ସଂକ୍ଷେପରେ ଆଜିର ତାଜା ଖବର - Monday, 13 February 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ସରିଲା ରିମାଣ୍ଡ, ଜେଲ୍ ଗଲା ଗୋପାଳ ! କିନ୍ତୁ ସୁରକ୍ଷା ନେଇ ଚିନ୍ତାରେ ଜେଲ୍ କର୍ତ୍ତୃପକ୍ଷ

୧୪ ଦିନିଆ ଖୋଳତାଡ଼ ପରେ ପୁଣି ଜେଲ ଗଲା ଗୋପାଳ । More

ତେଜିଲା ରାଇସ ପଲିଟିକ୍ସ ! BJPର ମାଗଣା ଚାଉଳ ମାଇଲେଜରେ ବ୍ରେକ୍ ଦେବାକୁ BJDର ଉଦ୍ୟମ

ମାଗଣା ଚାଉଳ ବଣ୍ଟନ ପ୍ରକ୍ରିୟା ବେଳେ ମୁହାଁମୁହିଁ ବିଜେଡି-ବିଜେପି । କେନ୍ଦ୍ର ବିରୋଧରେ କାଲିଠୁ ବିଜେଡିର ତିନିଦିନିଆ ଆନ୍ଦୋଳନ । More

ପ୍ରବଳ ବର୍ଷିଲେ ବିଜୟ ! କହିଲେ BJDର ରୁଦ୍ଧଦ୍ୱାର ଶାସନ, ପରିବର୍ତ୍ତନ ଜରୁରୀ...

ଦିଲ୍ଲୀରେ ହାତ ଧରି ଓଡ଼ିଶାରେ ପହଞ୍ଚିଲେ ବିଜୟ ପଟ୍ଟନାୟକ । ରାଜ୍ୟ ସରକାରଙ୍କ ଉପରେ ପ୍ରବଳ ବର୍ଷିଲେ କଂଗ୍ରେସ ନେତା ବିଜୟ । More

ଉତ୍କଳ ବିଶ୍ୱବିଦ୍ୟାଳୟ VC କହିଲେ, ‘JNUରୁ କିଏ ଆସିଥିଲେ, କାହାକୁ ମାଡ଼ ହୋଇଛି ଜାଣିନି’

ଜେଏନୟୁ ପ୍ରଫେସରଙ୍କୁ ଆକ୍ରମଣ ନେଇ ଚର୍ଚ୍ଚାରେ ବାଣୀବିହାର । More

ଅନୁଗାମୀଙ୍କ ଜରିଆରେ ପୁଣି ପୂର୍ବ ମୁଦ୍ରାକୁ ଫେରୁଛନ୍ତି କି ସାରଥୀ ?

ବାଲେଶ୍ୱରର ଔପଦା ଏବଂ ମାଲକାନଗିରିରେ ମାତିଲେ ସାରଥୀ ପ୍ରେମୀ । More

ବିଜୟଙ୍କ କଡ଼ା ସମାଲୋଚନା: ‘ଯଦି ସବୁ ବିଭାଗ ଠିକ୍‌ ଚାଲିଛି ତେବେ 5T କାହିଁକି ?’

ଏଭଳି ରୁଦ୍ଧଦ୍ୱାର ଶାସନ ବ୍ୟବସ୍ଥାରେ ପରିବର୍ତ୍ତନ ନିହାତି ଜରୁରୀ ।’ More

5T ସ୍କୁଲ୍‌ରେ ଲେବର କାମ କରୁଛନ୍ତି ଛାତ୍ର, ମନା କଲେ ମାର୍କ କାଟିବାକୁ ଶିକ୍ଷକଙ୍କ ଧମକ

ଏଭଳି ଗୁରୁତର ଅଭିଯୋଗ ଆସିଛି ଖୋର୍ଦ୍ଧା ପାଇକ ତିଗିରିଆ ସରକାରୀ ଉଚ୍ଚ ବିଦ୍ୟାଳୟ ବିରୋଧରେ । More

CMCରେ ଛିଣ୍ଡୁନି ବିବାଦ, ବୈଠକରେ ମେୟର-କର୍ପୋରେଟର ମୁହାଁମୁହିଁ

ଅନ୍ୟଦାବି ନେଇ ବିଜେପି କର୍ପୋରେଟରମାନେ ମଧ୍ୟ ହୋହାଲ୍ଲା କରିଥିବା ଦେଖିବାକୁ ମିଳିଥିଲା । More

ଭୁବନେଶ୍ୱର ଏମ୍‌ସକୁ ବିରଳ ଅସ୍ତ୍ରୋପଚାର ପାଇଁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି

ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଡାକ୍ତର ମନସୁଖ ମାଣ୍ଡଭିୟ ମଧ୍ୟ ଏମସ ଅସ୍ତ୍ରୋପଚାର ସଫଳତା ନେଇ ପ୍ରଂଶସା କରିଥିଲେ । More

ପୁଣି ଚର୍ଚ୍ଚାରେ ବାବା ସାରଥୀ ! ପାଦୁକା ରଖି ପୂଜା କଲେ ଅନୁଗାମୀ

କେନ୍ଦ୍ରାପଡ଼ାର ବାରିମୂଳ ଆଶ୍ରମରେ ପ୍ରବେଶ ସହ କୌଣସି ସ୍ଥାନରେ ପ୍ରବଚନ କାର୍ଯ୍ୟକ୍ରମ କରିପାରିବ ନାହିଁ ବୋଲି ସାରଥୀକୁ କୋର୍ଟ ପ୍ରତିବନ୍ଧକ ଲଗାଇଛନ୍ତି । More

ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକଙ୍କ ବଡ଼ ବୟାନ !

ବିଜୟ ସିଧା ସଳଖ କହିଛନ୍ତି ‘ନବ ଦାସଙ୍କୁ ବୋଧ ହୁଏ ସେ ASI ମାରିନି’ । କିଏ ମାରିଛି, କ୍ରାଇମବ୍ରାଞ୍ଚ ସତ୍ୟତା ଉନ୍ମୋଚନ କରିବା ଦରକାର । More

ମନ୍ତ୍ରୀ ନବ ଦାସଙ୍କୁ କାହିଁକି ମାରିଲା, ସବୁ ସତ କହିଦେଲା ଗୋପାଳ !

ମନ୍ତ୍ରୀ ନବ ଦାସଙ୍କୁ କାହିଁକି ହତ୍ୟା କଲା ? କ’ଣ ଏହା ପଛର କାରଣ, ଏସବୁ କିଛି କହିଛି ଅଭିଯୁକ୍ତ ଗୋପାଳ ଦାସ। କେମିତି ଓ କାହିଁକି ମାରିଛି ସବୁ ନାର୍କୋ ଟେଷ୍ଟରେ ସେ କହିଛି। More

ନବ ଦାସ ହତ୍ୟାକାଣ୍ଡ: ଅଭିଯୁକ୍ତ ଗୋପାଳର ସରିଲା ଟେଷ୍ଟ, ଗଲା ଜେଲ୍‌...

ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର ଅଭିଯୁକ୍ତ ଗୋପାଳ ଦାସକୁ କୋର୍ଟରେ ହାଜର ପରେ ଜେଲ୍‌ ପଠାଯାଇଛି। ଗୋପାଳ ଦାସର ଆଜି ରିମାଣ୍ଡ ସରିବା ପରେ JMFC କୋର୍ଟରେ  କ୍ରାଇମବ୍ରାଞ୍ଚ ହାଜର କରିଥିଲା।  More

ଯାତ୍ରା ଦେଖି ଘରକୁ ଫେରୁଥିଲେ, ଅଧା ବାଟରେ ଚାଲିଗଲା ଜୀବନ...

ଯାତ୍ରା ଦେଖି ଘରକୁ ଫେରୁଥିଲେ, ଅଧା ବାଟରେ ଚାଲିଗଲା ଜୀବନ। କେନାଲ ତଳକୁ ବାଇକ୍ ଖସି ପଡ଼ିବା ଯୋଗୁ ୩ ଜଣଙ୍କ ମୃତ୍ୟୁ ହୋଇଛି।  More

ଗୋଟିଏ ଘରୁ ସ୍ୱାମୀ-ସ୍ତ୍ରୀ-ପୁଅଙ୍କ ମୃତଦେହ ଉଦ୍ଧାର !

କେମିତି ଏଭଳି ଘଟଣା ଘଟିଲା ସେନେଇ ଲକ୍ଷ୍ମୀପୁର ପୋଲିସ୍ ତଦନ୍ତ ଆରମ୍ଭ କରିଛି । More

ରାଗରୁ ନା ରୋଗରୁ ? କେଉଁ କାରଣରୁ ନବଙ୍କୁ ଗୁଳି କଲା ଗୋପାଳ ? ଏଯାଏଁ ରହିଛି ସସ୍‌ପେନ୍ସ...

ଗୁଜରାଟରୁ ଅଭିଯୁକ୍ତକୁ ଧରି ଓଡ଼ିଶା ମୁହାଁ କ୍ରାଇମବ୍ରାଞ୍ଚ ଟିମ୍ । ଗୁଜରାଟରେ ୭ ଘଣ୍ଟିଆ ନାର୍କୋଟେଷ୍ଟରେ ଗୋପାଳ ଉଗାରିଛି ସତ । More

BJP vs BJD ! କେନ୍ଦ୍ରର ୫ କେଜି ଚାଉଳ କାଟ୍ vs ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା

ପଂଚାୟତରେ ବିଜେଡି ଓ ଜିଲ୍ଲା ସ୍ତରରେ ବିଜେପି କରିବ ଆନ୍ଦୋଳନ । ୧୪ରୁ ୧୬ ଯାଏଁ ଚାଲିବ ହାଇଭୋଲେଟେଜ୍ ପଲିଟିକାଲ୍ ସୋ । More

ଘର ଦେଲାନି ପ୍ରଶାସନ ! ଦେବଦୂତ ସାଜିଲେ ତିବ୍ଦତୀୟ ଶରଣାର୍ଥୀ

ତିନି ଦିବ୍ୟାଙ୍କ ଶିଶୁଙ୍କ ସହ ପଲିଥିନ୍ ତଳେ ମୁଣ୍ଡ ଗୁଞ୍ଜିଥିଲେ ପରିବାର । କୋଠା ଘର କରି ରହିବାକୁ ଦେଲେ ତିବ୍ଦତୀୟ ଶରଣାର୍ଥୀ । More

ବରିଷ୍ଠ ଥାଇ କନିଷ୍ଠଙ୍କୁ ଚୌକି ! ଆତ୍ମସମ୍ମାନକୁ ବାଧିଛି କହିଲେ ଜଷ୍ଟିସ ରଘୁବୀର ଦାସ

OHRC ସଦସ୍ୟ ପଦରୁ ଜଷ୍ଟିସ ରଘୁବୀର ଦାସଙ୍କ ଇସ୍ତଫା । ଜଷ୍ଟିସ ଶତ୍ରୁଘନ ପୂଜାହାରୀ OHRC ଅଧ୍ୟକ୍ଷ ନିଯୁକ୍ତ । More