• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Wednesday, 23 April 2025

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Santosh Kumar Sahoo
  • 3 weeks ago

Journalism Collaboration for Development: ସାମ୍ବାଦିକଙ୍କ ଉନ୍ନତି ପାଇଁ IIMC ଓ ଇମକା ମିଳିତ ଭାବେ କାମ କରିବା ଆବଶ୍ୟକ

ଆଇଆଇଏମସି ଏକ ଅନୁଷ୍ଠାନ ନୁହେଁ ଏହା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ଭାବାତ୍ମକ ସଂଯୋଗ ଯୋଡ଼ିବା ସହ ସେମାନଙ୍କ ଜୀବନର ଏକ ମୁଖ୍ୟ ଦିଗଦର୍ଶକ । More
  • Santosh Kumar Sahoo
  • 3 weeks ago

Odisha Cabinet Approves Six Key Proposals: ୬ଟି ପ୍ରସ୍ତାବକୁ କ୍ୟାବିନେଟ୍ ମୋହର, ଏଣିକି ଅଙ୍ଗନବାଡ଼ି ସୁପରଭାଇଜର ପାଇଁ ସର୍ବନିମ୍ନ ଯୋଗ୍ୟତା ସ୍ନାତକ

ଅବକାରୀ ବିଭାଗ ନିୟମ ୨୦୧୭ ସଂଶୋଧନକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି । ଅନୁସୂଚିତ ଜାତି ଜନଜାତିର କ୍ୟାଡର ପୁନଃଗଠନ କରାଯାଇ ୨୪ ପଦବୀ ସୃଷ୍ଟି କରାଯିବ । More
  • Tapaswini Nayak
  • 3 weeks ago

Government Closes Schools Temporarily: ଗ୍ରୀଷ୍ମପ୍ରବାହ; ଆଜିଠୁ ରାଜ୍ୟର ସବୁ ସ୍କୁଲ, କଲେଜ ଓ ଅଙ୍ଗନୱାଡ଼ି କେନ୍ଦ୍ର ଛୁଟି

ସକାଳ ୭ରୁ ସାଢ଼େ ୮ ଚାଲୁଥିବା ଅଙ୍ଗନବାଡି କେନ୍ଦ୍ର ବି ବନ୍ଦ ରହିବ। ଅଙ୍ଗନବାଡ଼ି ପିଲାଙ୍କ ଖାଦ୍ୟ ସେମାନଙ୍କ ଘରେ ପହଞ୍ଚାଯିବାକୁ ନିଷ୍ପତ୍ତି ହୋଇଛି। ସେହିପରି ଏହି ନିର୍ଦ୍ଦେଶନାମା ଉଭୟ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ପାଇଁ ଲାଗୁ ହେବ। More
  • Namita Biswal
  • 3 weeks ago

Panchang Today 23rd April 2025: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ମେଷ ମାସ ବୈଶାଖ କୃଷ୍ଣପକ୍ଷ । ଇଂରାଜୀରେ ୨୩ ତାରିଖ ବୁଧବାର । ଚନ୍ଦ୍ର- କୁମ୍ଭ ଅହୋରାତ୍ର । ତିଥି- ୧୦ମୀ ଦିବା ୦୪.୪୩ ଗତେ ୧୧ଶୀ । ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶିର ଅହୋରାତ୍ର । More
  • Santosh Kumar Sahoo
  • 3 weeks ago

Gold Prices Hit Record High: ଲକ୍ଷେ ଟପିଗଲା ଖାଣ୍ଟି ସୁନା, ୨୨ କ୍ୟାରେଟ୍ ୧୦ ଗ୍ରାମ ପିଛା ୯୩ ହଜାର ମୁହାଁ

ସବୁ ଆକଳନ, ଅନୁମାନ ସତ ହେଲା । ଲକ୍ଷେ ଟପିଲା ସୁନାଦର । କେବଳ ଆଜି ଦିନକରେ ୩ ହଜାର ଟଙ୍କା ମହଙ୍ଗା ହୋଇଛି ସୁନା । ଭୁବନେଶ୍ବରରେ ୧୦ ଗ୍ରାମ ପିଛା ଦର ୧ ଲକ୍ଷ ୧ ହଜାର ୩୫୦ ଟଙ୍କା ଛୁଇଁଛି ଖାଣ୍ଟି ସୁନା । More
  • Santosh Kumar Sahoo
  • 3 weeks ago

BJD Political Turmoil: ଅମରେଶ ଜେନାଙ୍କ ବିସ୍ଫୋରକ ବୟାନ; କହିଲେ, ବିଜେଡି ଏବେ ହୋଇଯାଇଛି ୪ ଫାଳ

କିଏ ସେ ୪, ୫ ନେତା, ଯାହା ଯୋଗୁ ବିଜେଡି ବୁଡିବ । ବିଜେଡିର ବିଦ୍ରୋହୀ କର୍ପୋରେଟର ଅମରେଶ ଜେନାଙ୍କ ଏଭଳି ବିସ୍ଫୋରକ ବୟାନ ପରେ ତେଜିଛି ରାଜଧାନୀ ରାଜନୀତି । More
  • Namita Biswal
  • 3 weeks ago

Bhubaneswar Kidnapping: ଭୁବନେଶ୍ୱରରୁ କିଡନାପ୍ ଖୋର୍ଦ୍ଧାରୁ ରେସ୍କ୍ୟୁ, ଟ୍ୟୁସନ୍ ସାର୍‌ ରଚିଥିଲେ ଅପହରଣ ଷଡ଼ଯନ୍ତ୍ର

ଘଣ୍ଟାର ନନଷ୍ଟପ୍ ଅପରେସନ୍ । ଚାରି ଚାରିଟି ଟିମର ଛାନଭିନ୍ । ଶେଷରେ ମିଳିଲା ଅପହୃତ ନାବାଳକ ପ୍ରତ୍ୟୁଷର ପତ୍ତା । ଭୁବନେଶ୍ବର ଏୟାରଫିଲ୍ଡ ଥାନା ପାଞ୍ଚଗାଁରୁ କିଏ ଏବଂ କେମିତି କରିଥିଲା କିଡ୍‌ନାପ୍, ପୋଲିସ ସହ ପ୍ରେସମିଟରେ ଖୋଲିଲା ସବୁ ଗୁମର । ଅପହରଣର ୭ ଘଣ୍ଟା ପରେ ପୋଲିସ ଦ୍ବାରା ଉଦ୍ଧାର ପାଇଛି ୮ ବର୍ଷିୟ ନାବାଳକ । More
  • Tapan Kumar Swain
  • 3 weeks ago

How Ritika Rath Cracked Civil Services Exam: ସିଭିଲ୍ ସର୍ଭିସ ପରୀକ୍ଷାରେ ସଫଳତା ପଛର ରାଜ୍ କହିଲେ ରିତିକା ରଥ

ପ୍ରଥମ ପରୀକ୍ଷା ସେମିତି ଦେଇ ଦେଇଥିଲେ, କେମିତି ପ୍ରଶ୍ନ ଆସୁଛି ଜାଣିବା ପାଇଁ । ତା ପରେ ସିରିୟସ୍ ହୋଇ ପ୍ରସ୍ତୁତି ଆରମ୍ଭ କରିଦେଲେ । ଭୁବନେଶ୍ୱରରେ କୋଚିଂ ନେଇଥିଲେ । ତାଙ୍କ ମତରେ, କୋଚିଂ ସେଣ୍ଟରରେ କେବଳ ବେସିକ୍ ନୋଟ୍ କରିବା ପାଇଁ ଭଲ । ଏହା ପରେ ନିଜକୁ ଅଧିକ ପ୍ରସ୍ତୁତ କରିବାକୁ ପଡ଼େ । ଏହି ପ୍ରସ୍ତୁତି ପାଇଁ ଅନଲାଇନରେ ସବୁ କିଛି ମିଳୁଛି । କୋଚିଂ ପାଇଁ ଭୁବନେଶ୍ୱର ଛାଡି ଦିଲ୍ଲୀ ଯିବାର କୌଣସି ଆବଶ୍ୟକତା ନାହିଁ ବୋଲି କହିଛନ୍ତି ରିତିକା । More
  • Namita Biswal
  • 3 weeks ago

Pahalgam Terror Attack: ପ୍ରିୟଦର୍ଶିନୀ ବଖାଣିଲେ ଆତଙ୍କୀ ହମ୍‌ଲାର ଛାତିଥରା ଦୃଶ୍ୟ...

ଜମ୍ମୁ-କାଶ୍ମୀର ପହଲଗାମ୍‌ରେ ଭୟଙ୍କର ଆତଙ୍କବାଦୀ ଆକ୍ରମଣ । କେଉଁଠି ଓ କିପରି ଏହି ଭୟଙ୍କର ଆକ୍ରମଣ ହେଲା, କେତେବେଳେ ଘଟିଲା, ସେସବୁର ଛାତିଥରା ଚିତ୍ର ବଖାଣିଲେ ମୃତ ପ୍ରଶାନ୍ତଙ୍କ ପତ୍ନୀ ପ୍ରିୟଦର୍ଶିନୀ ଶତପଥି । More