/odishatv-khabar/media/post_attachments/uploadimage/library/16_9/16_9_0/Panchanga_1722563540.jpg)
Panchanga
ସୌର କର୍କଟ ମାସ ଶ୍ରାବଣ ଶୁକ୍ଳପକ୍ଷ । ଇଂରାଜୀରେ ୧୪ ତାରିଖ ବୁଧବାର। ଚନ୍ଦ୍ର- ବିଛା ଅହୋରାତ୍ର। ତିଥି- ନବମୀ ଦିବା ୧୦.୨୪ ଗତେ ଦଶମୀ। ଘାତଚନ୍ଦ୍ର- ନାସ୍ତି। ଘାତବାର- କର୍କଟ ରାଶିର । ପୁଷ୍କର ଦୋଷ- ନାସ୍ତି।
Advertisment
ଶୁଭ ସମୟ
ପ୍ରାତଃ- ୦୫.୩୦ ରୁ ୦୭.୧୧
ଦିବା- ୧୦.୧୫ ରୁ ୧୧.୨୫
ଦିବା-୦୧.୫୮ ରୁ ୦୫.୨୧
ସନ୍ଧ୍ୟା- ୦୬.୫୭ ରୁ ୧୦.୪୩
ରାତ୍ରି-୦୧.୪୪ ରୁ ୦୨.୪୦
ରାତ୍ରି-୦୪.୦୫ ରୁ ୦୫.୩୦
ଅଧିକ ପଢ଼ନ୍ତୁ: ଘରେ ସୁଖ ଓ ସମୃଦ୍ଧି ବଜାୟ ରଖିବା ପାଇଁ ଆପାଣାନ୍ତୁ ଏହି ଉପାୟ
ଅଶୁଭ ସମୟ
ରାହୁକାଳ- ଦିବା ୧୧.୫୧ ରୁ ୦୧.୨୬
କାଳବେଳା- ଦିବା ୦୮.୪୦ ରୁ ୧୦.୧୫
ବାରବେଳା- ଦିବା ୧୧.୫୧ ରୁ ୦୧.୨୬
କାଳରାତ୍ରି- ରାତ୍ରି ୦୨.୪୦ ରୁ ୦୪.୦୫
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)