• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sonali Ojha

ମକର ମାସ ମାଘ ଶୁକ୍ଲପକ୍ଷ । ଇଂରାଜୀରେ ୧୦ ତାରିଖ ସୋମବାର ।  ଚନ୍ଦ୍ର- ମିଥୁନ ଦିବା ୧୧.୫୭ ଗତେ କର୍କଟ।  ତିଥି- ୧୩ଶୀ ସନ୍ଧ୍ୟା ୦୬.୫୭ ଗତେ ୧୪ଶୀ ଘାତଚନ୍ଦ୍ର- କନ୍ୟା ରାଶିର ଦିବା ୧୧.୫୭ ପର୍ଯ୍ୟନ୍ତ ।  ଘାତବାର- ମିଥୁନ ରାଶିର ।  ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ସନ୍ଧ୍ୟା ୦୬.୦୦ ପର୍ଯ୍ୟନ୍ତ। 

ଶୁଭ ସମୟ- 

ପ୍ରାତଃ- ୦୬.୨୧ ରୁ ୦୭.୪୬
ଦିବା- ୧୦.୫୩ ରୁ ୦୧.୦୮
ଦିବା- ୦୪.୧୫ ରୁ ୦୪.୫୪
ସନ୍ଧ୍ୟା- ୦୬.୩୦ ରୁ ୦୯.୦୩ 
ରାତ୍ରି- ୧୨.୦୦ ରୁ ୦୨.୫୮                 
ଅଶୁଭ ସମୟ- 
ରାହୁକାଳ- ପ୍ରାତଃ ୦୭.୪୬ ରୁ ୦୯.୧୧
କାଳବେଳା- ପ୍ରାତଃ ୦୭.୪୬ ରୁ ୦୯.୧୧
ବାରବେଳା- ଦିବା ୦୨.୫୦ ରୁ ୦୪.୧୫
କାଳରାତ୍ରି- ରାତ୍ରି ୧୦.୨୫ ରୁ ୧୨.୦୦

OTV is now on Whatsapp

Join and get latest news update delivered to you via whatsapp

Join Now