/odishatv-khabar/media/post_attachments/uploadimage/library/16_9/16_9_0/IMAGE_1748061586.jpg)
2 Maoists Killed
ଝାଡ଼ଖଣ୍ଡରେ ୨ ହାର୍ଡକୋର୍ ମାଓବାଦୀଙ୍କୁ ଏନ୍କାଉଣ୍ଟର । ଲାତେହାରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ । ଉଭୟଙ୍କ ମାଓବାଦୀଙ୍କ ନାଁରେ ଥିଲା ୧୫ ଲକ୍ଷ ଟଙ୍କାର ପୁରସ୍କାର ରାଶି । ସେପଟେ ଆହତ ଅବସ୍ଥାରେ ଆଉ ଜଣେ ମାଓବାଦୀକୁ କାବୁ କରାଯାଇଥିବା ସୂଚନା ମିଳିଛି । ଘଟଣାସ୍ଥଳରୁ ଗୋଟିଏ ରାଇଫଲ୍ ଜବତ ହୋଇଥିବାବେଳେ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି ।
Advertisment
ଆଣ୍ଟି ନକ୍ସଲ ଅପରେସନ ଜୋରଦାର ଚାଲିଥିବାବେଳେ ଏଥିରେ ଗୋଟିଏ ପରେ ଗୋଟିଏ ସଫଳତା ମିଳୁଛି । ଗତକାଲି ମହାରାଷ୍ଟ୍ର ଗଡ଼ଚିରୋଲିରେ ୪ ହାର୍ଡକୋର୍ ମାଓବାଦୀ ନିହତ ହୋଇଥିଲେ । ସେହିପରି ବୁଧବାର ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୨୭ ମାଓବାଦୀ ନିପାତ ହୋଇଥିଲେ । ଆଜି ଝାଡଖଣ୍ଡରେ ମଧ୍ୟ ୨ ହାର୍ଡକୋର୍ ମାଓବାଦୀ ନିପାତ ହୋଇଛନ୍ତି ।
ଅଧିକ ପଢନ୍ତୁ : ନକ୍ସଲ ଦମନରେ ପୁଣି ସଫଳତା, ମହାରାଷ୍ଟ୍ର ଗଡ଼ଚିରୋଲିରେ ୪ ହାର୍ଡକୋର୍ ମାଓବାଦୀ ନିପାତ
Advertisment
Advertisment


Related Articles
Baijayant Panda’s Team On Abroad Visit: ଖୋଲିବ ପାକିସ୍ତାନର ମୁଖା; ବୈଜୟନ୍ତଙ୍କ ନେତୃତ୍ୱରେ ବିଦେଶ ଗସ୍ତରେ ଆଉ ୪ ସଂସଦୀୟ ପ୍ରତିନିଧି ଦଳ
POSTED

Sundargarh Mining Scam: ଖୋଲିବ ସୁନ୍ଦରଗଡ଼ ଖଣି ଦୁର୍ନୀତିର ଗୁମର; ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
POSTED

Police In Vigilance Net: ଲାଞ୍ଚ ନେବା ପଡ଼ିଲା ମହଙ୍ଗା; ଭିଜିଲାନ୍ସ ଜାଲରେ ASI ଓ ହୋମଗାର୍ଡ
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)