Advertisment

ବାର୍ଡ ଫ୍ଲୁ ଭୟ, ମାନ୍ଦା ଅଣ୍ଡା ଓ ଚିକେନ୍ ବେପାର

ଆମିଷ ବଜାରରେ ବାର୍ଡ ଫ୍ଲୁ ଭୟ। ଚିକେନରୁ ମୁହଁ ଫେରାଉଛନ୍ତି ଗ୍ରାହକ। ମାନ୍ଦା ପଡ଼ିଛି ଅଣ୍ଡ,ଚିକେନ୍ ବେପାର।

author-image
Kausik Mohapatra
ଆମିଷ ବଜାରରେ ବାର୍ଡ ଫ୍ଲୁ ଭୟ

ଆମିଷ ବଜାରରେ ବାର୍ଡ ଫ୍ଲୁ ଭୟ

ଆମିଷବଜାରରେବାର୍ଡଫ୍ଲୁଭୟ।ଚିକେନରୁମୁହଁଫେରାଉଛନ୍ତିଗ୍ରାହକ।ମାନ୍ଦାପଡ଼ିଛିଅଣ୍ଡ,ଚିକେନ୍ବେପାରପୁରୀଏବଂଖୋର୍ଦ୍ଧାଅଞ୍ଚଳରେବାର୍ଡଫ୍ଲୁଚିହ୍ନଟପରେଚିକେନବେପାରଉପରେମାଡ଼ପଡ଼ିଛିଆଜିରବିବାରଥିବାରୁଭୁବନେଶ୍ବରୟୁନିଟ୍-ଆମିଷମାର୍କେଟ୍ଭିଡ଼ଥିଲା।କିନ୍ତୁଚିକେନ୍ଦୋକାନରେକାଁଭାଁଗ୍ରାହକଙ୍କୁଦେଖିବାକୁମିଳିଥିଲା।ଲୋକେଚିକେନ୍, ଅଣ୍ଡାବଦଳରେଅଧିକମାଛଖାଇବାକୁପସନ୍ଦକରୁଛନ୍ତି।

Advertisment

ସପ୍ତାହଭିତରେ୫୦ରୁ୮୦ଟଙ୍କାଚିକେନଦରହ୍ରାସପାଇଛି।ବାର୍ଡଫ୍ଲୁଭୟରେଗ୍ରାହକମାଛ, ଚିଙ୍ଗୁଡ଼ି, କଙ୍କଡାଖାଇବାକୁପସନ୍ଦକରୁଛନ୍ତି।ଯାହାଫଳରେମାଛ, ଚିଙ୍ଗୁଡ଼ି, କଙ୍କଡାଦର୫୦ରୁ୧୦୦ଟଙ୍କାବଢ଼ିଛି।ସେହିଭଳିହୋଟେଲ, ଫାଷ୍ଟଫୁଡସେଣ୍ଟରରେଗ୍ରାହକଚିକେନଖାଉନାହାଁନ୍ତି।

ଖୋର୍ଦ୍ଧାଜିଲ୍ଲାରେବାର୍ଡଫ୍ଲୁଚିହ୍ନଟପରେଚିକେନବ୍ୟବସାୟପ୍ରଭାବିତହୋଇଛି।ଢାବାଏବଂହୋଟେଲଛାଡିଦେଲେଘରୋଇଗ୍ରାହକଙ୍କସଂଖ୍ୟା୭୦ପ୍ରତିଶତହ୍ରାସପାଇଥିବାବ୍ୟବସାୟୀକହିଛନ୍ତି।କେବଳସେତିକିନୁହେଁଦିନତଳେଚିକେନକେଜି୨୨୦ରୁ୨୪୦ଟଙ୍କାଥିବାବେଳେଆଜିଏହାରଦର୧୬୦ରୁ୧୭୦ଟଙ୍କାକୁଖସିଆସିଥିବାବ୍ୟବସାୟୀକହିଛନ୍ତି।ମୁଣ୍ଡାଆମ୍ବଏବଂଗୟାବନ୍ଧଅଞ୍ଚଳରେବାର୍ଡଫ୍ଲୁଚିହ୍ନଟପରେପ୍ରାଣିଧନବିଭାଗପକ୍ଷରୁକୁକୁଡ଼ାମରାଅଭିଯାନଜାରିରହିଥିବାବେଳେଆଖପାଖଗ୍ରାମରେଡାକବାଜିଯନ୍ତ୍ରସାୟତାରେକୁକୁଡାମାଂସନଖାଇବାସହିତଜନସଚେତନତାକରାଯାଉଛି

Advertisment
Puri Khorda Bird Flu
Advertisment
Related Articles
Advertisment