• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସୌର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ। ଇଂରାଜୀରେ ୨୯ ତାରିଖ ବୁଧବାର । ଚନ୍ଦ୍ର- ମିଥୁନ ଅହୋରାତ୍ର । ତିଥି- ୨ୟା ଦିବା ୦୧.୫୭ ଗତେ ୩ୟା । ଘାତଚନ୍ଦ୍ର- କନ୍ୟା ରାଶିର ଅହୋରାତ୍ର । ଘାତବାର- କର୍କଟ ରାଶିର । ପୁଷ୍କର ଦୋଷ- ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ଦିବା ୦୧.୫୭ ପର୍ଯ୍ୟନ୍ତ ।

ଶୁଭ ସମୟ

ପ୍ରାତଃ- ୦୬.୦୭ ରୁ ୦୮.୧୮

ଦିବା- ୧୦.୨୯ ରୁ ୧୧.୩୪

ଦିବା- ୦୧.୨୩ ରୁ ୦୩.୩୪

ସନ୍ଧ୍ୟା- ୦୫.୫୪ ରୁ ୦୬.୪୭

ରାତ୍ରି- ୦୮.୩୧ ରୁ ୦୨.୫୧

ରାତ୍ରି- ୦୪.୨୯ ରୁ ୦୬.୦୭

ଅଶୁଭ ସମୟ

ରାହୁକାଳ - ଦିବା ୧୧.୩୪ ରୁ ୧୨.୫୬

କାଳବେଳା- ଦିବା ୦୮.୫୦ ରୁ ୧୦.୧୨

ବାରବେଳା- ଦିବା ୧୧.୩୪ ରୁ ୧୨.୫୬

କାଳରାତ୍ରି- ରାତ୍ରି ୦୨.୫୧ ରୁ ୦୪.୨୯

OTV is now on Whatsapp

Join and get latest news update delivered to you via whatsapp

Join Now