ସଂକ୍ଷେପରେ ଆଜିର ତାଜା ଖବର - Wednesday, 29 June 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ପାଣି ଭିତରେ ବୁଡ଼ିଗଲା ସତ୍ୟମ୍ବଦଙ୍କ ସ୍ୱପ୍ନ, ପୁଅକୁ ହରାଇ ନିର୍ବାକ ବାପା-ମାଆ

ଯେଉଁ ମେଧାବୀ ପୁଅକୁ ନେଇ ସେ ଦିନେ ଗର୍ବ କରୁଥିଲେ, ଆଗକୁ ଆଇଏଏସ ହେବାର ସ୍ୱପ୍ନ ଦେଖୁଥିଲେ, ଶେଷରେ ତାସଘର ଭଳି ଭାଙ୍ଗିଗଲା More

ଆଉ ଚଳିବନି ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ : ଜୁଲାଇ ପହିଲାରୁ ଉତ୍ପାଦନ, ବିକ୍ରି ଓ ବ୍ୟବହାର ନିଷେଧ କଲା କେନ୍ଦ୍ର

ଗ୍ରାହକ ଓ ବ୍ୟବସାୟୀ କହିଲେ ଆଗ ବନ୍ଦ କର ଉତ୍ପାଦନ More

ସୁଧାଂଶୁଙ୍କ ବାଡ଼ିରେ ଲାଲ ଟହଟହ ଡ୍ରାଗନ୍ ଫ୍ରୁଟ୍‌ : ୟୁଟ୍ୟୁବ ଦେଖି ଚାଷ କଲେ ନବରଙ୍ଗପୁର ଚାଷୀ

ବାର୍ଷିକ ଆୟ ଲକ୍ଷ୍ୟ ୭ ରୁ ୮ଲକ୍ଷ ଟଙ୍କା More

ମମିତା ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତକୁ ମିଳିଲା ଜାମିନ

ସ୍ତ୍ରୀ ଓ ପୁଅର ଚିକିତ୍ସା ପାଇଁ ଅନ୍ତରୀଣ ଜାମିନ ମାଗିଥିଲେ ଗୋବିନ୍ଦ । More

ଅଡ଼ୁଆରେ ଟଙ୍ଗୁରୁ ଭୋଳ ଓ ବର୍ଷା : ଉଭୟଙ୍କ ବିରୋଧରେ ଥାନାରେ ମାମଲା

ଅଳ୍ପ ଦିନରେ ଷ୍ଟାର ପାଲଟିଥିବା ଟୁଙ୍ଗୁରୁ ଏବେ ଅକଳରେ ପଡ଼ିଛନ୍ତି । ତାଙ୍କ ବିରୋଧରେ ଥାନାରେ ଅଭିଯୋଗ କରାଗଲାଣି । More

ଗଛରେ ପିଟି ହୋଇ ଓଲଟିଲା ବୋଲେରୋ, ୧୧ ଆହତ

ଭାରସାମ୍ୟ ହରାଇ ଗଛରେ ପିଟି ହେଲା ବୋଲେରୋ.. More

ମଧ୍ୟାହ୍ନ ଭୋଜନ ରନ୍ଧାକୁ ନେଇ ଏସଏଚଜି ଗୋଷ୍ଠୀଙ୍କ ମଧ୍ୟରେ ମାରପିଟ୍ : ବିସ୍କୁଟ୍‌ ଖାଇ ଫେରିଲେ ଛାତ୍ରଛାତ୍ରୀ

ସ୍କୁଲ ଭିତରେ ଦୁଇ ଗୋଷ୍ଠୀର ମହିଳାମାନେ ଭୁଲି ଯାଇଥିଲେ ହିତାହତ ଜ୍ଞାନ More

ଶରୀରରେ ୨୬ ଆଘାତ, ବେକରେ ୧୦ ଗଭୀର କ୍ଷତ : ଆସିଲା କହ୍ନେୟା ଲାଲଙ୍କ ପୋଷ୍ଟମର୍ଟମ ରିପୋର୍ଟ

କହ୍ନେୟା ଲାଲଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିଛି । More

୬ ଘଣ୍ଟା ଚାଲିବ ଗୃହ କାର୍ଯ୍ୟ : ଜୁଲାଇ ୨ରୁ ବିଧାନସଭାର ମୌସୁମୀ ଅଧିବେଶନ

ଅପରାହ୍ନ ଅଧିବେଶନ ଘଣ୍ଟାଏ ବଢ଼ି ୪ଟାରୁ ୭ଟା ପର୍ଯ୍ୟନ୍ତ ଚାଲିବାକୁ ସର୍ବଦଳୀୟ ବୈଠକରେ ନିଷ୍ପତ୍ତି More

‘ମୋ ଝିଅକୁ ମୁଁ ମର୍ଡର କରିଛି’...ଜନ୍ମ ଦେଇଥିଲେ, ଜୀବନ ନେଇଗଲେ

ଝିଅକୁ ହତ୍ୟା କରିବା ପରେ ମହିଳା ଜଣକ ଥାନାରେ ଆତ୍ମସମର୍ପଣ କରି ନିଜର ଅପରାଧ ସ୍ୱୀକାର କରିଛନ୍ତି। ଏହାପରେ ପୋଲିସ ଅଭିଯୁକ୍ତ ମା’ ବେବି ବିବିକୁ ଗିରଫ କରିଛି। More

ରାଜ୍ୟରେ ବଢ଼ୁଛି ସଂକ୍ରମଣ ! ସତର୍କ ରହିବାକୁ ପରାମର୍ଶ

ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୯୯ ହଜାର ୬୦୨କୁ ବୃଦ୍ଧି । ସୁସ୍ଥ ହେଲେଣି ୪ କୋଟି ୨୮ ଲକ୍ଷ ୮ ହଜାର ୬୬୬ ଆକ୍ରାନ୍ତ । More

Daily Horoscope 29th June 2022: ଏହି ରାଶିର ବ୍ୟକ୍ତି ଯାତ୍ରା ସମୟରେ ସତର୍କ ରୁହନ୍ତୁ

ସୌର ମିଥୁନ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୨୯ ତାରିଖ, ବୁଧବାର। ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ... More

ପାଣିପାଗ ବିଭାଗର ସତର୍କ ସୂଚନା- ୫ ଦିନ ପ୍ରବଳ ବର୍ଷିବ !

ଆଜି ଅଧିକାଂଶ ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। More

ରାଷ୍ଟ୍ରପତି ଭବନ ହାଜତରେ ମୁକ୍ତିକାନ୍ତ, ରାଉରକେଲାରୁ ଚାଲିଚାଲି ଯାଇଥିଲେ ଦିଲ୍ଲୀ

ରାଉରକେଲାରେ ସୁପର ସ୍ପେଶାଲିଟି ହସ୍ପିଟାଲର କାର୍ଯ୍ୟକ୍ଷମ ଦାବି କରି ଖବରର ଶିରୋନାମାରେ ରହିଥିଲେ ମୁକ୍ତିକାନ୍ତ । More

ଉତ୍କଳ ବିଶ୍ୱବିଦ୍ୟାଳୟକୁ ଉଚ୍ଚଶିକ୍ଷା ବିଭାଗର ଭର୍ତ୍ସନା, ବିଶ୍ୱବିଦ୍ୟାଳୟ ଶିକ୍ଷାଦାନରେ ସ୍ମାର୍ଟ୍ କ୍ଲାସ ରୁମ୍‌ର ବିଶେଷ ଭୂମିକା ନାହିଁ

ସ୍ମାର୍ଟ୍ କ୍ଲାସ ରୁମ୍ ପ୍ରତିଷ୍ଠା ଲାଗି ବିଶ୍ୱବିଦ୍ୟାଳୟ ପାଖରେ ପାଣ୍ଠି ଅଛି । ଉଚ୍ଚ ଶିକ୍ଷା ବିଭାଗ ଏଥିଲାଗି ଅନୁଦାନ ଦେଇ ପାରିବ ନାହିଁ । More

ଶ୍ରୀଜିଉଙ୍କ ନବଯୌବନ ଦର୍ଶନ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ବ୍ୟବସ୍ଥା

୧୫ଦିନର ଅନବସର ପରେ ଭକ୍ତଙ୍କୁ ଦର୍ଶନ ଦେବେ ମହାବାହୁ । ଦୁଇବର୍ଷ ପରେ ନବଯୌବନ ଦର୍ଶନ ଲାଗି ଭକ୍ତଙ୍କୁ ସୁଯୋଗ । More

ପ୍ରବାସୀ ଓଡ଼ିଆଙ୍କୁ ମନୋରଞ୍ଜନର ବୁଷ୍ଟର୍ ଡୋଜ୍ ଦେବାକୁ ଆମେରିକା ଯାଉଛି ତରଙ୍ଗ ପ୍ଲସ୍‌ ଟିମ୍

ଆମେରିକାର କାଲିଫର୍ଣ୍ଣିଆରେ ଓଡ଼ିଶା ସୋସାଇଟି ଅଫ୍ ଆମେରିକାର ବାର୍ଷିକ ଉତ୍ସବ ଅନୁଷ୍ଠିତ ହେଉଛି ଜୁଲାଇ ୨ ତାରିଖରେ । More

ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରାକୁ ମଝିରେ ଆଉ ୨ ଦିନ, ପୋଲିସ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ରଥଟଣାର ମକଡ୍ରିଲ 

ଘୋଷଯାତ୍ରା ପାଇଁ ବଡଦାଣ୍ଡରେ ଠିଆ ତିନି ରଥ ନିର୍ମାଣ କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ । ରଥରୁ ମେଣ୍ଡି କଢ଼ାଯିବା ପରେ ତିନି ପାର୍ଶ୍ୱରେ ୨୭ଟି ଶିଖର ଡମ୍ବୁରୁ ଲଗାଯାଇଛି । More

ନାବାଳିକା ଅବସ୍ଥାରେ ପତ୍ନୀ ସହ ସଂପର୍କ ରଖି ଅଡୁଆରେ ସ୍ୱାମୀ, ୫ବର୍ଷ ପୂର୍ବ ମାମଲାରେ ଭୋଗୁଛନ୍ତି ଜେଲ୍ ଦଣ୍ଡ

ସ୍ୱାମୀଙ୍କୁ ମୁକୁଳାଇବା ପାଇଁ ଆଇନଗତ ଲଢ଼େଇ ଲଢ଼ୁଛନ୍ତି ପତ୍ନୀ । ପଢ଼ନ୍ତୁ ବଲାଙ୍ଗିର ଜିଲ୍ଲାର ଜଟିଳ ପ୍ରେମ କାହାଣୀ । More

EOWର ରେଡ୍‌ ପରେ ଅର୍ଦ୍ଧେନ୍ଦୁଙ୍କ ନାଁରେ ଆଉ ଏକ ମାମଲା, ଆସବାବପତ୍ର କିଣି ଟଙ୍କା ଦେଇନଥିବା ଅଭିଯୋଗ

ଅର୍ଦ୍ଧେନ୍ଦୁଙ୍କ ନାଁରେ କଟକ ପୁରୀଘାଟ ଥାନାରେ ଏତଲା ଦାଏର ହୋଇଛି । କଟକର ବ୍ୟବସାୟୀ ନିସିତ ଅଗ୍ରୱାଲଙ୍କଠାରୁ ୧୧ ଲକ୍ଷ ଟଙ୍କାର ଆସବାବପତ୍ର କିଣି ୬ ଲକ୍ଷ ୬୦ ହଜାର ବଳକା ଟଙ୍କା ଦେଉନଥିବା ଅଭିଯୋଗ ହୋଇଛି । More

ହାତୀଦାନ୍ତ ମାଫିଆଙ୍କ ଚରାଭୂଇଁ ପାଲଟିଛି କି ବଡ଼ମ୍ବା ରେଞ୍ଜ ? ମିଳୁଛି ଗୋଟିକ ପରେ ଗୋଟିଏ ହାତୀ କଙ୍କାଳ

ମାସକରେ ଉଦ୍ଧାର ହେଲାଣି ୪ଟି ହାତୀ କଙ୍କାଳ More