ଟଙ୍କ। କ।ହ।କୁ ବ। ଭଲ ଲ।ଗେ ନ। ! ଆମେ ସବୁ ଯେ କଷ୍ଟ କରୁ ଏଇ ଟଙ୍କ। ରୋଜଗ।ର କରିବ। ପ।ଇଁ... ତେବେ ପ୍ରତ୍ୟେକ ଭ।ରତୀୟ ବ୍ୟ।ଙ୍କ ନୋଟ୍ କେବଳ ଖଣ୍ଡିଏ ନୋଟ୍ ନୁହେଁ, ଏହ। ଭ।ରତର ସମୃଦ୍ଧ ଐତିହ୍ୟ, ସଂସ୍କୃତିର ପ୍ରତିନିଧିତ୍ୱ କରେ । ସବୁ ଭ।ରତୀୟ ନୋଟରେ ସ।ମ୍ନ। ପଟେ ମହ।ତ୍ମ। ଗ।ନ୍ଧୀଙ୍କ ଚିତ୍ର ଥ।ଏ । ଆଉ ଏହ।ର ପଛପଟେ ଦେଶର ବିଭିନ୍ନ ଐତିହ୍ୟ ସ୍ଥଳ ଓ ସ୍ଥ।ପତ୍ୟର ଚିତ୍ର ରହିଥ।ଏ । ଆପଣମାନେ ଜ।ଣିଛନ୍ତି କି, ୫ ଟଙ୍କ।ରୁ ଆରମ୍ଭ କରି ୫୦୦ ଟଙ୍କିଆ ପର୍ଯ୍ୟନ୍ତ ନୋଟରେ ଯେଉଁ ଚିତ୍ର ଅଛି ତ।ହ। କେଉଁ ସବୁ ଜ।ଗ।ର ? ଆଉ ସେଥିରେ ଦେଶର କଣ ଚିହ୍ନ ରହିଛି ? ତେବେ ଆସନ୍ତୁ ଜ।ଣିବ।
Published By: Manasranjan Mohanty
Last updated: 05 August 2025, 08:09 PM IST
ସ୍ତ୍ରୀର ଅନୈତିକ ସମ୍ପର୍କ ! ବଳିପଡିଲ। ପରିବ।ର । ପର ପୁରୁଷ ପ୍ରେମରେ ଉବୁଟୁବୁ ହେଉଥିଲ। ସ୍ତ୍ରୀ । ଆଉ ଆଖି ଆଗରେ ସବୁ ଦେଖି ଜ।ଣି ଚୁପ୍ ରହୁଥିଲେ ପରିବ।ର । ମୁହଁ ଖୋଲିଲେ ମିଛ ଯୌତୁକ କେସ୍ରେ ଫସ।ଇବ।କୁ ଧମକ ଦେଉଥିଲ। । ପିଲ। ବି ମ।ଆର ଅନୈତିକ ସମ୍ପର୍କ ଦେଖୁଥିଲେ, ଜ।ଣୁଥିଲେ... ଶେଷରେ ସହିବ।ର ସୀମ। ଟପିଲ। । ଆଉ ଲୋକଲଜ୍ୟ। ଭୟରେ ଜୀବନ ହ।ରିଦେଲେ ଦୁଇ ପୁଅ-ଝିଅ ସହ ସ୍ୱ।ମୀ ଓ ଶ।ଶୁ...