Advertisment

Mann Ki Baat: ମୋଦିଙ୍କ ମନ୍ କି ବାତରେ ଓଡ଼ିଶା ବଣମଲ୍ଲୀଙ୍କ ମହକ

ନିଆଁ ଆଁରୁ ଜଙ୍ଗଲ ବଞ୍ଚାଉଥିବା କେନ୍ଦୁଝରର ପ୍ରମିଳା ପ୍ରଧାନଙ୍କୁ ତାରିଫ। ସଂକୀର୍ତ୍ତନ ଜରିଆରେ ବନାଗ୍ନି ବାବଦରେ ସଚେତନ କରୁଛନ୍ତି ପ୍ରମିଳା। ମୟୂରଭଞ୍ଜର ସାନ୍ତାଳୀ ଶାଢ଼ୀ ବାବଦରେ କହିଲେ ପ୍ରଧାନମନ୍ତ୍ରୀ

author-image
Kausik Mohapatra
ମନ୍ କି ବାତ୍ ରେ ଓଡ଼ିଶାର ବଣମଲ୍ଲୀ

ମନ୍ କି ବାତ୍ ରେ ଓଡ଼ିଶାର ବଣମଲ୍ଲୀ

ବର୍ଷବର୍ଷଧରିସରକାରୀକଳଯାହାପାରିନଥିଲା, ତାହାକରିଦେଖାଇଥିଲାକେଇପଦମିଠାଗୀତ।ଗାଉଁଲିମଣିଷରମନକୁବଦଳାଇଦେଇଥିଲେ... ଏକଛୋଟିଆଗାଁମୁର୍ଗାପାହାଡ଼ିରପ୍ରମିଳାପ୍ରଧାନ।ନିଆଁରଆଁରୁସବୁଜବନାନୀକୁରକ୍ଷାକରିବାପାଇଁକେନ୍ଦୁଝରଜିଲ୍ଲାଘଟଗାଁବ୍ଲକ୍ମୁର୍ଗାପାହାଡ଼ିରପ୍ରମିଳାଆରମ୍ଭକରିଥିଲେସଂକୀର୍ତ୍ତନଅଭିଯାନହେଲେପ୍ରମିଳାଙ୍କନେତୃତ୍ବରେଗାଁଗାଁବୁଲିନାମସଂକୀର୍ତ୍ତନକରୁଥିବାମଣ୍ଡଳୀକେବଳଏକଲୋକକଳାକୁଯେବଞ୍ଚାଇରଖିଛିତାନୁହେଁ।ବାଣ୍ଟିଚାଲିଛିସଚେତନତାରବାର୍ତ୍ତା।ଜଙ୍ଗଲସୁରକ୍ଷାରସବୁଜସନ୍ଦେଶ।

Advertisment

ପ୍ରମିଳାଙ୍କସଂକୀର୍ତ୍ତନଧ୍ବନିକେବଳଘଟଗାଁରଜଙ୍ଗଲଭୂଇଁ... କିଜିଲ୍ଲାରାଜ୍ୟଭିତରେସୀମିତନାହିଁ।ସୁଦୁରଦିଲ୍ଲୀରେପହଞ୍ଚିପ୍ରଧାନମନ୍ତ୍ରୀନରେନ୍ଦ୍ରମୋଦିଙ୍କମନକୁଛୁଇଁପାରିଛିଏଭଳିପାରଂପାରିକକଳାରେଅଭିନବଛୁଙ୍କ।ମନ୍କୀବାତ୍କାର୍ଯ୍ୟକ୍ରମରେପ୍ରମିଳାଙ୍କପ୍ରୟାସରଭୂରିଭୂରିପ୍ରଶଂସାକରିଛନ୍ତିମୋଦି।

କେବଳଜଙ୍ଗଲନିଆଁନିବାରଣଅଭିଯାନନୁହେଁ, ବନବିଭାଗପ୍ରୋତ୍ସାହନରେକିଛିସ୍ଥାନୀୟମହିଳାଙ୍କୁନେଇଜିଆଖତଉତ୍ପାଦନରେବିଲାଗିଛନ୍ତିଉଦଯୋଗୀପ୍ରମିଳା।ସାଜିଛନ୍ତିସେମାନଙ୍କସ୍ବାବଲମ୍ବନରସୂତ୍ରଧର।

Advertisment

ଏଠିତନ୍ତରଠକ୍ଠକ୍ଶବ୍ଦହିଁଏମାନଙ୍କପାଇଁସଂକୀର୍ତ୍ତନ ଓସଂଗୀତରମୂର୍ଚ୍ଛନା।ଆଜିପ୍ରଧାନମନ୍ତ୍ରୀଙ୍କମନ୍କୀବାତ୍ରେଦେଶଜାଣିଛିଓଡ଼ିଶାମାଟିରଆଉଏକଲୁକ୍କାୟିତସଫଳକାହାଣୀ।ମୟୂରଭଞ୍ଜଜିଲ୍ଲାରେପାରଂପରିକସାନ୍ତାଳୀଶାଢ଼ୀରପୁନରୁଦ୍ଧାରପାଇଁ, ତନ୍ତସୂତାରେନିଜକୁହଜାଇଦେଇଥିବା୬୫୦ଆଦିବାସୀମହିଳାଙ୍କଅନନ୍ୟପ୍ରୟାସଅକ୍ଳାନ୍ତପରିଶ୍ରମରକଥା 

ଏମାନେସେଇନିରବସାଧିକା, ଯେଉଁମାନେନିଜଆଦିବାସୀସଂସ୍କୃତି, ପରିଚୟପରିଧାନକୁବଞ୍ଚାଇରଖିବାକୁଚେଷ୍ଟାକରୁଛନ୍ତିତନ୍ତଶିଳ୍ପମାଧ୍ୟମରେ।ଫୁଟାଶାଢ଼ୀପାଇଁଜଣାଶୁଣାମୟୂରଭଞ୍ଜବହଳଦାବ୍ଲକ୍ବିଂଝୁଆଅଞ୍ଚଳହେଉ, ଅବାଉଦଳାରସୁନାପାଳଚୁଲିଆପୋଷିପ୍ରାକୃତିକରଙ୍ଗପାଂରପରିକସୂତାରେଆଦିବାସୀଗାମୁଛା, ଶାଢ଼ୀଅନ୍ୟପରିଧାନତିଆରିକରିଆତ୍ମନିର୍ଭରଶୀଳବନିଥିବାଏହିମହିଳାମାନେ, ପ୍ରଧାନମନ୍ତ୍ରୀଙ୍କମୁହଁରୁପ୍ରଶଂସାଶୁଣିଆଜିଯେତିକିଖୁସି, ତାଠୁବେଶିଉତ୍ସାହିତ। 

Odisha Mann Ki Baat Narendra Modi PM Modi PM Narendra Modi
Advertisment
Related Articles
Advertisment