• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କଟକ ମହାନଗର ନିଗମ କାଉନସିଲ ବୈଠକରେ ଆରମ୍ଭରୁ ହୋହାଲ୍ଲା ଓ ପାଟିତୁଣ୍ଡ । ସହରର ଏକାଧିକ ଉଦଘାଟନ ଉତ୍ସବରେ କଟକ ବାରବାଟି ବିଧାୟକ ମହମ୍ମଦ ମୋକିମଙ୍କୁ ଆମନ୍ତ୍ରଣ ନ କରାଯିବା ସହ କୌଣସି ଫଳକରେ ବି ତାଙ୍କ ନାମ ରହିନଥିବାରୁ କଂଗ୍ରେସ କର୍ପୋରେଟର ଏହାର ପ୍ରତିବାଦ କରିଛନ୍ତି । କଂଗ୍ରେସ କର୍ପୋରେଟର ମାନେ ସମ୍ମିଳନୀ ଗୃହରେ ଧାରଣାରେ ବସିବା ସହ ପାଟିତୁଣ୍ଡ କରିଥିଲେ । ସେପଟେ ଅନ୍ୟଦାବି ନେଇ ବିଜେପି କର୍ପୋରେଟରମାନେ ମଧ୍ୟ ହୋହାଲ୍ଲା କରିଥିବା ଦେଖିବାକୁ ମିଳିଥିଲା ।