• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Monday, 30 December 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Sujit kumar Swain
  • 3 months ago

Sudden Change Of Weather: ଲୁଚକାଳି ଖେଳୁଛି ଶୀତ; ଉପରମୁହାଁ ହେଉଛି ପାରଦ...

ଯେତେବେଳେ ଜାଡ଼, ହାଡ଼ ଭାଙ୍ଗିବା କଥା ସେତେବେଳେ ଖରା କାଟୁଛି। ପୌଷ ସରିବାକୁ ବସିଲାଣି, କିନ୍ତୁ କମ୍ବଳର ବିଶେଷ ଆବଶ୍ୟକତା ପଡୁନି। ଲୁଚକାଳି ଖେଳୁଛି ଶୀତ। More
  • Sujit kumar Swain
  • 3 months ago

BJD Supremo Naveen Patnaik: କାହିଁକି ନବୀନ ବିଲକୁ ଯିବାକୁ ବାଧ୍ୟ ହେଲେ ? କ୍ଷେତ ବୁଲାକୁ ନେଇ ଜୋର ଧରିଲା ରାଜନୀତି...

ପରାଜୟ ପରେ ବଦଳିଲା ଆଭିମୁଖ୍ୟ! ନବୀନ ବୁଲିଲେ କ୍ଷେତ। ଗ୍ରାଉଣ୍ଡକୁ ଯାଇ ଚାଷୀଙ୍କୁ ଭେଟିଲେ, ଆଶ୍ବାସନା ଦେଲେ। ସିଧାସଳଖ ଆଲୋଚନା କରି ଅଭିଯୋଗ ପତ୍ର ବି ଗ୍ରହଣ କଲେ। More
  • Sujit kumar Swain
  • 3 months ago

Defrauding People In Odisha: ରାଜଧାନୀରେ ହାଇପ୍ରୋଫାଇଲ୍ ବଣ୍ଟି-ବବଲି ଯୋଡ଼ି; ଠକେଇ ପାଇଁ ଚଳାଇଥିଲେ ଡ୍ରାମା

ଜବରଦସ୍ତ ଲୁକ୍ସ...ହାଇପ୍ରୋଫାଇଲ୍ ଗେଟଅପ୍...ଚହଟ ଚିକ୍କଣ ଚେହେରାଧାରୀ କେତେ ଲୋକଙ୍କୁ ବାୟା କରିଛନ୍ତି, ତା’ର ହିସାବ ଖୋଜୁଛି ପୋଲିସ। ଯାହାଙ୍କ ନାଁ ହଂସିତା ଅଭିଲିପ୍ସା ଏବଂ ଅନୀଲ ମହାନ୍ତି।  More
  • Deepak Acharya
  • 3 months ago

Panchang Today 30th December 2024: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଗୃହ ଶାନ୍ତି ପୂଜା କରନ୍ତୁ ..

ସୌର ଧନୁ ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୩୦ ତାରିଖ ସୋମବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ.... More
  • Santosh Kumar Sahoo
  • 3 months ago

Bobby Das: OCA ସଭାପତି ପଦ ଛାଡିଲେ ବବି ଦାସ, ଅଚାନକ୍ ଇସ୍ତଫାକୁ ନେଇ ବଢ଼ିଲା ଚର୍ଚ୍ଚା

ଓସିଏ ସଭାପତି ପଦ ଛାଡ଼ିଲେ ପ୍ରଣବ ପ୍ରକାଶ ଦାସ ଓରଫ ବବି । ଦୁଇ ବର୍ଷ ଦାୟିତ୍ୱ ସମ୍ଭାଳିବା ପରେ ଅପ୍ରତ୍ୟାଶିତ ଭାବରେ ପଦ ଛାଡ଼ିଛନ୍ତି ବିଜେଡିର ଏହି ଟାଣୁଆ ନେତା । More
  • Santosh Kumar Sahoo
  • 3 months ago

Zero Night Celebrations: ଜିରୋ ନାଇଟ୍ ବେଳେ ଜିରୋ ଟଲେରାନ୍ସ ନୀତି, ଟ୍ବିନସିଟିରେ କଡ଼ାକଡ଼ି ହେବ ଡ୍ରିଙ୍କ୍ ଆଣ୍ଡ ଡ୍ରାଇଭ୍ ଧରପଗଡ଼

ଜିରୋ ନାଇଟ୍ ପାଇଁ ପୋଲିସର ଜିରୋ ଟଲେରାନ୍ସ। ସେଲିବ୍ରେସନ କର, କିନ୍ତୁ ସୀମା ଭିତରେ । ନୂଆବର୍ଷ ପାଳନ ଭିତରେ କେହି ଭୁଲି ନଯାଆନ୍ତୁ ନିୟମ । ଡ୍ରିଙ୍କ୍‌ ଏଣ୍ଡ ଡ୍ରାଇଭ୍ ଉପରେ ପୋଲିସର ଆଖି । More
  • Santosh Kumar Sahoo
  • 3 months ago

New Block in Odisha: ଘର ଦୁଆରେ ପ୍ରଶାସନକୁ ପହଞ୍ଚାଇବାକୁ ବଡ଼ ଯୋଜନା; ରାଜ୍ୟରେ ବିଭାଜନ ହେବ ବ୍ଲକ୍, ବଢିବ ପଞ୍ଚାୟତ

ବ୍ଲକ୍ ବଢାଇବାକୁ ଯୋଜନା, କିନ୍ତୁ କେମିତି କରିବେ ବିଭାଜନ ? କ‘ଣ ରହିବ ଆଧାର ? କାରଣ ଶେଷ ହୋଇନି ଜନ ଗଣନା । ତେଣୁ କେଉଁ ଆଧାରରେ ସରକାର ନୂଆ ବ୍ଲକ ଘୋଷଣା କରିବେ ତାକୁ ନେଇ ବଢିଛି ଦ୍ୱନ୍ଦ୍ବ । More
  • Sujit kumar Swain
  • 3 months ago

Accident In Odisha: ମିଳେଇଗଲା ନୂଆବର୍ଷ ଖୁସି; ଘାଟିରେ ୧୦ ଫୁଟ୍ ତଳକୁ ଖସିଲା ବସ୍, ଚାଲିଗଲା ୩ ଜୀବନ,୨୫ ଆହତ...

କାନ୍ଦ ବୋବାଳିରେ ପାଲଟିଯାଇଛି କେଇ ଘଣ୍ଟା ତଳର ମଜା ମଉଜ...ଆଖି ପିଛୁଳାକେ ଖିନଭିନ ହୋଇଯାଇଛି ଖୁସିର ପୁଟୁଳି... ଭାଗ୍ୟକୁ ଯେତେ ଅଣ୍ଡାଳିଲେ ବି, ସାଉଁଟିବାକୁ ଆଉ କିଛି ବି ନାହିଁ... More
  • Sujit kumar Swain
  • 3 months ago

Odisha CM Reviewed Crop Losses: ଉଜୁଡ଼ା କ୍ଷେତ ବୁଲିଲେ, ଚାଷୀଙ୍କ ଦୁଃଖ ଶୁଣିଲେ ମୁଖ୍ୟମନ୍ତ୍ରୀ; କ୍ଷତି ଭରଣା ପ୍ରତିଶ୍ରୁତି ଦେଲେ CM...

ହାତରେ ଉଜୁଡା ଫସଲ, ଆଖିରୁ ଝରୁଛି ଲୁହ। କାନ୍ଦି କାନ୍ଦି ସରକାରଙ୍କୁ ଗୁହାରି କରୁଛି ଚଷା ପୁଅ। ମତେ ରକ୍ଷା କର, ଋଣ ଛାଡ଼ କର। ଅଦିନିଆ ବର୍ଷାରେ ଧୋଇଯାଇଛି ଫସଲ। ଅଣ୍ଟା ସଳଖିବା ମୁସ୍କିଲ।  More