ସଂକ୍ଷେପରେ ଆଜିର ତାଜା ଖବର - Wednesday, 19 January 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ଦିନିକିଆ ହାରିଲା ଭାରତ

୨୯୭ ରନର ଟାର୍ଗେଟର ପିଛା କରୁଥିବା ଭାରତ ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। More

ସବୁଠି ମାଳମାଳ ଆଶାୟୀ, ଅକଳରେ ନେତା

ଆଶାୟୀଙ୍କ ସଂଖ୍ୟା ଅଧିକ ଥିବାରୁ ଟାଣୁଆ ବିଧାୟକମାନେ ମଧ୍ୟ ସରପଂଚ ଓ ସମିତି ସଭ୍ୟ ପ୍ରାର୍ଥୀଙ୍କ ନାଁ ନିଜେ ଘୋଷଣା କରୁଥିବା ଦେଖିବାକୁ ମିଳୁଛି। More

ମଶାଣିରେ ଚେଇଁ ଉଠିଲା ମୃତ ଘୋଷିତ ଶିଶୁ

ପରିବାର ଲୋକେ ଛୁଆକୁ ଧରି କରଂଜିଆ ଉପଖଣ୍ଡ ଚିକିତ୍ସାଳୟ ଆଣିଛନ୍ତି। More

ସେବେ ପୋସ୍କୋ ଏବେ ଜିନ୍ଦଲ: ପୁଣିଥରେ ରକ୍ତରଞ୍ଜିତ ହେବ କି ଢିଙ୍କିଆ ?

ପୋଲିସର ଜୁଲମ୍ ଦେଖନ୍ତୁ, ଅସଭ୍ୟ ଭାଷାରେ ଗାଳିଦେଲେ, ବାଡାଇଲେ, ଆଉ ବୁଟ୍ ପିନ୍ଧି ଗୋଡ ଉପରେ ଚଢିଗଲେ । ଢିଙ୍କିଆରେ ଏ ୧୬ ବର୍ଷର ନାବାଳିକା ଝିଅ ପ୍ରତି କୁଆ଼ଡେ ଏମିତି ନିର୍ଦ୍ଦୟ ହୋଇପଡ଼ିଥିଲା ପୋଲିସ ୨ ଦିନ ପରେ ବି ନା ବଥା କମିଛି ନା କଷ୍ଟ । More

କ୍ଷୀପ୍ର ଗତିରେ ମାଡୁଛି ଓମିକ୍ରନ୍: ହଟସ୍ପଟ୍ ପାଲଟିଛି ରାଜଧାନୀ

ଦୁଇ ଦିନ ହେଲା ନୂଆ ପଜିଟିଭ୍ ଗ୍ରାଫ୍ ତଳମୁହାଁ ଥିଲା । ହେଲେ ଆଜି ପୁଣି ଦୈନିକ ସଂକ୍ରମଣରେ ବିସ୍ଫୋରଣ । ଗତ ୨୪ ଘଣ୍ଟାରେ ଦେଶରେ ଚିହ୍ନଟ ହୋଇଛନ୍ତି ୨ଲକ୍ଷ ୮୨ ହଜାର ୯୭୦ ନୂଆ ଆକ୍ରାନ୍ତ। ଯାହାକି ଗଲାକାଲିର ନୂଆ ରୋଗୀ ସଂଖ୍ୟାଠାରୁ ଏକାଥରେ ପ୍ରାୟ ୪୫ ହଜାର ଅଧିକ । ଥାର୍ଡ ୱେଭରେ ଦେଶରେ ହୁ ହୁ ସଂକ୍ରମଣର ଏ ଅବୁଝା ରୂପ ଦେଖି ଚିନ୍ତିତ ସ୍ୱାସ୍ଥ୍ୟ ବିଭାଗ । More

ଏକାଠି ଆସିଥିଲେ, ଏକାଠି ଚାଲିଗଲେ

ସାଥୀ ହୋଇ ଜନ୍ମ ହୋଇଥିଲେ ଓ ସାଥୀ ହୋଇ ଚାଲିଗଲେ ଯାଆଁଳା ଭାଇ। ଗାଧୋଇବା ବେଳେ ପାଣିରେ ବୁଡ଼ି ଯାଆଁଳା ଭାଇଙ୍କ ମୃତ୍ୟୁ। More

"ପଲିଥିନ ହଟିବ ବିଶ୍ୱ ବଞ୍ଚିବ"

ଗାଁକୁ ଗାଁ, ପର୍ଯ୍ୟଟନ ସ୍ଥଳୀ ଠାରୁ ଆରମ୍ଭ କରି ଦେବାଳୟ ପର୍ଯ୍ୟନ୍ତ, ସବୁଠି ଚାଲିଛି ସଫେଇ କାର୍ଯ୍ୟ । ପଲିଥିନ ଗୋଟାଇ ତାକୁ ଏକ ବ୍ୟାଗ ରେ ରଖୁଛନ୍ତି ଯୁବ ଗୋଷ୍ଠୀମାନେ । ଇଏ କୌଣସି ପେଶାଦାର ଜରି ଗୋଟାଳି ନୁଁହନ୍ତି କି ଏଥିରୁ ଅର୍ଥ ଉପାର୍ଜନ କରିବାର ଉଦେଶ୍ୟ ନାହିଁ ଏମାନଙ୍କର । More

ଆଗାମୀ ଦିନ ବହୁତ ଗୁରୁତ୍ୱପୂର୍ଣ୍ଣ କହିଲେ ମୁଖ୍ୟ ସଚିବ

ଅବହେଳା କଲେ ସଂକ୍ରମଣ ବଢ଼ିବ, ସମସ୍ତେ ଅସୁବିଧା ଭୋଗିବେ। More

ଭୋଟ୍‌ ପାଇଁ ମିଳିବ ୩ ଦିନ ଛୁଟି !

କର୍ମଚାରୀଙ୍କୁ ୩ ଦିନ ସ୍ୱତନ୍ତ୍ର CL ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି More

ଭୋଟ୍‌ର ୪୮ ଘଣ୍ଟା ପୂର୍ବରୁ ମଦ ବନ୍ଦ

ଯେଉଁଠି ଭୋଟ୍‌ ଗ୍ରହଣ ହେବ, ମତ ଦାନର ୪୮ ଘଣ୍ଟା ପୂର୍ବରୁ ସେଠି ମଦ ମନା। ୪୮ ଘଣ୍ଟା ପୂର୍ବରୁ ଭୋଟ୍‌ ପରଦିନ ପର୍ଯ୍ୟନ୍ତ ମଦ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। More

ରାଜ୍ୟରେ ଆଉ ୧୪୫ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ଜାନୁୟାରୀ ୯ରୁ ୧୬ ମଧ୍ୟରେ ୨୪୯ ସାମ୍ପଲ ପଠାଯାଇଥିଲା। More

ବହୁଚର୍ଚ୍ଚିତ ଗୁନ ସିଂହାରୀ ହତ୍ୟା ମାମଲାର ସମସ୍ତ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

୧୦ ବର୍ଷ ପରେ ମାମଲାରେ ଏପରି ମୋଡ ଏବେ ପୋଲିସ୍‌ର କାର୍ଯ୍ୟଧାରାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।  More

କଟକରେ ହନିଟ୍ରାପ୍‌ ! ଦେହ ବ୍ୟବସାୟ ଲୋଭ ଦେଖାଇ ଲୁଟ୍‌-ବ୍ଲାକ୍‌ମେଲିଂ

ଗିରଫଙ୍କ ମଧ୍ୟରେ ଏକ ପ୍ରତିଷ୍ଠିତ କଲେଜର ଜଣେ ୪ର୍ଥ ଶ୍ରେଣୀ କର୍ମଚାରୀ । ଅଭିଯୁକ୍ତଙ୍କ ଠାରୁ ୨୫ ହଜାର, ୩ଟି ମୋବାଇଲ, ୧ଟି ଏଟିଏମ୍ କାର୍ଡ ଜବତ । ଦେହ ବ୍ୟବସାୟର ଲୋଭ ଦେଖାଇ ଜଣେ ଯୁବକଙ୍କୁ ଫୋନ୍‌ରେ ଡାକିଥିଲେ । More

ଦିନେ ପଡ଼ିଆ ଥିଲା ଜମି, ଏବେ ସୁନାର ଫସଲ...ଫଳିଛି ରଙ୍ଗବେରଙ୍ଗ ଫୁଲକୋବି

ଦିନେ ପଡ଼ିଆ ପଡ଼ିଥିବା ଚାଷ ଜମିରେ ଏବେ ସୁନାର ଫସଲ। ଯୁଆଡ଼େ ଆଖି ବୁଲାଇଲେ ସବୁଜ କ୍ଷେତରେ ହସୁଛି ତାଜା ପନିପରିବା। ଧାଡ଼ି ଧାଡ଼ି ହୋଇ ଲାଗିଛି କୋବି ଗଛ। More

ଓଡ଼ିଶାରେ ଲକ୍‌ଡାଉନ୍‌,ସଟ୍‌ଡାଉନ୍‌ ହେବ କି ନାହିଁ, ସୂଚନା ଦେଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ରାଜ୍ୟରେ ଗତ କିଛିଦିନ ଧରି କରୋନା ଦୈନିକ ସଂକ୍ରମଣ ୧୧ ହଜାର ଉପରେ ରହୁଛି। ଏସବୁ ଭିତରେ ରାଜ୍ୟରେ କରୋନା ସ୍ଥିତି ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। More

ମଣିଷ ଓ ପକ୍ଷୀର ଭିନ୍ନ ଏକ ପ୍ରେମ କାହାଣୀ, ଖୁସି ଦେଲା ଦୁଃଖ ବି ଦେଲା କୋକୋ

ଘରେ ଶୁଆ ରଖିବା ବେଆଇନ୍ । ଏହା ଶୁଣି ଭୋ ଭୋ ହୋଇ କାନ୍ଦିଲେ ସସ୍ମିତା । ହେଲେ ପ୍ରେମ ବଡ ନା ଆଇନ ବଡ । ଏମିତି ଏକ ଦୋଛକିରେ ପଡିଗଲେ ସେ । ଆପଣ କୁହନ୍ତୁ ନା କିଏ ବଡ ।  More

ଏଣିକି ସହଜ ହେବ ଓମିକ୍ରନ୍‌ ଚିହ୍ନଟ, ଓଡ଼ିଶାକୁ ଆସିଲା ଓମିସିଓର କିଟ୍‌

ଯେଉଁ ଜିଲ୍ଲାରେ ଅଧତ୍କ ପଜିଟିଭ କେସ୍ ଆସୁଛି, ସେଠାକୁ କିଟ୍ ପଠାଯିବ । ସହଜରେ ଓମିକ୍ରନ ଭାରିଆଣ୍ଟ ଚିହ୍ନଟ କରିବାରେ ଏହା ସହାୟକ ହେବ । More

ଡରାଇଲାଣି କରୋନା ! ରାଜ୍ୟରେ ଆଉ ୬ ଜଣ ସଂକ୍ରମିତଙ୍କ ମୃତ୍ୟୁ

ଭଦ୍ରକ ଓ କଟକ ଜିଲ୍ଲାରୁ ଜଣେ ଲେଖାଏଁ ସଂକ୍ରମିତଙ୍କ ମୃତ୍ୟୁ । ଜଗତସିଂହପୁର ଓ ଝାରସୁଗୁଡ଼ାରୁ ମଧ୍ୟ ଜଣେ ଲେଖାଏଁ ଆକ୍ରାନ୍ତ ମୃତ । ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮ ହଜାର ୪୯୪କୁ ବୃଦ୍ଧି । More

ପୁଣି ଡରାଇଲାଣି କରୋନା ! ଓଡ଼ିଶାରେ ସଂକ୍ରମଣ ବଢ଼ୁଛି, ଦେଶରେ ୫ ଲକ୍ଷ ଛୁଇଁଲାଣି ମୃତ୍ୟୁସଂଖ୍ୟା

ସୁନ୍ଦରଗଡ଼- ୧୨୧୯, କଟକ- ୮୯୮, ଷ୍ଟେଟ୍‌ପୁଲ୍- ୮୭୭, ସମ୍ବଲପୁର- ୩୯୦, ବାଲେଶ୍ୱର- ୩୦୫, ଯାଜପୁର- ୨୩୧, ରାୟଗଡ଼ା- ୨୨୯, ବଲାଙ୍ଗିର- ୨୨୯, ଝାରସୁଗୁଡ଼ା- ୨୧୯, ନୟାଗଡ- ୨୦୬, ଅନୁଗୁଳ- ୧୮୫, ମୟୂରଭଞ୍ଜ- ୧୭୪, ମୋଟ୍ ଆକ୍ରାନ୍ତ ସଂଖ୍ୟା ୧୧ ଲକ୍ଷ ୬୭ ହଜାର ୯୪କୁ ବୃଦ୍ଧି । More

ତପସ୍ୱିନୀ-ସୁମିତ ବିବାହ ବିବାଦ ମାମଲା, ଆଜି କୋର୍ଟରେ ହେବ ଫୈସଲା

୧୦ ତାରିଖ ଭିତରେ ତପସ୍ୱିନୀଙ୍କୁ ୧୭ ହଜାର ଟଙ୍କା ଦେବା ନେଇ କୋର୍ଟଙ୍କ ରାୟର ପୁନର୍ବିଚାର ପାଇଁ ସୁମିତ କରିଥିବା ଆବେଦନର ମଧ୍ୟ ଆଜି କୋର୍ଟ ଶୁଣାଣି କରିବେ । ପୂର୍ବରୁ ଏସ୍‌ଡିଜେଏମ୍‌ଙ୍କ ନିର୍ଦ୍ଦେଶ ପରେ ସୁମିତଙ୍କ ଘରେ ରହୁଛନ୍ତି ତପସ୍ୱିନୀ । More

ପେଟ୍ରୋଲ ପମ୍ପରୁ ବନ୍ଧୁକ ମୁନରେ ଦୁଇ ଲକ୍ଷ ଲୁଟ୍

୩ ଜଣ ଦୁର୍ବୃତ୍ତ ଏକ ପଲ୍‌ସର୍‌ ବାଇକ୍‌ରେ ଆସି ପ୍ରଥମେ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରାଇଥିଲେ । ପରେ ଫାଙ୍କା ଗୁଳିଚାଳନା କରି ଟଙ୍କା ଲୁଟିଥିଲେ । ସିସିଟିଭିରେ କଏଦ ହୋଇଛି ଲୁଟ୍ ବେଳର ଦୃଶ୍ୟ । ଜଙ୍କିଆ ଥାନା ପୋଲିସ ସିସିଟିଭି ଫୁଟେଜ୍ ଆଧାରରେ ଛାନ୍‌ଭିନ୍‌ କରୁଛି । More

ଶୀତରୁ ନାହିଁ ଆଶ୍ୱସ୍ତି, ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

୧୦ଟି ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣି ଜାରି କରାଯାଇଛି । ସୁନ୍ଦରଗଡ଼, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, ବଲାଙ୍ଗିର, କନ୍ଧମାଳ, କଳାହାଣ୍ଡି ଏବଂ ନବରଙ୍ଗପୁର ଜିଲ୍ଲାକୁ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି । More

ଏଥର ସାଧାରଣତନ୍ତ୍ର ଦିବସରେ ନେତାଙ୍କୁ ଝଟ୍‌କା ! କରିପାରିବେନି ଆତ୍ମପ୍ରଚାର, ବଖାଣିବେନି ଦଳୀୟ ସଫଳତା

ଏଥର କୌଣସି ମନ୍ତ୍ରୀ କି ନେତା ସାଧାରଣତନ୍ତ୍ର ଦିବସରେ ନିଜର ଆତ୍ମ ପ୍ରଚାର କିମ୍ବା ସରକାରୀ ସଫଳତା ବଖାଣିପାରିବେନି ।  More

ଏମିତି ବି ଗାଁ ଅଛି ! ଯେଉଁଠି ବିଦ୍ୟୁତ ନାହିଁ କି ରାସ୍ତା ନାହିଁ, ପକ୍କାଘର ତ ସାତସପନ

ଶିକ୍ଷା ସ୍ୱାସ୍ଥ୍ୟ ଭଳି ମୌଳିକ ସୁବିଧା ସାତ ସପନ । ଉପାନ୍ତ ନୁହେଁ ଖୋର୍ଦ୍ଧା ବାଣପୁରଠାରୁ ମାତ୍ର ୪୦ କିମି ଦୂରରେ ଥିବା ମହୁଲିଆ ଗାଁର ଏଭଳି ଅବସ୍ଥା । More

Crime Capital Bhubaneswar ! ପୁଣି ଗଡ଼ିଲା ମୁଣ୍ଡ, ମାଆକୁ ଜାଳିଦେଲା ପୁଅ

ହତ୍ୟା କରିବା ପରେ ସେ ଘରେ ହିଁ ଜାଳି ଦେଇଛି ନିଜ ମାଆକୁ । ମଙ୍ଗଳବାର ସଂଧ୍ୟାରେ ଘଟିଛି ଏହି ଅଭାବନୀୟ ଘଟଣା । More

Daily Horoscope 19 Jan 2022: କର୍କଟ ରାଶିର ବ୍ୟକ୍ତି ସାବଧାନ ! ଅଜି ଘାତବାର, ଜାଣନ୍ତୁ କେମିତି କଟିବ ଦିନ

ଜୌତିଷବାଣୀ- ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସୁସମ୍ପର୍କ ରହିବା ପାଇଁ କରନ୍ତୁ ଏହି ସରଳ ପ୍ରତିକାର । ୧- ପ୍ରତ୍ୟେକ ଗୁରୁବାର ଅରୁଆଚାଉଳ ମନ୍ଦିରରେ ଦାନ କରନ୍ତୁ । ୨-ଶନିବାର ତେଲ ଦୀପ ଜାଳନ୍ତୁ । ୩-ଅସହାୟ ବ୍ୟକ୍ତିଙ୍କୁ ଯଥା ସମ୍ବବ ସାହାଯ୍ୟ କରନ୍ତୁ । More

ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣାଧିନ: ମୁଖ୍ୟମନ୍ତ୍ରୀ

ଭୟଭୀତ ନହୋଇ କୋଭିଡ୍ ନିୟମ ପାଳିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ। More

ପ୍ରତି ୩ ସଂକ୍ରମିତଙ୍କ ମଧ୍ୟରୁ ଜଣେ ଲଙ୍ଗ୍ କୋଭିଡ୍‌ର ଶିକାର

ଚିନ୍ତାର ବିଷୟ ହେଉଛି, ଉଭୟ ଡୋଜ୍ ଟିକା ନେଇଥିବା ପ୍ରାୟ ୩୪ ପ୍ରତିଶତ ରୋଗୀଙ୍କଠାରେ ମଧ୍ୟ ଦେଖିବାକୁ ମିଳୁଛି ଲଙ୍ଗ୍ କୋଭିଡ୍ ସମସ୍ୟା। More

ମାତ୍ର ୫ହଜାର ଟଙ୍କାରେ ପୁଅ କି ଝିଅ ଚିହ୍ନଟ କରୁଥିଲା ନକଲି ଡାକ୍ତର

ଦୈନିକ ପ୍ରାୟ ୨୫ରୁ ୩୦ଟି ଲିଙ୍ଗ ନିରୂପଣ ବି ଚାଲୁଥିଲା। ହେଲେ ଏଠି ପ୍ରଶ୍ନ କାହାରି ନଜରକୁ କେମିତି ଆସୁନଥିଲା? More

ମହାପ୍ରସାଦ ଛୁଇଁ ଶପଥ କରିବାକୁ କହିଲେ ବିଜେଡି ନେତା

ବିଜେଡିରେ ସାମିଲ କରିବା ଆଳରେ ମହାପ୍ରସାଦ ଛୁଆଁଇ ସଂଗଠନରେ ରହିବାକୁ ଶପଥ କରାଉଛନ୍ତି। More

ଦଳରୁ ବିଦା ହୋଇ ବି ଦଳୀୟ କାର୍ଯ୍ୟକ୍ରମରେ ସକ୍ରିୟ ପ୍ରଶାନ୍ତ

ଦଳରୁ ନିଲମ୍ବନ ହୋଇ ମଧ୍ୟ ସେ ସବୁ ବେଳେ  ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଉଛନ୍ତି । ଖାଲି ଯୋଗଦେଉଛନ୍ତି କହିଲେ ହେବ ନାହିଁ । ତାଙ୍କରି ତତ୍ୱାବଧାନରେ ହିଁ ଦଳୀୟ କାର୍ଯ୍ୟକ୍ରମ ଗୁଡ଼ିକ ଆୟୋଜନ କରାଯାଉଛି । More