ସଂକ୍ଷେପରେ ଆଜିର ତାଜା ଖବର - Saturday, 10 September 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଉମରକୋଟରେ ୧୪୪ ଧାରା ଜାରି, ପୋଲିସ୍‌ର ଲାଠି ଚାର୍ଜ

ଗତକାଲି ଉମରକୋଟ ସହର ୱାର୍ଡ ନଂ-୮ ଡଙ୍ଗରି ସାହିର ଜଣେ ଯୁବତୀଙ୍କ ମୃତଦେହକୁ ଏକତାଗୁଡ଼ା ଗ୍ରାମ ରାସ୍ତା ପାର୍ଶ୍ୱରେ ପ୍ରଶାସନର ସହଯୋଗରେ ପୋତାଯାଇଥିଲା। More

ବିବାହ ପୂର୍ବରୁ ଦିନିକିଆ ଗସ୍ତରେ ଓଡ଼ିଶା ଆସିଥିଲେ ଚାର୍ଲସ

ପଇଡ଼ ପିଇ ଗାଁ ଲୋକଙ୍କ ସହ ଖୁସି ମିଜାଜ୍‌ରେ ସମୟ କାଟିଥିଲେ ଚାର୍ଲସ। More

ଓଡ଼ିଶା ରାସ୍ତାରେ ଆଉ ଗଡ଼ିବନି ୧୫ରୁ ୨୦ବର୍ଷର ପୁରୁଣା ଗାଡ଼ି

ପୁରୁଣା ଗାଡିମାଲିକମାନେ ନିଜ ଗାଡ଼ିକୁ ସ୍ରାପ ଦରରେ ବିକ୍ରି କଲେ ସେମାନଙ୍କୁ କିଛି ମୂଲ୍ୟ ଦେବାକୁ ଧାର୍ଯ୍ୟ କରିଛନ୍ତି ସରକାର। ପୁରୁଣା ଗାଡିର ମୂଲ୍ୟ ସେହି ଗାଡିର ଏକ୍ସ ସୋରୁମ୍ ମୂଲ୍ୟର ୬ ପ୍ରତିଶତ ରହିବ। More

ସୂର୍ଯ୍ୟମନ୍ଦିର ବାଲିମୁକ୍ତ ଯୋଜନାର ପରିଣାମକୁ ନେଇ ସଂଶୟ

କେଉଁଠି କେତେ ବାଲି ଦବିଛି ? ସେହି ବାଲିକୁ କେମିତି କାଢ଼ିବ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା-ଏଏସଆଇ ? More

ଟି-୨୦ ମହାକୁମ୍ଭରେ ଏସିଆ କପ୍ ଦଶା ଭୋଗିବନି ତ ରୋହିତ ସେନା

ଅକ୍ଟୋବର-ନଭେମ୍ବରରେ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପ୍ ୨୦୨୨ ପୂର୍ବରୁ ଏସିଆ କପ୍ ପ୍ରସ୍ତୁତି ସଦୃଶ ଥିଲା। ମନେ ହେଉଥିଲା ଯେମିତି ଟିମ୍ ଇଣ୍ଡିଆ ଏହି ମହାଦେଶୀୟ ଟୁର୍ଣ୍ଣାମେଣ୍ଟ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ନ ଥିଲା। ଏବେ ଭୟ ଘାରିଲାଣି, ଟି-୨୦ ମହାକୁମ୍ଭରେ ଏସିଆ କପ୍ର ଦଶା ଭୋଗିବନି ତ ରୋହିତ ସେନା? More

ଓଡ଼ିଶାରେ ଘାଣ୍ଟିବ କି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ?

ରାଜ୍ୟକୁ କେନ୍ଦ୍ରମନ୍ତ୍ରୀମାନଙ୍କ ଘନ ଘନ ଗସ୍ତ ବି ଚର୍ଚ୍ଚା ସୃଷ୍ଟି କରିଛି। More

ପ୍ରାଣ ନାଶୁଛି ଅଜଣା ରୋଗ :୧୧ ଦିନରେ ଗଡ଼ିଲାଣି ୭ ମୁଣ୍ଡ

ଅଜଣା ରୋଗ ଆତଙ୍କରେ ଥରହର ମାଲକାନଗିରି ,ଗାଁରେ ଡେରା ପକାଇ କାରଣ ଖୋଜୁଛି ଡାକ୍ତରୀ ଟିମ୍ More

ଚିନ୍ତା ବଢାଇଲା ନକଲି ଔଷଧ, ଥାନାରେ ଏତଲା ଦେଲେ ଡ୍ରଗ୍ ଇନ୍ସପେକ୍ଟର

ନକଲି ଔଷଧ ମାର୍କେଟକୁ ସପ୍ଲାଇ କରିଥିବା ନେଇ ଅଭିଯୋଗ କରିଯାଇଛି। More

ପାର୍ବଣ ଋତୁରେ ସୁନା କିଣିବାକୁ ଚାହୁଁଥିଲେ, ଯାଞ୍ଚ କରିନିଅନ୍ତୁ ଆଜିର ମୂଲ୍ୟ . .

ଆଜିର ସୁନା ଦର କେତେ ? କିଣିବା ପାଇଁ ଯୋଜନା କରିଥିଲେ, ଦେଖି ନିଅନ୍ତୁ . . . More

୨୪ ଘଣ୍ଟାରେ ଅବପାତରେ ପରିଣତ ହୋଇପାରେ ଲଘୁଚାପ, କାଲି ସକାଳ ସୁଦ୍ଧା ଉପକୂଳ ଛୁଇଁବା ସମ୍ଭାବନା

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ଲଘୁଚାପ ଅବପାତରେ ପରିଣତ ହୋଇପାରେ। ଆସନ୍ତାକାଲି ସକାଳ ସୁଦ୍ଧା ଅବପାତରେ ପରିଣତ ହୋଇ ଏହା ଉପକୂଳ ଛୁଇଁବା ସମ୍ଭାବନା। More

ବିନା କୋଚିଂରେ ସଫଳତା : NEET ପରୀକ୍ଷାରେ କୃତକାର୍ଯ୍ୟ ହେଲେ ଚା’ ଦୋକାନୀଙ୍କ ପୁଅ

ଗରିବ ବାପାର ପୁଅ ଆଜି ଝାଳବୁହା ପରିଶ୍ରମର ମାନ ରଖିଛି । More

ମହିଳା ବିଶ୍ୱକପ୍ ଫୁଟବଲ୍‌ ଲୋଗୋ ଉନ୍ମୋଚିତ

କିକ୍ ଅଫ୍ ଦି ଡ୍ରିମ୍ କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍‌ରେ ୧୭ ବର୍ଷରୁ କମ୍ ମହିଳା ବିଶ୍ୱକପ୍ ଫୁଟବଲ୍‌ ଲୋଗୋ ଉନ୍ମୋଚନ କରିଛନ୍ତି।  More

ଓଡ଼ିଶା ସହ ରହିଛି ପ୍ରିନ୍ସ ଚାର୍ଲସଙ୍କ ସମ୍ପର୍କ...

ରାଣୀ ଏଲିଜାବେଥଙ୍କ ପରେ ରାଜା ହେବାକୁ ଯାଉଥିବା ପ୍ରିନ୍ସ ଚାର୍ଲସ ୧୯୮୦ରେ କୋଣାର୍କ ବୁଲିବାକୁ ଆସିଥିଲେ । କୋଣାର୍କ ବୁଲିବାବେଳେ ସେ ନିମାପଡ଼ା ନିର୍ବାଚନ ମଣ୍ଡଳୀର ହରିପୁର ଶାସନ ଆସିଥିଲେ । More

ଟଙ୍କା ନାହିଁ ତ, ସାର୍ଟିଫିକେଟ୍‌ ନାହିଁ: ୨୦୦ ଟଙ୍କାରେ ମିଳୁଛି ମାଟ୍ରିକ୍‌ ସାର୍ଟିଫିକେଟ୍‌ !

ମାଟ୍ରିକ୍‌ ପାସ୍ କରିଥିବା ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ୍‌ ଦେବା ଲାଗି ପ୍ରଧାନଶିକ୍ଷକ ୨୦୦ ଟଙ୍କା ନେଉଥିବା ଅଭିଯୋଗ ହୋଇଛି। More

ମାଲକାନଗିରି ପରେ କୋରାପୁଟରେ ଅଜଣା ରୋଗ ଆତଙ୍କ, ସପ୍ତାହେ ଭିତରେ ୩ ମୃତ

ଗତକାଲି ରାମଗିରିରୁ ଏକ ମେଡିକାଲ ଟିମ୍ ଆସି ଗାଁରେ ପହଞ୍ଚି ଚିକିତ୍ସା କରୁଛନ୍ତି More

କୋରାପୁଟ ଗସ୍ତରେ ରାଜ୍ୟପାଳ, ଟ୍ରେନ୍‌ରେ କଲେ ଯାତ୍ରା

ହୀରାଖଣ୍ଡ ଟ୍ରେନ୍‌ରେ ଭୁବନେଶ୍ୱରରୁ ବାହାରି କୋରାପୁଟରେ ପହଞ୍ଚିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଣୀ ଲାଲ୍‌।  More

ଗାଁ ଲୋକ କି ସାହି ପଡ଼ିଶା ଆସିଲେନି, ଶେଷରେ ଶବ କାନ୍ଧେଲେ ଥାନା ASI

ଜଣେ ପୋଲିସ ଅଧିକାରୀ ମାନବିକତାର ପରିଚୟ ଦେଖାଇ ନିଜେ ଶବ କାନ୍ଧେଇବା ସହ ଶ୍ମଶାନରେ ସତ୍କାର କରିଥିଲେ । ଏହି ଘଟଣାକୁ ସବୁ ମହଲରେ ପ୍ରଶଂସା କରାଯାଉଛି । More

୧୦ଟା ପରେ ବି ଖୋଲୁନି ସ୍କୁଲ୍‌, ମନ ଇଚ୍ଛା ଆସୁଛନ୍ତି ଶିକ୍ଷକ-ଶିକ୍ଷୟିତ୍ରୀ

ସରକାରୀ ନିୟମକୁ ଫୁ’ । ଇଚ୍ଛା ହେଲେ ସ୍କୁଲ ଖୋଲୁଛନ୍ତି ନହେଲେ ନାହିଁ । ପାଠ ପାଇଁ ଗଛ ମୂଳେ ଅପେକ୍ଷା କରୁଛନ୍ତି ପିଲା । More

ପ୍ରବଳ ବର୍ଷାରେ ଧୋଇଗଲା ଅସ୍ଥାୟୀ ବ୍ରିଜ୍, ସ୍କୁଲରୁ ଫେରିପାରୁ ନାହାନ୍ତି ଛାତ୍ରଛାତ୍ରୀ

ପଟାଙ୍ଗିରୁ ସମ୍ବାଇ ଦେଇ ଆରୁକୁ ଗାଡି ଚଳାଚଳ ଠପ୍ । ପାହାଡି ନଦୀରେ ବନ୍ୟାପାଣି ଆସିବାରୁ ଧୋଇଗଲା ଅସ୍ଥାୟୀ ବ୍ରିଜ୍ । More

ଶବ ସତ୍କାରକୁ ନେଇ ଉତ୍ତେଜନା

ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ମୃତଦେହ ପୋତାକୁ ବିରୋଧ କରି ଗତକାଲି ଦିନ ତମାମ ଏବଂ ବିଳମ୍ବିତ ରାତି ପର୍ଯ୍ୟନ୍ତ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ଜୟପୁର-ରାଇଘର ମୁଖ୍ୟ ରାସ୍ତା ଅବରୋଧ କରିଥିଲେ। More

ରାଗିଂ ପରେ ଆତ୍ମହତ୍ୟା ଉଦ୍ୟମ ! ବିଷ ପିଇଲେ ITI ଛାତ୍ର

କଲେଜରେ ରାଗିଂ ପରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଛାତ୍ରଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି। କଲେଜରୁ ଫେରିବା ପରେ ସମ୍ପୃକ୍ତ ଛାତ୍ର ବିଷ ପିଇ ଦେବାରୁ ଅଚେତ ହୋଇପଡ଼ିଥିଲେ। More

ଲଘୁଚାପ ପ୍ରଭାବରେ ଆଜିଠୁ ପୁଣି ବର୍ଷା, ୧୧ ଜିଲ୍ଲାକୁ ୱାର୍ଣ୍ଣିଂ

ଆଜି ପାଇଁ ୧୧ଟି ଜିଲ୍ଲାକୁ ଅରେଞ୍ଜ ଓ ୧୦ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । More

ପାର୍ବଣ ଋତୁରେ ରାଜଧାନୀରେ ହତ୍ୟା; ବଢ଼ିଲା ଚିନ୍ତା

ୟୁନିଟ୍-୮ର ଏକ ବସ୍ତି ଅଞ୍ଚଳରେ ଜଣଙ୍କୁ ପିଟିପିଟି ହତ୍ୟା । ସଂଘବଦ୍ଧ ହୋଇ କିଛି ଯୁବକ ଜଣଙ୍କୁ ପିଟିପିଟି ହତ୍ୟା କଲେ । More

ବୈତରଣୀ ଦେଲା ଦୁଃଖ ! ପୁଅ ଆଖି ଆଗରେ ନଦୀ ସୁଅରେ ଭାସିଗଲେ ବାପା...

କେନ୍ଦୁଝର ନୟାକୋଟ କେନ୍ଦୁଘାଟି ନଦୀ ଘାଟରେ ଅଘଟଣ । ନଦୀ ସୁଅରେ ପୁଅ ଆଖି ଆଗରେ ଭାସିଗଲେ ବାପା । More

ଜୋରସୋର୍‌ରେ ଚାଲିଛି ପୂଜଚା ପ୍ରସ୍ତୁତି, କଲେଜ ଛକ ଦୁର୍ଗା ମେଢ଼ରେ ଲାଗିବ ୩ କ୍ୱିଣ୍ଟାଲ ଚାନ୍ଦି

କଟକର ବିଭିନ୍ନ ପୂଜା ମଣ୍ଡପ ପକ୍ଷରୁ ଚାଲିଛି ବ୍ୟାପକ ପ୍ରସ୍ତୁତି । ଚାନ୍ଦି ମେଢ଼ ସଫାସଫି ପାଇଁ କାରିଗରଙ୍କ ହାତକୁ ବି ଫୁରସତ ନାହିଁ । More

ଦେଶରେ ଶ୍ରେଷ୍ଠ ତାଲିମ କେନ୍ଦ୍ର, ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀ

୨୦୨୦-୨୧ ପାଇଁ ପାଇଲା ୟୁନିଅନ୍ ହୋମ୍ ମିନିଷ୍ଟର ଟ୍ରଫି । ଏକାଡେମୀର ଅତିରିକ୍ତ ଡିଜି ଅରୁଣ ଷଡ଼ଙ୍ଗୀ ଗ୍ରହଣ କଲେ ପୁରସ୍କାର  More

ଗାଁରେ ଅଜଣା ରୋଗ ଆତଙ୍କ, ଗଲାଣି ୬ ଜଣ ଜୀବନ ! ତଥାପି ଡାକ୍ତରଖାନା ଯିବାକୁ ଅମଙ୍ଗ

ମାଥିଲି ବ୍ଲକ୍ ହଳଦୀକୁଣ୍ଡ ଗାଁରେ କୋକୁଆ ଭୟ । ଗାଁରେ ପହଞ୍ଚି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରୁଛି ମେଡିକାଲ୍ ଟିମ୍ । More

''ହେ ମହାବାହୁ.... ଏଭଳି ଅପକର୍ମ ପାଇଁ କ୍ଷମା କରିଦିଅ...''

ସୋସିଆଲ୍ ମିଡିଆରେ ଦୃଶ୍ୟ ଭାଇରାଲ୍ ପରେ ଜଳେଶ୍ୱରର ଟେଣ୍ଟ ହାଉସ ମାଲିକ ଗୌତମ ପ୍ରଧାନ, ତାଙ୍କ କର୍ମଚାରୀଙ୍କୁ ସାଙ୍ଗରେ ଧରି ସିଧା ପହଞ୍ଚିଥିଲେ ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ। More

ରାଜ୍ୟରେ ବାଟବଣା କି ଇ-ସେବା ? ତିନି ତିନି ଥର ଆବେଦନ କଲେ ବି ମିଳୁନି ପ୍ରମାଣପତ୍ର

କେଉଁଠି ସୁବିଧାକେନ୍ଦ୍ର ବନ୍ଦ ତ କେଉଁଠି ନାହିଁ ଇଣ୍ଟରନେଟ୍ More

ବାପାମାଆ ଯାଇଥିଲେ ଦାଦନ ଖଟି, ପୁଅ ପାଇଲା ଗୋଲ୍ଡ ମେଡାଲ୍

ବାପା ଦାଦନ ଖଟୁଥିବା ବେଳେ ପୁଅ ଯେତେବେଳେ ଗୋଲ୍ଡ ମେଡାଲ ପାଇ ଘରକୁ ଫେରିବ, ତେବେ କେତେ ଖୁସି ନ ହେବେ ପିତାମାତା । More

୧୦ ଦିନର ଛୁଆକୁ ଧରି ଡିସିପି ଅଫିସ୍‌ ଆଗରେ ଆଲବମ୍‌ ଅଭିନେତ୍ରୀ

ନ୍ୟାୟ ପାଇଁ ଦଶ ଦିନର ଛୁଆକୁ ଧରି ଭୁବନେଶ୍ୱର ଡିସିପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ଆଲବମ ଅଭିନେତ୍ରୀ ଶ୍ୱେତା। More

ମିଶନ ୨୪ ଲାଗି ବିଜେପିର ପାଗଭିଡ଼ା

ମିଶନ ୨୪କୁ ନେଇ ଚଳଚଞ୍ଚଳ ବିଜେପି ଶିବିର । ରାଜ୍ୟକୁ ଛୁଟିଛି କେନ୍ଦ୍ରୀୟ ନେତାଙ୍କ ସୁଅ । ଗୃହମନ୍ତ୍ରୀ ଅମିତ ଶାହା ଓ ପ୍ରଭାରୀ ସୁନିଲ୍ ବଂଶଲଙ୍କ ପରେ ଓଡ଼ିଶା ଗସ୍ତରେ ୭ କେନ୍ଦ୍ର ମନ୍ତ୍ରୀ । More