/odishatv-khabar/media/post_attachments/uploadimage/library/16_9/16_9_0/IMAGE_1753630749.jpg)
ଫସେଇ ଦେଇଛି ଅର୍ଚ୍ଚନା ନାଗ
ନାବାଳିକାକୁଦୁଷ୍କର୍ମଭଳିସାଂଘାତିକଅଭିଯୋଗ ପରେ ବିଜେଡିକର୍ପୋରେଟରଅମରେଶଜେନାଓରଫବାୟାଁ ଗିରଫ। ପୋଲିସସହତିନିଦିନରଲୁଚକାଳିଖେଳଖତମ୍। ନାବାଳିକାକୁଦୁଷ୍କର୍ମଭଳିସାଂଘାତିକକୃତକର୍ମରଅଭିଯୋଗ। ଗତକାଲି (ଶନିବାର) ୫ସହଯୋଗୀଙ୍କଗିରଫଦାରୀପରେ ଶେଷରେଆଜି (ରବିବାର) ବନ୍ଧାହେଲେବିଜେଡିକର୍ପୋରେଟରଅମରେଶଜେନାଓରଫବାୟାଁ।
ଭୁବନେଶ୍ୱରବିଜେଡିରଏଇପ୍ରଭାବଶାଳୀନେତାଙ୍କନାଁରେଗତ୨୩ତାରିଖରେଆସିଥିଲାସଂଗୀନଅଭିଯୋଗ।ଲକ୍ଷ୍ମୀସାଗରଥାନାକୁଆସିଅମରେଶତାଙ୍କୁବିବାହରପ୍ରତିଶ୍ରୁତିଦେଇବାରମ୍ବାରଦୁଷ୍କର୍ମକରିବାଏବଂପ୍ରତିରୋଧକରିବାରୁହତ୍ୟାଧମକଦିଆଯିବାରଅଭିଯୋଗକରିଥିଲେଜଣେପୀଡ଼ିତା।ଏହିଆଧାରରେମାମଲାରୁଜୁକରିଅମରେଶକୁଖୋଜିଥିଲାପୋଲିସ୍।କିନ୍ତୁସେତେବେଳକୁଫେରାରହୋଇସାରିଥିଲେଅମରେଶ।
ଧରିବାକୁଅପରେସନ୍ଆରମ୍ଭକରିଗତକାଲିପ୍ରଥମେତାଙ୍କ୫ସହଯୋଗୀଙ୍କୁଭୁବନେଶ୍ୱରରୁଗିରଫକରିଥିଲାକମିଶନରେଟ୍ପୋଲିସ୍।ଆଉସେମାନଙ୍କବୟାନଆଧାରରେଅମରେଶବାଲେଶ୍ୱରନୀଳଗିରିଅଂଚଳରେଲୁଚିଥିବାଜାଣିବାକୁପାଇସ୍ଥାନୀୟପୋଲିସସହାୟତାରେଆରମ୍ଭକରିଦେଇଥିଲାଚଢ଼ାଉ।ଆଉଆତ୍ମଗୋପନକରିଥିବାକଳାକାଦଗାଁରୁ ଜଣଙ୍କ ଘରୁରବିବାରସକାଳୁସକାଳୁପୋଲିସଜାଲରେଧରା ପଡ଼ିଯାଇଥିଲେବାଇଁୟା।
ନୀଳଗିରିରୁଭୁବନେଶ୍ବରଅଣାଯିବାପରେଅଭିଯୁକ୍ତଅମେରଶଙ୍କୁପ୍ରଥମେମେଡିକାଲଟେଷ୍ଟପାଇଁନିଆଯାଇଥିଲା।ଯେଉଁଠିଅର୍ଚ୍ଚନାନାଗଙ୍କନାଁନେଇସେମତେଫସେଇଥିବାକହିଥିଲେଅମରେଶ।
ଅମରେଶଙ୍କନାଁରେଦୁଷ୍କର୍ମ, ଗାଳିଗୁଲଜ, ଧମକଚମଆଦିଦଫାଲାଗିବାସହପୋକ୍ସୋଆକ୍ଟରେମାମଲାରୁଜୁକରିତଦନ୍ତଚାଲିଥିବାକମିଶନରେଟ୍ପୋଲିସ୍କହିଛି।ହେଲେଅମରେଶଙ୍କଉପରେଥିବାଅଭିଯୋଗକୁଅମୂଳକକହିନ୍ୟାୟପାଇଁକୋର୍ଟରଦ୍ୱାରସ୍ଥହେବେବୋଲିକହିଛନ୍ତିତାଙ୍କପତ୍ନୀ।
ଏଭଳି ସ୍ଥିତିରେ ନିଜଅଣ୍ଟିଜଳିଯାଉଥିବାଜାଣିତୁରନ୍ତଝାଡ଼ିଝୁଡ଼ିହେବାରଉଦ୍ୟମକରିଛିବିଜେଡି।ଗିରଫହେବାପରେକର୍ପୋରେଟରଅମରେଶଙ୍କୁତୁରନ୍ତଦଳରୁସସପେଣ୍ଡକରିଛି।କହିଛିସେଦଳରନୀତିଆଦର୍ଶରୁଦୂରେଇଯାଇଥିଲେ, ଯାହାରଫଳଏବେଭୋଗୁଛନ୍ତି।ହେଲେଦଳସବୁବେଳେନାରୀକୁସମ୍ମାନଦେବାରେବିଶ୍ବାସକରେବୋଲିକହିଛନ୍ତିଭୁବନେଶ୍ବରଜିଲ୍ଲାବିଜେଡିସଭାପତିଅଶୋକପଣ୍ଡା।ଅନ୍ୟପଟେକିଛିଦିନତଳେକଂଗ୍ରେସଛାତ୍ରସଭାପତିଉଦିତ୍ପ୍ରଧାନମଧ୍ୟସମାନଦୁଷ୍କର୍ମମାମଲାରେଏବେଜେଲରେ।ତେଣୁକଂଗ୍ରେସଓବିଜେଡିଦୁଷ୍କର୍ମପ୍ରତିଯୋଗିତାରେଅଛନ୍ତିକହିଦୁଇଦଳକୁକଡ଼ାନିଶାନାକରିଛିବିଜେପି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)