୁ ୦୧.୦୦
ରାତ୍ରି-୦୮.୨୨ ରୁ ୧୦.୩୬
ରାତ୍ରି- ୧୨.୦୫ ରୁ ୦୧.୩୪
ରାତ୍ରି-୦୨.୧୮ ରୁ ୦୩.୪୭
ଅଶୁଭସମୟ-
ରାହୁକାଳ- ଦିବା ୦୮.୨୯ ରୁ ୧୦.୦୬
କାଳବେଳା- ପ୍ରାତଃ ୦୫.୧୬ ରୁ ୦୬.୫୩ ଓ ଦିବା ୦୪.୩୨ ରୁ ୦୬.୦୯
ବାରବେଳା- ଦିବା ୦୧.୧୯ ରୁ ୦୨.୫୬
କାଳରାତ୍ରି- ସନ୍ଧ୍ୟା ୦୬.୦୯ ରୁ ୦୭.୩୨ ଓ ରାତ୍ରି ୦୩.୫୩ ରୁ ୦୫.୧୬
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)