/odishatv-khabar/media/post_attachments/uploadimage/library/16_9/16_9_0/Panchang_1735526297.jpg)
Panchang
ସୌର ଧନୁ ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୩୦ ତାରିଖ ସୋମବାର । ଚନ୍ଦ୍ର- ଧନୁ ଅହୋରାତ୍ର,ତିଥି-ଅମାବାସ୍ୟା ରାତ୍ରି ୦୩.୫୬ ଗତେ ପ୍ରତିପଦ,ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର ଅହୋରାତ,ପୁଷ୍କର ଦୋଷ- ନାସ୍ତି ।
Advertisment
ଶୁଭସମୟ:
ପ୍ରାତଃ–୦୬.୨୪ ରୁ ୦୭.୪୫
ଦିବା- ୦୯.୨୭ ରୁ ୧୧.୨୭
ରାତ୍ରି- ୦୭.୫୨ ରୁ ୧୦.୧୦
ରାତ୍ରି- ୦୨.୫୪ ରୁ ୦୩.୪୬
ଅଶୁଭସମୟ:
ରାହୁକାଳ- ପ୍ରାତଃ ୦୭.୪୫ ରୁ ୦୯.୦୬
କାଳବେଳା- ପ୍ରାତଃ ୦୭.୪୫ ରୁ ୦୯.୦୬
ବାରବେଳା-ଦିବା ୦୨.୩୧ ରୁ ୦୩.୫୨
କାଳରାତ୍ରି- ରାତ୍ରି ୧୦.୧୦ ରୁ ୧୧.୪୯
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)