ସଂକ୍ଷେପରେ ଆଜିର ତାଜା ଖବର - Wednesday, 29 November 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଓଡ଼ିଶା ଜଙ୍ଗଲରେ କଳା ବାଘ ! ଟୁଇଟ୍ କଲେ PCCF

ଓଡ଼ିଶା ଜଙ୍ଗଲରେ କଳା କଲରା ପତରିଆ ବାଘ ମିଳିଥିବା ଟୁଇଟ୍ କରି ସୂଚନା ଦେଇଛନ୍ତି ପିସିସିଏଫ୍ ସୁଶାନ୍ତ ନନ୍ଦ । More

ସ୍ୱଚ୍ଛ ହେବ Plus 2 ପରୀକ୍ଷା; ଏକଜାମ୍ ସେଣ୍ଟର, ହଲ୍ ଓ କ୍ୱେଶ୍ଚିନ୍ ହବ୍‌ର ହେବ ଲାଇଭ ଷ୍ଟ୍ରିମିଂ

ଆହୁରି ସ୍ୱଚ୍ଛ ହେବ ପ୍ଲସ ଟୁ ପରୀକ୍ଷା । ସିଏଚଏସଇ ଆପଣାଇବ ନୂଆ ପଦକ୍ଷେପ । ଲାଇଭ୍ ଷ୍ଟ୍ରିମିଂ ହେବ ଏକଜାମ୍ ହଲ୍‌ର ଟିକନିଖ୍ ଦୃଶ୍ୟ । More

କଏନ୍ ନେବାକୁ କେହି କହି ପାରିବେନି ନା; ୫୦ ପଇସାଠୁ ୨୦ ଟଙ୍କିଆ ଯାଏଁ ସବୁ ଚଳିବ

ରାଜ୍ୟର ଅନେକ ସ୍ଥାନରେ ଏବେ ଆଉ କଏନ୍ ଚଳୁନି। ଟଙ୍କିକିଆ, ଦୁଇ ଟଙ୍କିଆ କଥା ଛାଡ଼ନ୍ତୁ, ବ୍ରହ୍ମପୁର ସହର ଭଳି ବ୍ୟାବସାୟିକ ପେଣ୍ଠରେ ୧୦ ଟଙ୍କିଆ କଏନ୍ ବି ଏକ ପ୍ରକାର ଅଚଳ ହୋଇପଡ଼ିଛି। ଯାହାକୁ ନେଇ ଉଭୟ ଦୋକାନୀ ଓ ଗ୍ରାହକ ମଧ୍ୟରେ ବଢ଼ୁଛି ଅସନ୍ତୋଷ। More

ସାବଧାନ !! ଘରେ ମେଡ୍‌ ରଖୁଛନ୍ତି କି ? ନଜର ହଟିଲେ ବୁଲାଇଦେବେ କଳାକନା

ରାଜଧାନୀରେ ଏବେ ପ୍ରତ୍ୟେକ ଦିନ ଚୋରି ଓ ଲୁଟ୍ ଘଟଣା ନଜରକୁ ଆସୁଛି। ଝାରପଡ଼ାର ଜଗନ୍ନାଥ ନଗରରେ ଘରେ କାମ କରୁଥିବା ଜଣେ ମେଡ୍ ଦ୍ୱାରା ଆଲାମିରାରୁ ଟଙ୍କା ଚୋରି ଘଟଣା ସିସିଟିଭିରେ କଏଦ୍ ହେବା ପରେ ବଢ଼ିଛି ଚିନ୍ତା। More

କୁବେର IICଙ୍କର ଥିଲା ଲମ୍ବା ହାତ; ଚାକିରି ସରକାରୀ ହେଲେ ଆଖି ପାପଧନ ଉପରେ..

କରୁଥିଲେ ସରକାରୀ ଚାକିରୀ, ରହୁଥିଲେ ସରକାରଙ୍କ ଛତ୍ରଛାୟାରେ। ଶାସକ ଦଳର ଅଭୟବର ପାଇ କେମିତି କରିତକର୍ମା ବନିଥିଲେ ବୈପାରୀଗୁଡ଼ା ଥାନାବାବୁ, ଏବେ ଫିଟୁଛି ଗୁମର। More

ବାଲିଯାତ୍ରାରେ ସମୁଦ୍ର ତଳେ ବୁଲାଇବାର ମଜା; ଅସଂଖ୍ୟ ରଙ୍ଗୀନ ମାଛ ସହ ଛୋଟ ସାର୍କ ଓ ଜେଲି ଫିସ୍

ଟନେଲ୍ ଭିତରେ ସମୁଦ୍ର ତଳର ନିଆରା ଅନୁଭୂତି । ଯୁଆଡେ ଆଖି ବୁଲାଇବେ, ଦେଖିବାକୁ ମିଳିବ ଭଳିକି ଭଳି ଜଳଜୀବ । More

୧୮ ଘଣ୍ଟା ପର୍ଯ୍ୟନ୍ତ ନଥିଲା ଅକ୍ସିଜେନ୍, କେବଳ ମୁଢି ଖାଇ ବଞ୍ଚିଥିଲେ ୧୦ ଦିନ !

ଉଦ୍ଧାର ଓଡ଼ିଆ ଶ୍ରମିକ ବଖାଣିଲେ ଲୋମଟାଙ୍କୁରା କାହାଣୀ । ଯମ ଦୁଆରୁ ଫେରିବା ପରେ ଗ୍ରାମବାସୀ ପାଳିଲେ ଦୀପାବଳି । More

ଯୋଉଠି ବାସି ଆଉ ଖରାପ ଖାଦ୍ୟ ଦେଖିଲେ, ସବୁ ଫିଙ୍ଗିଲେ

ବ୍ୟବସାୟୀଙ୍କୁ ସିଏମସି ଟିମ ତାଗିଦ କରିବା ସହ ଏପରି ଆଗକୁ କଲେ ବଡ ଫାଇନ ଓ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବେ ବୋଲି ଚେତାବନୀ ଦେଇଛନ୍ତି। More

ରାଜ୍ୟର ୩୧୪ ବ୍ଲକରେ ହେବ କଏନ ଏକ୍ସଚେଞ୍ଜ କାର୍ଯ୍ୟକ୍ରମ

ବିଭିନ୍ନ ବ୍ୟାଙ୍କ ଜରିଆରେ ଡିସେମ୍ବରରୁ ଆରମ୍ଭ ହେବ କାର୍ଯ୍ୟକ୍ରମ । କଏନ ସହ ମଇଳା ଓ ଚିରାଫଟା ନୋଟ୍ ବି ବଦଳାଇ ହେବ । More

ଡିସେମ୍ବର ୨ ସୁଦ୍ଧା ବଙ୍ଗୋପସାଗରରେ ବାତ୍ୟା ! ୭ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ଚିଠି...

ଡିସେମ୍ବର ୧ ତାରିଖରୁ ସମୁଦ୍ରରେ ପବନ ବହିବ । ତେଣୁ ସମୁଦ୍ରକୁ ନ ଯିବାକୁ ଧୀବରଙ୍କୁ ପରାମର୍ଶ ଦିଆଯାଇଛି ।  More

IICଙ୍କ ଘରୁ ୩୭ ଲକ୍ଷ ଜବତ ହେବା ଘଟଣା: ବିଜେଡି ନେତା, ମନ୍ତ୍ରୀଙ୍କୁ ଟାର୍ଗେଟ୍‌ କଲା ବିଜେପି

ଓଡ଼ିଶା ପୋଲିସ ଆଜି ଏତେ ତଳସ୍ତରକୁ ଖସି ଯାଇଛି ଯେ ଜଣେ ପୋଲିସ କର୍ମୀଙ୍କ ଗିରଫ ହେବା ପରେ ସାଧାରଣ ଲୋକେ ବାଣ ଫୁଟାଉଛନ୍ତି ବୋଲି ବିଜେପି କହିଛି ।  More

ସାନ ପୁଅ ଘରେ ପଡ଼ି ମା’ର ଚାଲିଗଲା ଜୀବନ, ବଡ଼ ପୁଅ ଆଣିଲା ହତ୍ୟା ଅଭିଯୋଗ...

ସାନ ପୁଅର ଘରେ ପଡ଼ିଯାଇ ମା’ର ମୃତ୍ୟୁ ପରେ ବିବାଦ ସୃଷ୍ଟି ଦେଇଛି । ଏହାପରେ ହତ୍ୟା ଅଭିଯୋଗ ଆଣି ବଡ଼ ପୁଅ ତଦନ୍ତ ଦାବି କରିଛି । More

ଥାନା ବାବୁଙ୍କ ଓଲିଉଡ୍ ଲିଙ୍କ୍ ! ଫିଲ୍ମ, ସିରିଏଲରେ ଅଭିନୟ କରିଥିଲେ ସୁଶାନ୍ତ...

ଖୋଲୁଛି ଥାନା ବାବୁ ସୁଶାନ୍ତ ଶପତଥୀଙ୍କ ଗୁମର । ସେ ଅନେକ ଓଡ଼ିଆ ଫିଲ୍ମ ଓ ସିରିଏଲରେ ଅଭିନୟ କରିଛନ୍ତି । More

ମାଗଣାରେ ନବମ ଶ୍ରେଣୀ ଛାତ୍ରୀଛାତ୍ରଙ୍କୁ ଦିଆଯାଉଥିବା ସାଇକେଲରେ ଲାଗିବ ଷ୍ଟିକର

ରାଜ୍ୟ ସରକାରଙ୍କ ପକ୍ଷରୁ ନବମ ଶ୍ରେଣୀ ଛାତ୍ରୀଛାତ୍ରଙ୍କୁ ଯୋଗାଇ ଦିଆଯାଉଥିବା ସାଇକେଲରେ ଏଣିକି ଲାଗିବ ଷ୍ଟିକର । More

‘୧୦ ଦିନ ମୁଢ଼ି ଖାଇ କାଟିଲୁ,୧୮ ଘଣ୍ଟା ଯାଏ ଅମ୍ଲଜାନ ପାଇପାରି ନଥିଲୁ’

ଟନେଲ ଭିତରୁ ଉଦ୍ଧାର ଓଡ଼ିଆ ଶ୍ରମିକ କହିଛନ୍ତି, ‘ପ୍ରଥମ ୧୦ ଦିନ କେବଳ ମୁଢ଼ି ଖାଇ କାଟିଲୁ । ତେବେ ପାଣି, ଲାଇନ କଟି ନଥିଲା ।’ More

Today Panchang 29th Nov 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୌର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ। ଇଂରାଜୀରେ ୨୯ ତାରିଖ ବୁଧବାର । ଚନ୍ଦ୍ର- ମିଥୁନ ଅହୋରାତ୍ର । More

+୨ ବୋର୍ଡ ପରୀକ୍ଷାର ହେବ ଲାଇଭ୍‌ ଷ୍ଟ୍ରିମିଙ୍ଗ

ରାଜ୍ୟର ପ୍ରତି ପରୀକ୍ଷାକେନ୍ଦ୍ର ସହ ପରୀକ୍ଷା ପରିଚାଳନା ହବ୍‌କୁ ଲାଇଭ୍‌ ଷ୍ଟ୍ରିମିଙ୍ଗ ମାଧ୍ୟମରେ ମନିଟରିଂ କରାଯିବ । More

ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି, ୪ ଘଣ୍ଟା ଦର୍ଶନ ବନ୍ଦ...

ସନ୍ଧ୍ୟା ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ ୪ ଘଣ୍ଟା ଧରି ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଏହା ଶ୍ରୀଜିଉଙ୍କ ଗୁପ୍ତ ନୀତି ହୋଇଥିବାରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି । More

କେନ୍ଦ୍ରମନ୍ତ୍ରୀଙ୍କ ଅଭିଯୋଗ, ରାଜ୍ୟ ସରକାରଙ୍କ ଯୋଗୁଁ ୧ ନମ୍ବର ହୋଇପାରୁନି ପାରାଦୀପ ପୋର୍ଟ

ପାରାଦୀପ ପୋର୍ଟ ବିକାଶ ନେଇ କେନ୍ଦ୍ର-ରାଜ୍ୟ ମୁହାଁମୁହିଁ । କେନ୍ଦ୍ର ଜାହାଜ ଚଳାଚଳ ରାଷ୍ଟ୍ରମନ୍ତ୍ରୀଙ୍କ ସାଂଘାତିକ ଅଭିଯୋଗ । More

ଚର୍ଚ୍ଚାରେ ବୈପାରୀଗୁଡାର କୁବେର ଥାନା ବାବୁ ! ଘର ନା ନୋଟ ଗୋଦାମ ?

ବସ୍‌ରେ ଘରକୁ ଯିବା ବେଳେ ପାଖରୁ ମିଳିଲା ନଗଦ ୨ଲକ୍ଷ ୭୦ ହଜାର । ଘରୁ ଠାବ ନୋଟ୍ ଭଣ୍ଡାର । ୩୭ ଲକ୍ଷ ନଗଦ ଜବତକୁ ନେଇ ତାଜୁବ୍ ଭିଜିଲାନସ୍ । More

୨୪ ଭୋଟ୍ ପୂର୍ବରୁ ନିଇତି ନୂଆ ନୂଆ ଯୋଜନା, 'ଆମ ବ୍ୟାଙ୍କ' ବିଜ୍ଞାପନରେ ବି ଲାଗିଲା ଶଙ୍ଖ ଚିହ୍ନ

ଗୋଟିଏ ପଟେ ନୂଆ ଭୋଟରଙ୍କୁ ଆକୃଷ୍ଟ ଲକ୍ଷ୍ୟ ତ ଅନ୍ୟପଟେ ଯୋଜନା ମାଧ୍ୟମରେ ମାଇଲେଜ୍ ନେବା ଚକ୍କରରେ କେଉଁ ବାଟ ବି ବିଜେଡି ଛାଡୁନଥିବା ଅଭିଯୋଗ କରିଛନ୍ତି ବିରୋଧୀ । More

H9N2 ଇନଫ୍ଲୁଏଞ୍ଜାକୁ ଡରିବାର ନାହିଁ, ରାଜ୍ୟରେ ଏଯାଏଁ ଚିହ୍ନଟ ହୋଇନି ଚୀନର ଏହି ଭୂତାଣୁ

ମେଡିକାଲ ବେଡ୍ ସଂରକ୍ଷିତ ରଖିବା ସହ ମ୍ୟାନ୍ ପାୱାର୍, ମେଡିସିନ ମହଜୁଦ ପାଇଁ ସମସ୍ତ ଜିଲ୍ଲା ଚିକିତ୍ସାଳୟକୁ ନିର୍ଦ୍ଦେଶ ଦିଆଯାଇଛି । More

ମନ ମୋହୁଛି ‘କଟକ ଇନ୍‌ କଟକ’ ! ଚାଳଘର-ମାଛପୋଖରୀ-ଭାଗବତ ଟୁଙ୍ଗି ଦେଖି ଲୋକେ ଖୁସ୍

କଟକ ଇନ୍ କଟକରେ ଗ୍ରାମ୍ୟ ପରିବେଶ । ଛୋଟ ପିଲାଙ୍କୁ ଦେଉଛି ନିଆରା ଅନୁଭୂତି । More