• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Monday, 20 January 2025

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Manoranjan Sial
  • 1 month ago

Two Naxals Killed In Encounter: ଘଞ୍ଚ ଜଙ୍ଗଲରେ ମେଳି କରୁଥିଲେ ନକ୍ସଲ

ଓଡ଼ିଶାର ନୂଆପଡ଼ା ଜିଲ୍ଲା ସୀମାଠାରୁ ମାତ୍ର ୫ କିଲୋମିଟର ଦୂର ଛତିଶଗଡ଼ର କୁଲାରୀଘାଟ ସଂରକ୍ଷିତ ଜଙ୍ଗଲରେ ବହୁ ସଂଖ୍ୟାରେ ମାଓବାଦୀ ଲୁଚି ରହିଥିବା ସଂକ୍ରାନ୍ତରେ ଗୁଇନ୍ଦା ସୂଚନା ପାଇଥିଲା। ସେହି ସୂଚନା ଆଧାରରେ ରବିବାହ ବିଳମ୍ବିତ ରାତିରେ ଛତିଶଗଡ଼, ଓଡ଼ିଶା ପୋଲିସ୍ ଓ ସିଆରପିଏଫ୍ ଯବାନମାନେ ମିଳିତ ଭାବେ ଜଙ୍ଗଲରେ ସର୍ଚ୍ଚ ଅପରେସନ୍ କରିଥିଲେ। More
  • Santosh Kumar Sahoo
  • 1 month ago

Naba Das Murder Mystery: ଯୋଜନାବଦ୍ଧ ଥିଲା କି ନବ ଦାସଙ୍କ ହତ୍ୟା ? ପ୍ରମାଣ ନଷ୍ଟ ପାଇଁ ପାଦେ ପାଦେ ହୋଇଥିଲା କି ଷଡ଼ଯନ୍ତ୍ର ?

ପୂରା ଯୋଜନାବଦ୍ଧ ଥିଲା କି ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ? ପ୍ରମାଣ ନଷ୍ଟ ପାଇଁ ପାଦେ ପାଦେ ହୋଇଥିଲା କି ଷଡ଼ଯନ୍ତ୍ର ? କାରଣ ହତ୍ୟା ଘଟଣାଠୁ ଶବ ବ୍ୟବଚ୍ଛେଦ ପର୍ଯ୍ୟନ୍ତ ସବୁଥିରେ ପ୍ରମାଣ ନଷ୍ଟ ପାଇଁ ଭରା ଉଦ୍ୟମର ମିଳିବାରେ ଲାଗୁଛି ପୁଳା ପୁଳା ତଥ୍ୟ । More
  • Manoranjan Sial
  • 1 month ago

Sexual Assault : ନ୍ୟାୟ ଦାବିରେ କଲେଜରେ ହଙ୍ଗାମା କଲେ ପୀଡ଼ିତା

ଦୁଷ୍କର୍ମ ଉଦ୍ୟମ କରିଥିବା ଅଧ୍ୟାପକ ଓ କଲେଜ ଅଧ୍ୟକ୍ଷଙ୍କୁ ଗିରଫ କରିବାକୁ ଦାବି କରିଥିଲେ ପୀଡ଼ିତା। ଖବର ପାଇ ପୋଲିସ କଲେଜରେ ପହଞ୍ଚିଥିଲା। ପୀଡ଼ିତା ଓ ତାଙ୍କ ସାଥୀମାନଙ୍କୁ ବୁଝାସୁଝା କରିଥିଲା। ମାମଲା ତଦନ୍ତ ଚାଲିଥିବା କହିଥିଲେ। ହେଲେ ପୀଡ଼ିତା ଓ ତାଙ୍କ ସାଥୀମାନେ ନିଜ ଜିଦରେ ଅଟଳ ରହିଥିଲେ। More
  • Saroj Kumar Jena
  • 1 month ago

Ration Card corruption: ରାସନ କାର୍ଡରେ ଅଛନ୍ତି ଶତାଧିକ ସରକାରୀ ଚାକିରିଆ

ଏଚଆରଏମଏସ୍ ତଥ୍ୟ ଅନୁସାରେ ବାଲେଶ୍ବର ଜିଲ୍ଲାର ଭୋଗରାଇରେ ୩୦୨ ଓ ଜଳେଶ୍ବରରେ ୧୮୦ ଜଣ ସରକାରୀ ଚାକିରିଆ ବର୍ଷ ବର୍ଷ ଧରି ରାସନ ସାମଗ୍ରୀ ହାତୋଉଥିବା ଇକେୱାଇସିରୁ ଧରା ପଡ଼ିଛି। ତେଣୁ ସେମାନଙ୍କୁ ଚିହ୍ନଟ କରି କାର୍ଡ ପ୍ରତ୍ୟାହାର ପାଇଁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଖାଦ୍ୟ ଓ ଯୋଗାଣ ବିଭାଗ ପ୍ରମୁଖ ସଚିବ। More
  • Saroj Kumar Jena
  • 1 month ago

Ex Mla Suspension Revoked:ପୂର୍ବତନ ବିଧାୟକଙ୍କ ଉପରୁ ବାସନ୍ଦାଦେଶ ହଟାଇଲା ବିଜେଡି: ଟାର୍ଗେଟ କଲେ କଂଗ୍ରେସ,ବିଜେପି

ଦୁର୍ନୀତି ଅଭିଯୋଗ ଆଣି ବହିଷ୍କାର କଲେ। ଆଉ ବର୍ଷେ ପରେ ପୁଣି ଥରେ ଆପଣାଇଲେ। ଦୁର୍ନୀତି ପାଇଁ ରେମୁଣାର ତତ୍କାଳୀନ ବିଜେଡି ବିଧାୟକ ସୁଧାଂଶୁ ପରିଡାଙ୍କୁ ନବୀନ ଦଳରୁ ବହିଷ୍କାର କରିଥିଲେ। ମାତ୍ର ଏବେ ତାଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟାହାର କରାଯାଇଛି। More
  • Manoranjan Sial
  • 1 month ago

Transgender Stage Protest in Baripada: ନକଲି କିନ୍ନରଙ୍କୁ ଧରିବା ପାଇଁ ରାଜରାସ୍ତାକୁ ଓହ୍ଲାଇରେ ଅସଲି

କିନ୍ନରଙ୍କ ଅଭିଯୋଗ ଦୀର୍ଘ ଦିନ ଧରି କେତେକ ପୁରୁଷ ଶାଢ଼ୀ ପିନ୍ଧି କିନ୍ନର ହୋଇ ଭିକ୍ଷାବୃତ୍ତି କରୁଛନ୍ତି। ଖାଲି ଭିକ୍ଷାବୃତ୍ତି କରୁନାହାନ୍ତି, ସରକାରୀ ସୁବିଧା ସୁଯୋଗ ହାତେଇ ନେଉଛନ୍ତି। ଯାହାଫଳରେ ଅସଲି କିନ୍ନର ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ହେଉଛନ୍ତି। ଏ ନେଇ ଅନେକ ବାର କିନ୍ନର ସଂଘ ପକ୍ଷରୁ ଜିଲ୍ଲା ପ୍ରଶାସନ ପାଖରେ ଅଭିଯୋଗ କରାଯାଇଛି। More
  • Deepak Acharya
  • 1 month ago

Panchang Today 20th January 2025: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଘରେ କରନ୍ତୁ ଗୃହ ଶାନ୍ତି ପୂଜା...

ସୌର ମକର ମାସ ମାଘ କୃଷ୍ଣପକ୍ଷ । ଇଂରାଜୀରେ ୨୦ ତାରିଖ ସୋମବାର । ଚନ୍ଦ୍ର- କନ୍ୟା ଅହୋରାତ୍ର। ତିଥି- ୬ଷ୍ଠୀ ଦିବା ୦୯.୫୮ ଗତେ ୭ମୀ। ଘାତଚନ୍ଦ୍ର- ବୃଷ ରାଶିର ଅହୋରାତ୍ର। ପୁଷ୍କର ଦୋଷ- ଦିବା ୦୯.୫୮ ଗତେ ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ। More
  • Sujit kumar Swain
  • 1 month ago

Naba Das Murder Case: ନବଙ୍କ ହତ୍ୟାକାଣ୍ଡ: ମୁଖ୍ୟ ଷଡ଼ଯନ୍ତ୍ରକାରୀ କିଏ ? ସରକାରଙ୍କ କୋର୍ଟକୁ ବଲ୍ ଫିଙ୍ଗିଲେ ଦୀପାଳି...

ନବ ଦାସ ହତ୍ୟା ମାମଲାର ସିବିଆଇ ତଦନ୍ତ ନେଇ ବଢିଲା ଆଶା। ରାଜ୍ୟ ସରକାରଙ୍କ କୋର୍ଟକୁ ବଲ୍ ଫିଙ୍ଗିଲେ ନବଙ୍କ ଝିଅ ଦୀପାଳି। ଆଇନ ମନ୍ତ୍ରୀଙ୍କ ଆହ୍ୱାନ ପରେ ଲିଖିତ ଅଭିଯୋଗ କରିବେ ବୋଲି କହିଛନ୍ତି ଦୀପାଳି ଦାସ। More
  • Deviprasad Jena
  • 1 month ago

Khandagiri Jatra 2025: ଯାତ୍ରାରେ ଅଶ୍ଳୀଳତା ବନ୍ଦ କରିବାକୁ କଠୋର ହେବେ ରାଜ୍ୟ ସରକାର

ଏଥର ମଞ୍ଚରେ ଚଢ଼ିବେନି ସାହୁ ଭାଉଜ, ନିଶା ମହାରଣା ଓ ରାଣୀ ପ୍ରିୟଦର୍ଶିନୀ ଭଳି ବିବାଦୀୟ ଆଇଟମ ଡ୍ୟାନସର । ଯାତ୍ରା ପେଣ୍ଡାଲରେ ଏଥର ହେବନି ଅଙ୍ଗ ପ୍ରଦର୍ଶନ । More
  • Saroj Kumar Jena
  • 1 month ago

Success Story in Strawberry Farming: ସ୍ବାବଲମ୍ବୀ କରିଛି ଷ୍ଟ୍ରବେରୀ ଚାଷ, ବଣ୍ଡା ଘାଟିରେ ଆର୍ଥିକ ପ୍ରଗତିର ନୂଆ କାହାଣୀ

ସାଧାରଣତଃ ଶୀତ ପ୍ରଧାନ ଅଞ୍ଚଳର ଷ୍ଟ୍ରବେରୀ ଚାଷ ଏଠି ଯେ ସମ୍ଭବ, କିଛି ବର୍ଷ ତଳେ କାହାର ବି ଧାରଣା ନଥିଲା। ହେଲେ ବିଗତ ପ୍ରାୟ ଦୁଇ ବର୍ଷ ହେବ ଏ ଦୁଇ ଜିଲ୍ଲାର ଚାଷୀଙ୍କ ଆର୍ଥିକ ପ୍ରଗତିର ନୂଆ ଆଶା ଓ ଦିଶା ଦେଇଛି ଷ୍ଟ୍ରବେରୀ ଚାଷ। More
  • Sujit kumar Swain
  • 1 month ago

Lithium Discovered In Nayagarh: ଖଣିଜ ସମ୍ପଦ ଭରା ଓଡ଼ିଶା ପାଇଁ ଖୋଲିବ କି ନୂଆ ପୁଞ୍ଜିନିବେଶର ବାଟ ? 

ରାଜ୍ୟରେ ମୋବାଇଲ୍ ଓ ଇଭି ବ୍ୟାଟେରୀ ପ୍ଲାଣ୍ଟ ପାଇଁ ଆଗ୍ରହ ଦେଖାଇବେ ବି ନିବେଶକ ? କାରଣ ରାଜ୍ୟରେ ମିଳିଛି ମୂଲ୍ୟବାନ ଧାତୁ- ଲିଥିୟମର ସନ୍ଧାନ। ନୟାଗଡ଼ ଜିଲ୍ଲା ମାଟି ତଳେ ଲିଥିୟମ ଥିବା ନେଇ ମିଳିଛି ବଡ଼ ସଙ୍କେତ। More
  • Sujit kumar Swain
  • 1 month ago

Help Ankit Panigrahi: ବିଛଣାରେ ଘାଣ୍ଟି ହେଉଛନ୍ତି ୨୨ ବର୍ଷୀୟ ଅଙ୍କିତ; ସହାୟତା ପାଇଁ ମା’ର ଆକୁଳ ନିବେଦନ...

ବିଧିର ବିଧାନ ବଡ ବିଚିତ୍ର। ଯେଉଁ ବୟସରେ ଭେଣ୍ଡିଆ ପୁଅ ମା'କୁ ସାହାରା ହେବା କଥା ସେହି ବୟସରେ ମା'ର ସାହାରା ବିନା ବିଛଣାରୁ ଉଠିବା ସମ୍ଭବ ହେଉନାହିଁ। More