• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Wednesday, 14 August 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Santosh Kumar Sahoo
  • 5 months ago

କେବେ ପୂରା ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ? ଲୋକାର୍ପଣର ୭ ମାସ ପରେ ବି ସବୁଠି କାମ ଅଧା-ଅଧୁରା

୧୭ ଜାନୁଆରୀ ୨୦୨୪, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ । ତେବେ ଲୋକାର୍ପଣର ୭ ମାସ ପରେ ବି ପରିକ୍ରମା ପ୍ରକଳ୍ପ କାମ ଆଜି ବି ଅସଂପୂର୍ଣ୍ଣ । More
  • Sonali Ojha
  • 5 months ago

Panchang Today 14th August 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୌର କର୍କଟ ମାସ ଶ୍ରାବଣ ଶୁକ୍ଳପକ୍ଷ । ଇଂରାଜୀରେ ୧୪ ତାରିଖ ବୁଧବାର। ଚନ୍ଦ୍ର- ବିଛା ଅହୋରାତ୍ର। ତିଥି- ନବମୀ ଦିବା ୧୦.୨୪ ଗତେ ଦଶମୀ। ଘାତଚନ୍ଦ୍ର- ନାସ୍ତି। ଘାତବାର- କର୍କଟ ରାଶିର । ପୁଷ୍କର ଦୋଷ- ନାସ୍ତି। More
  • Satyendu Shekher Mishra
  • 5 months ago

ସୁଭଦ୍ରା ଯୋଜନା ! ରାକ୍ଷୀ ପୂର୍ଣ୍ଣିମାରେ ଆସିପାରେ SOP

ଖୁବଶୀଘ୍ର ସୁଭଦ୍ରା ଯୋଜନା ଆବେଦନ । ସୁଭଦ୍ରା ଯୋଜନାର ପ୍ରାଥମିକ ନିୟମ ସ୍ଥିର କଲାଣି ବିଭାଗ । More
  • Satyendu Shekher Mishra
  • 5 months ago

ଆକ୍ସନ ମୋଡରେ MSME ମନ୍ତ୍ରୀ, ଓ-ହବ୍ ବିରୋଧରେ ତଦନ୍ତ ନିର୍ଦ୍ଦେଶ

୩ ଜଣିଆ ସଦସ୍ୟଙ୍କୁ ନେଇ ଗଠିତ କମିଟି କରିବ ତଦନ୍ତ । ଅଗଷ୍ଟ ୨୧ ସୁଦ୍ଧା ତଦନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ । More
  • Sangram Keshori Behera
  • 5 months ago

ବଦଳିବ ୟୁନିଭରସିଟି ଆଇନ୍- ୨୦୨୦, କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଚିଠି ପରେ ତେଜିଲା ପଲିଟିକ୍ସ

ବଦଳିବ ୟୁନିଭରସିଟି ଆଇନ୍- ୨୦୨୦ । ରାଜନୈତିକ ଉଦ୍ଦେଶ୍ୟରେ ନବୀନ ସରକାର ନିୟମ ବଦଳାଇଥିବା ଅଭିଯୋଗ । More
  • Sangram Keshori Behera
  • 5 months ago

ନବୀନ ସରକାରରେ ଅଫିସରଙ୍କ ଘରେ ଥିଲା ମିନି ରତ୍ନଭଣ୍ଡାର: ବିଜେପି

ବିଜେଡି ଅମଳରେ ଇଞ୍ଜିନିୟରଙ୍କ ବାଟ ଦେଇ ଚାଲିଥିଲା କି ଦୁର୍ନୀତି ? ୧୫ ଦିନରେ ଧରାପଡ଼ିଲେଣି ଚାରି ଚାରି ଜଣ କୁବେର ଯନ୍ତ୍ରୀ । More
  • Satyendu Shekher Mishra
  • 5 months ago

କାମରେ ଆସୁନି ଜୟପୁର ସହରର ବସ୍ ଟର୍ମିନାଲ, ୬ ମାସ ପରେ ବି ଅଚଳ !

ପୁରୁଣା ବସଷ୍ଟାଣ୍ଡରେ ବଢୁଛି ଭିଡ଼, ଲୋକେ ହଇରାଣ । ଜିଲ୍ଲାପାଳ କହିଲେ OSRTC କର୍ତ୍ତୃପକ୍ଷଙ୍କ ସହ ହେବ ଆଲୋଚନା । More