• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Tuesday, 18 March 2025

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Tapaswini Nayak
  • 5 days ago

Naba Das Murder: ଖୋଲିବ କି ଗୁମର; ନବ ଦାସଙ୍କ ଘରେ ୨ଜଣିଆ କ୍ରାଇମବ୍ରାଞ୍ଚ ଟିମ୍‌

ନବ ଦାସ ମାମଲାର ସିବିଆଇ ତଦନ୍ତ ପାଇଁ ଲିଖିତ ଆବେଦନ କରିବାକୁ ଚାହୁଁଛନ୍ତି ନବ ଦାସଙ୍କ ପରିବାର । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଇ-ମେଲ୍ କରିଛନ୍ତି ନବଙ୍କ ପତ୍ନୀ ମିନତୀ ଦାସ । More
  • Tapaswini Nayak
  • 5 days ago

Weather Update: ତାତିରୁ ମିଳିବ ଆଶ୍ୱସ୍ତି; କାଲିଠୁ ପାଗରେ ପରିବର୍ତ୍ତନ

ଆଜି ପାଇଁ ଝାରସୁଗୁଡ଼ା ଓ ବୌଦ୍ଧକୁ ଅରେଞ୍ଜ ଏବଂ ୪ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଉପକୂଳ ଓଡ଼ିଶାରେ କାଲିଠୁ ପାଗରେ ପରିବର୍ତ୍ତନ ଦେଖାଦେବ। ୨୨ ତାରିଖ ଯାଏଁ କାଳବୈଶାଖୀ ସମ୍ଭାବନା ଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। More
  • Tapaswini Nayak
  • 5 days ago

ମନ୍ତ୍ରୀ କହିଲେ - ରାଜ୍ୟର ବଢୁଛି HIV ସଂକ୍ରମିତଙ୍କ ସଂଖ୍ୟା

ରାଜ୍ୟର ବଢୁଛି HIV ଆକ୍ରାନ୍ତ ସଂଖ୍ୟା। ଗୃହରେ ବିଧାୟକ ଓମ୍ ପ୍ରକାଶ ମିଶ୍ରଙ୍କ ପ୍ରଶ୍ନର ଲିଖିତ ଉତ୍ତର ରଖି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏହି ସୂଚନା ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ୨୦୨୧ରେ ୨ ହଜାର ୩୪୧ HIV ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୦୨୨ରେ ଏହି ସଂଖ୍ୟା ବଢ଼ି ୩ ହଜାର ୨୩୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। More
  • Tapaswini Nayak
  • 6 days ago

Debendra Pradhan last Rites: ଆଜି ପଞ୍ଚଭୂତରେ ବିଲୀନ ହେବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନ; ସ୍ୱର୍ଗଦ୍ୱାରରେ ହେବ ଶେଷକୃତ୍ୟ

ସ୍ୱର୍ଗତ ପ୍ରଧାନଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବାଚସ୍ପତି ସୁରମା ପାଢ଼ୀ ଶେଷ ଦର୍ଶନ କରି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ପରେ ସେଠାରୁ ପାର୍ଥିବ ଶରୀରକୁ ରାଜ୍ୟ ବିଜେପି ମୁଖ୍ୟାଳୟକୁ ନିଆଯାଇଯାଇଥିଲା। More
  • Sujit kumar Swain
  • 6 days ago

PDS Distribution: ରାଜ୍ୟରୁ ହଟିପାରେ କଣ୍ଟ୍ରୋଲ ଡିଲର ବ୍ୟବସ୍ଥା; ମାଗଣାରେ ମିଳିବ କିଛି ସାମଗ୍ରୀ !

ପିଡିଏସ୍ ସାମଗ୍ରୀ ବାଟମାରଣା ରୋକିବାକୁ । ସରକାର ନିଜେ ବାଣ୍ଟିବେ ରାସନ୍ । ମାଗଣାରେ ବି ମିଳିପାରେ କିଛି ସାମଗ୍ରୀ । ରାଜ୍ୟରେ ବଣ୍ଟନ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବାର ଉଦ୍ୟମ ସ୍ବରୂପ ପ୍ରତି ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ପୋଷଣ କେନ୍ଦ୍ର ଖୋଲାଯିବା ଉପରେ ଗୁରୁତ୍ବ ଦେଉଛନ୍ତି ମୋହନ ସରକାର। More
  • Sujit kumar Swain
  • 6 days ago

BJD leader Raja Chakra: ଖୋଲୁଛି ରାଜା ଚକ୍ର ସୁରକ୍ଷା ଢାଲର ଗୁମର; ଚାର୍ଜସିଟରୁ କେମିତି କଟିଲା ନାଁ, ଉଠିଲା ପ୍ରଶ୍ନ...  

ଖୋଲୁଛି ମହାଲୁଟର ଚକ୍ରବ୍ୟୁହ ରଚିଥିବା ବିଜେଡି ନେତା ରାଜା ଚକ୍ରର ଗୁମର। ଫିଟୁଛି ରାଜା ଇସାରାରେ ନାଚିଥିବା ସରକାରୀ ବାବୁଙ୍କ ଅସଲ ରୂପ।  More
  • Santosh Kumar Sahoo
  • 6 days ago

Debendra Pradhan Passes Away: ଚାଲିଗଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନ, ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି

ତିନି ତିନି ଥର ହୋଇଥିଲେ ରାଜ୍ୟ ବିଜେପି ସଭାପତି । ତତ୍କାଳୀନ ବାଜପେୟୀ ସରକାରରେ ଥିଲେ ଟାଣୁଆ ମନ୍ତ୍ରୀ । ବୃତ୍ତି ଥିଲା ଡାକ୍ତରୀ, ହେଲେ ପାଲଟି ଯାଇଥିଲେ ଜଣେ ପୋଖତ ରାଜନେତା । More
  • Santosh Kumar Sahoo
  • 6 days ago

Naba Das Murder Case: ନବ ଦାସ ହତ୍ୟା ମାମଲାରେ ଆସିବ କି ଟ୍ବିଷ୍ଟ ? CMଙ୍କୁ ଭେଟିବାକୁ ଚିଠି ଲେଖିଲେ ନବଙ୍କ ପତ୍ନୀ

ଇ-ମେଲ୍ କଲେ, ଡାକରେ ବି ଚିଠି ପଠାଇଲେ । ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ସମୟ ମାଗିଲେ । ସ୍ବାମୀ ନବ ଦାସଙ୍କ ହତ୍ୟା ଘଟଣାର ତଦନ୍ତ ସଂପର୍କିତ ଆଲୋଚନା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ନବଙ୍କ ପତ୍ନୀ ମୀନତି ଦାସ । More
  • Sujit kumar Swain
  • 6 days ago

Sunita Williams: ସୁନୀତାଙ୍କ ପୃଥିବୀ ବାହୁଡ଼ା: ଯେତିକି ଆଶ୍ବସ୍ତି, ସେତିକି ଚିନ୍ତା; ଜାଣନ୍ତୁ କାହିଁକି ?

ଦୀର୍ଘ ୯ ମାସ ମହାକାଶରେ କାଟିବା ପରେ, ମାଟିକୁ ଛୁଇଁବେ ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନୀ। ୬୦ ବର୍ଷୀୟା ସୁନୀତା ପୃଥିବୀକୁ ଫେରିବା ଖବର ବିଶ୍ବବାସୀଙ୍କୁ ଯେତିକି ଆଶ୍ବସ୍ତି ଦେଇଛି, ସେତିକି ଚିନ୍ତା ସୃଷ୍ଟି କରିଛି ସେ ଆଗକୁ ସାମ୍ନା କରିବାକୁ ଥିବା ଜଟିଳ ସ୍ବାସ୍ଥ୍ୟ ସମସ୍ୟାକୁ ନେଇ। More